Home

ପେଟ୍ରୋଲ-ଡିଜେଲ ଦାମ୍‌ କାହିଁକି ବଢୁଛି ୮୦ ପଇସା, ୧୫ ଦିନରେ ବଢ଼ିଲାଣି ୯ ଟଙ୍କା ୨୦…

ନୂଆଦିଲ୍ଲୀ, ୫।୪ : ଭାରତରେ ପେଟ୍ରୋଲ-ଡିଜେଲ ଦାମ୍‌ ମାର୍ଚ୍ଚ ୨୨ଠାରୁ ଏପ୍ରିଲ୍‌ ୫ ମଧ୍ୟରେ ଗତ ୧୫ ଦିନ ମଧ୍ୟରେ ୧୩ ଥର ଦାମ୍‌ ବୃଦ୍ଧି ପାଇ ମୋଟ ୯ ଟଙ୍କା ୨୦ ପଇସା ବଢ଼ିଛି। ଏହି ସମୟ ମଧ୍ୟରେ ସର୍ବାଧିକ…

ପାକିସ୍ତାନ ସଙ୍କଟରେ ରୁଷିଆର ଏଣ୍ଟ୍ରି, ଇମ୍ରାନ୍‌ଙ୍କ ମସ୍କୋ ଯାତ୍ରା ପାଇଁ ଦଣ୍ଡ ଦେଉଛି ଆମେରିକା !…

ଇସଲାମାବାଦ୍‌, ୫।୪ : ପାକିସ୍ତାନରେ ରାଜନୈତିକ ସଙ୍କଟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ପାକିସ୍ତାନ ବିଶେଷଜ୍ଞମାନେ ମଧ୍ୟ ଏନେଇ ବହୁ ଚିନ୍ତିତ। ଆଗାମୀ କିଛି ଦିନ ମଧ୍ୟରେ ପାକିସ୍ତାନରେ କଣ ଘଟିବ ତାହା କେହି ଜାଣି ନାହାଁନ୍ତି। ଇମ୍ରାନ ଖାନ କ୍ଷମତାରେ…

୨୨ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ପ୍ରତିବନ୍ଧକ…

ନୂଆଦିଲ୍ଲୀ, ୫।୪ : ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୨ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନିର୍ଦ୍ଦେଶ ମିଳିବା ପରେ ତତ୍କାଳ ଏସବୁ ଚ୍ୟାନେଳଗୁଡ଼ିକୁ ବ୍ଲକ୍‌ କରି ଦିଆଯାଇଛି। ସେଥିମଧ୍ୟରେ ୪ ପାକିସ୍ତାନୀ ୟୁଟ୍ୟୁବ୍‌ ଚ୍ୟାନେଲ ରହିଛି।…

୩୦ ରୁଷୀୟ ରାଜନେତାଙ୍କୁ ଦେଶରୁ ବାହାର କଲା ଇଟାଲୀ …

ରୋମ୍‌/ମସ୍କୋ, ୫।୪ : ସୁରକ୍ଷା ଦୃଷ୍ଟିରୁ ଇଟାଲୀ ୩୦ ଜଣ ରୁଷୀୟ ରାଜନେତାଙ୍କୁ ଦେଶରୁ ବାହାର କରିଛି। ୟୁକେନ୍‌ ଉପରେ ରୁଷିଆ ଆକ୍ରମଣ ପରେ କେତେକ ପାଶ୍ଚାତ୍ୟ ଦେଶ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଏବେ ଇଟାଲୀ ମଧ୍ୟ…

ଆଶିଷଙ୍କ ଜାମିନ ମାମଲା, ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୪ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଜାମିନ ନେଇ ସୁପ୍ରିମ୍‌କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ତାଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟର ସ୍ବତନ୍ତ୍ର ଖଣ୍ଡପୀଠ ମଙ୍ଗଳବାର ଏଭଳି କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି…

ହିନ୍ଦୁ ଉତ୍ତରାଧିକାରୀ ଆଇନରେ ପାତରଅନ୍ତର ନେଇ ସରକାରଙ୍କୁ ଚେତାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୪ : ଦେଶରେ ମହିଳାମାନଙ୍କ ପ୍ରତି ଭେଦଭାବ କରୁଥିବା ହିନ୍ଦୁ ଉତ୍ତରାଧିକାର ଆଇନର ଧାରାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ଉତ୍ତର ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଉ ଚାରି ସପ୍ତାହ ସମୟ ଦେଇଛନ୍ତି। ସୁପ୍ରିମକୋର୍ଟ ଚେତାବନୀ…

ପୋଲାଣ୍ଡରେ ୨.୫ ନିୟୁତ ଶରଣାର୍ଥୀ, ବୁଚା ପରେ ଏବେ ସୁମିରେ ସମାନ ସ୍ଥିତି…

କ୍ୱିଭ୍‌, ୫।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗତ ୪୧ ଦିନ ଧରି ଯୁଦ୍ଧ ଜାରି ରହିଛି। ଅପରପକ୍ଷରେ, କ୍ୱିଭ୍‌ର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡର ଫଟୋ ଏବେ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି। ବୁଚାରେ ୪୦୦ରୁ ଅଧିକ ମୃତଦେହ…

ସଂଘାଇରେ କରୋନା ପ୍ରକୋପ

ବେଜିଂ,୫।୪: ଦିନକୁ ଦିନ ଚାଇନାରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ, ନା ରୋଗୀଙ୍କ ପାଇଁ ହସ୍ପିଟାଲରେ ଶଯ୍ୟା ଅଛି…

ଭାଜପା ଏମ୍‌ପିଙ୍କ ମୁଣ୍ଡରେ ସ୍ବତନ୍ତ୍ର ଟୋପି

ନୂଆଦିଲ୍ଲୀ,୫।୪: ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ମଙ୍ଗଳବାର ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବହୁ ଭାଜପା ଏମ୍‌ପି ମୁଣ୍ଡରେ ସାଫ୍ରନ ରଙ୍ଗର ଏକ ଟୋପି ପିନ୍ଧିଥିବାର ନଜର ଆସିଥିଲେ। ଟୋପି, ଏକ କିଟ ଏବଂ…

ଉପକାରୀ ଅଦା

ମହିଳାମାନେ ସାଧାରଣତଃ ଘରୋଇ ଉପଚାରକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଯଦି ଆପଣ ବି ଏପରି କରୁଥାନ୍ତି ତେବେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଭରିରହିଥିବା ଅଦାକୁ ନେଇ କିପରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର କରିପାରିବେ ଜାଣିରଖନ୍ତୁ ଟିପ୍ସ… ପ୍ରତିଦିନ ଖାଦ୍ୟ…

ଦୂରାନ୍ତୁ ଆଖି ତଳ କଳା…

ଆଖି ମଣିଷର ସୁନ୍ଦରତା ବଢ଼ାଇଥାଏ। ହେଲେ ବିଭିନ୍ନ କାରଣରୁ ଆଖି ତଳ କଳା ପଡ଼ିଥାଏ। ଯାହାକୁ ଦୂରକରିବା ପାଇଁ ଅନେକେ ବିଭିନ୍ନ କ୍ରିମ୍‌, ମେଡିସିନ୍‌ ଆଦି ବ୍ୟବହାର କରିଥାନ୍ତି। ହେଲେ ଆପଣ ଚାହିଁଲେ ବିଭିନ୍ନ ଘରୋଇ ଉପଚାର କରି ଏହି ସମସ୍ୟାରୁ…

ବ୍ୟବହାର ଦିଏ ପରିଚୟ

ଉତ୍ତମ ବ୍ୟବହାର ଏବଂ କାର୍ଯ୍ୟକଳାପ ହିଁ ମଣିଷର ପରିଚୟ। କାରଣ ଏହାହିଁ ଅନ୍ୟମାନଙ୍କର ହୃଦୟ ଜିଣି ସଭିଙ୍କ ପ୍ରିୟପାତ୍ର କରାଇବାରେ ସାହାଯ୍ୟ କରିଥାଏ। ହେଲେ ବେଳେ ବେଳେ ବହୁ ଭଲ ଗୁଣ ଥିଲେ ସୁଦ୍ଧା ଅନେକଙ୍କୁ ପ୍ରିୟଭାଜନ ହେବାରୁ ବଞ୍ଚତ୍ତ କରିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?