ସଲମାନଙ୍କ ଏହି ଅଭିନେତ୍ରୀ ଏବେ ୩ ପିଲାର ମା’, ଆଜି ବି କମିନି ଗ୍ଲାମର
ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ବିଜୟଲକ୍ଷ୍ମୀ, ଯିଏ କି ରମ୍ଭା ନାମରେ ବେଶ୍ ଜଣାଶୁଣା ସେ ୧୦୦ରୁ ଅଧିକ ଦକ୍ଷିଣ ଭାରତୀୟ ଏବଂ ବଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇ ପରିବାରକୁ ଅଧିକ ଧ୍ୟାନ ଦେଉଛନ୍ତି।…
ଡାଟା ସୁରକ୍ଷା ବିଧେୟକକୁ ମୌସୁମୀ ଅଧିବେଶନ ସୁଦ୍ଧା ମଞ୍ଜୁରୀ ମିଳିବାର ଆଶା…
ନୂଆଦିଲ୍ଲୀ,୨୭।୨ : ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଡାଟା ସୁରକ୍ଷା ବିଲ ଡ୍ରାଫ୍ଟ ଉପରେ ସମ୍ପୃକ୍ତ ପକ୍ଷଙ୍କ ସହ ବିସ୍ତୃତ ଆଲୋଚନା ହେଉଛି ଏବଂ ମୌସୁମୀ ଅଧିବେଶନ ସୁଦ୍ଧା ଏହାକୁ ସଂସଦୀୟ ମଞ୍ଜୁରୀ ମିଳିବାର ଆଶା ରହିଛି।…
ଆଲମିରା ତିଆରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା, ମିଳିଲା ରକ୍ତଭିଜା ଛୁରି
ବ୍ରହ୍ମପୁର ଅଫିସ,୨୭ା୨: ସଦର ଥାନା ଅଳକାପୁରୀରେ ରହୁଥିବା ବୃଦ୍ଧ ଦମ୍ପତ୍ତିଙ୍କ ଘରେ ସୁନା, ଗହଣା ଓ ଟଙ୍କା ରହିଥିବା ଅପରାଧୀ ଜଣକ ଜାଣିବାକୁ ପାଇଥିଲେ। ସେହି ଘରେ ବିଜୟ ଚନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ସୁରଜା ରହୁଥିବା ବେଳେ ଗତ…
ଦ୍ୱିତୀୟ ଦିନର ଗଣତି ସୁଦ୍ଧା ୫୦୦ ପାର୍ କଲାଣି ବିଜେଡି
ଭୁବନେଶ୍ୱର,୨୭ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ଦିନ ଭୋଟ୍ ଗଣତି। ତେବେ ଗତକାଲିର ଗଣତି ମଧ୍ୟ ଆଜି ଅପରାହ୍ନ ୧ଟା ସୁଦ୍ଧା ସରିନାହିଁ। ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍ରେ ଭୋଟ ଗଣତି ଆରମ୍ଭ କରାଯାଇଥିବା ବେଳେ…
ଆଲୋଚନା ପାଇଁ ପ୍ରସ୍ତାବ ଦେଲା ରୁଷିଆ, ମନା କଲା ୟୁକ୍ରେନ
କ୍ୱିଭ୍,୨୭।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ଏହି ଯୁଦ୍ଧର ଚତୁର୍ଥ ଦିନ। ରବିବାର ରୁଷିଆ ୟୁକ୍ରେନକୁ ଆଲୋଚନା ପ୍ରସ୍ତାବ ଦେଇଥିଲା, କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍। ରୁଷର ନ୍ୟୁଜ ଏଜେନ୍ସି ମୁତାବକ,…
ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ମିଳିଲା ଆଶ୍ୱସ୍ତି
କ୍ୱିଭ୍,୨୭।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ଆଜି ଚତୁର୍ଥ ଦିନ। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆଉ ଏକ ଆଶ୍ୱସ୍ତିକର ଖବର ଆସିଛି। ୟୁକ୍ରେନ ରେଳ ବିଭାଗ କ୍ୱିଭରୁ ଜରୁରୀକାଳୀନ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି।…
କେବଳ ସୁଇସାଇଡ୍ ନୋଟ୍ରେ ନାମ ଥିଲେ ଅଭିଯୁକ୍ତଙ୍କ ଦୋଷ ସାବ୍ୟସ୍ତ ହେବ ନାହିଁ…
ଚଣ୍ଡିଗଡ଼,୨୭।୨ : ସୁଇସାଇଡ୍ ନୋଟ୍ରେ ନାମ ଉଲ୍ଲେଖ କରିବା ଦ୍ୱାରା ଅଭିଯୁକ୍ତଙ୍କର ଦୋଷ ପ୍ରମାଣିତ ହୁଏ ନାହିଁ। ଅଭିଯୁକ୍ତଙ୍କ ସହ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଏବଂ ଏନେଇ ଉସୁକେଇ ଥିବାର ଘନିଷ୍ଠ ସମ୍ପର୍କ ରହିବା ଜରୁରୀ ବୋଲି ପଞ୍ଜାବ ଏବଂ ହରିୟାଣା…
୨ଟି ଆସନରେ ବିଜେଡିର ବାଜିମାତ୍
ବରଗଡ଼ ଅଫିସ,୨୭ା୨: ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଶନିବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ତେବେ ଗଣତି ସରିବା ପରେ ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ୨ ଜିଲା ପରିଷଦ ଜୋନ୍ରେ ବିଜେଡି ପ୍ରାର୍ଥି…
ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍…
ପୋଙ୍ଗୟାଙ୍ଗ,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ରବିବାର ସମୁଦ୍ରରେ ଏକ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା…
ସ୍ମୃତିଙ୍କ ମୁଣ୍ଡରେ ବାଜିଲା ବଲ୍, ଛାଡିଲେ ପଡିଆ
ଓଭାଲ,୨୭।୨: ଆଇସିସି ମହିଳା ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହା ପୂର୍ବରୁ ଭାରତୀୟ ଦଳକୁ ଝଟ୍କା ଲାଗିଛି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମ ଅପ ମ୍ୟାଚରେ ଭାରତର ଅଭିଜ୍ଞ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନାଙ୍କ ମୁଣ୍ଡରେ…
କୈଫ୍ଙ୍କ ଚେତାବନୀ: ରୋହିତଙ୍କ ସହ ହାତ ମିଳାଇବା ବେଳେ ରୁହନ୍ତୁ ସାବଧାନ
ଧର୍ମଶାଳା,୨୭।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ବିଜୟ ରଥରେ ଚଢିଛି। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ସିରିଜରେ…
୧୫ ନଂ ଜୋନ୍ରେ ଚାଲିଛି ଗଣତି
ଗଞ୍ଜାମ,୨୭ା୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ୧୫ ନମ୍ବର ଜୋନ୍ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତି ଜାରି ରହିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଏଥିପାଇଁ ବିଡିଓ ବିଶ୍ୱଜିତ ରାୟ, ତହସିଲଦାର ଅରୁଣ ନାୟକ ପ୍ରମୁଖ ସ୍ଥିତି ସମୀକ୍ଷା କରୁଛନ୍ତି।…
Archives


