Home

ଆଉଟ୍‌ ହେବା ପରେ ଯୁକ୍ତିତର୍କ କଲେ ରାହୁଲ

ଜୋହାନ୍ସବର୍ଗ,୫।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗ ଟେଷ୍ଟର ଦ୍ୱିତୀୟ ଦିନରେ ଦୁଇ ଅଧିନାୟକ କେ.ଏଲ ରାହୁଲ ଏବଂ ଡିନ ଏଲଗାରଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ ହୋଇଥିଲା। ଦ୍ୱିତୀୟ ଇନିଂସରେ ମାର୍କୋ ଜେନ୍ସେନଙ୍କ ଦ୍ୱାରା ଆଉଟ୍‌ ହେବା ପରେ କେ.ଏଲ ରାହୁଲ…

ବିଗ୍‌ ବି’ଙ୍କ ଘରେ କରୋନା…

ନୂଆଦିଲ୍ଲୀ, ୫।୧ : କରୋନା ଭାଇରସ ଦେଶରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି। ଏବେ ବିଗ୍‌ ବି ଅଭିତାଭ ବଚ୍ଚନଙ୍କ ଘର ଜଲ୍‌ସାରେ କରୋନା ପହଞ୍ଚିଛି। ବିଗ ବି’ଙ୍କର ଘରୋଇ କର୍ମଚାରୀଙ୍କ ମଧ୍ୟରୁ ଜଣେ କରୋନାରେ ଆକାନ୍ତ ହୋଇଛନ୍ତି। ତାଙ୍କର…

ସାଧାରଣ ଥଣ୍ଡା ଅବା କାଶକୁ ହେୟଜ୍ଞାନ କରନ୍ତୁ ନାହିଁ, ସମସ୍ତ ଅଙ୍ଗ ଅକାମୀ ହେବା ଆଶଙ୍କା, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା, ୫।୧ : ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ସୃଷ୍ଟି ହେବାରେ ଲାଗିଛି। ଓମିକ୍ରନ୍‌ ଭାରତ ସମେତ ପୃଥିବୀର ବହୁ ଦେଶରେ ରେକର୍ଡ ଭାଙ୍ଗିବାରେ ଲାଗିଛି। କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ୍‌ ଓମିକ୍ରନ ସଂକମ୍ରଣ ଯୋଗୁ…

ଶାଢି ଚିରିବା ପରେ ସେଦିନ ଏମିତି ରାଣ ଖାଇଥିଲେ ଦିଦି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜାନୁୟାରୀ ୧୯୫୫ରେ ପଶ୍ଚିମବଙ୍ଗର ରାଜଧାନୀ କଲିକତା (ବର୍ତ୍ତମାନ କୋଲକାତା)ର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମମତା ୧୫ ବର୍ଷ ବୟସରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ…

ପୁଲଓ୍ବାମାରେ ଏନ୍‌କାଉଣ୍ଟର, ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୫।୧ : ଜମ୍ମୁ-କଶ୍ମୀରର ପୁଲୱାମା ଜିଲାରେ ବୁଧବାର ସକାଳେ ମିଳିତ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ସମେତ ତିନିଜଣ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। କଶ୍ମୀର ଆଇଜି ବିଜୟ କୁମାର…

ଓମିକ୍ରନ୍‌ ତାଣ୍ଡବ ଆରମ୍ଭ, ଆକ୍ରାନ୍ତଙ୍କ ସଂଖ୍ୟା ୨,୧୩୫…

ନୂଆଦିଲ୍ଲୀ, ୫।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଗ୍ରାଫ୍‌ ଉପର ମୁହାଁ ହେବାରେ ହୋଇଛି। ଓମିକ୍ରନ୍‌ର ତାଣ୍ଡବ ଆରମ୍ଭ ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଦେଶର…

ଆଉନାହାନ୍ତି ସିନ୍ଧୁତାଇ

ପୁଣେ,୫।୧: ମହାରାଷ୍ଟ୍ରର ମଦର ଟେରେସା ନାମରେ ପ୍ରସିଦ୍ଧ ପଦ୍ମଶ୍ରୀ ସିନ୍ଧୁତାଇ ସପକାଲ ପୁଣେରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ ସେପ୍ଟିସେମିଆରେ ପୀଡିତ ହୋଇ ଗତ ଦେଢ ମାସ ହେବ ପୁଣେର ଗାଲାକ୍ସି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।…

ପୁଣି ବିପଦ ଘନେଇଲା, ୫୮ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ, ୫।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବା ସହ ବିପଦ ପୁଣି ଘନେଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୫୮ ହଜାର…

ବ୍ଲାକ୍‌ମେଲିଂ ଯୋଗୁ ଆତ୍ମହତ୍ୟା

ଦଶରଥପୁର,୫ା୧(ଡି.ଏନ୍‌.ଏ.):ଦଶରଥପୁର ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ସାମ୍‌ନାକୁ ଆସିବାରେ ଲାଗିଛି ା ସେମାନଙ୍କ ପ୍ରେମକୁ ଉଭୟ ପରିବାର ପକ୍ଷରୁ ସ୍ବୀକୃତି ମିଳି ନ ଥିଲା। ଅନ୍ୟ ଜଣେ ଯୁବକ ଏହି ପ୍ରେମୀଯୁଗଳଙ୍କୁ ବ୍ଲାକ୍‌ମେଲିଂ କରିବା ଯୋଗୁ ସେମାନେ ଆମତ୍ହତ୍ୟା ପନ୍ଥା ଆପଣେଇ…

ଫେଲ୍‌ ମାରିଛି କଂକ୍ରିଟ ଖଳା ଯୋଜନା

କେନ୍ଦ୍ରାପଡ଼ା ଅଫିସ, ୫।୧:କେନ୍ଦ୍ରାପଡ଼ା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରର ଚାଷୀ ଉପକୃତ ହୋଇପାରୁନାହାନ୍ତି। ସୂର୍ଯ୍ୟମୁଖୀ, ବାଦାମ ବିହନ ଯୋଗାଣର ଅନିୟମିତତା ପରେ ଏବେ କ୍ରଂକ୍ରିଟ ଖଳା ଯୋଜନା ନେଇ ଚାଷୀ…

ଇତିହାସ ରଚିଲେ ହରପ୍ରୀତ

ଲଣ୍ଡନ,୫ା୧: ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍‌ ଶିଖ୍‌ ହରପ୍ରୀତ ଚଣ୍ଡୀ ଇତିହାସ ରଚିଛନ୍ତି। ବ୍ରିଟେନ ସେନା ଅଧିକାରୀ ତଥା ଫିଜିଓଥେରାପିଷ୍ଟ ହରପ୍ରୀତ ପ୍ରଥମ ଅଶ୍ୱେତ ମହିଳା ଭାବେ ବିନା କାହାରି ସମର୍ଥନ ଓ ସହାୟତାରେ ଏକାକୀ ଦକ୍ଷିଣ ମେରୁରେ ଟ୍ରେକିଂ କରିଛନ୍ତି। ଆଣ୍ଟାର୍କଟିକାରେ…

ମୁମ୍ବାଇରେ ଅଟକ ଉତ୍ତରାଖଣ୍ଡ ମହିଳା

ବେଙ୍ଗାଲୁରୁ,୫ା୧: ବିବାଦୀୟ ‘ବୁଲ୍ଲି ବାଈ’ ମାମଲାରେ ମୁମ୍ବାଇ ପୋଲିସ ମଙ୍ଗଳବାର ବେଙ୍ଗାଲୁରୁର ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ (ଜଣେ ମହିଳା)ଙ୍କୁ ଅଟକ ରଖିଛି। ଗତବର୍ଷ ନିଷିଦ୍ଧ ଘୋଷିତ ‘ସୁଲ୍ଲି ଡିଲ୍ସ’ ଆପ୍‌ରେ ମହିଳାଙ୍କୁ ନିଲାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri