ସିନ୍ଧୁ ଜଳ କମିଶନ ବୈଠକ, ପାକିସ୍ତାନରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ…
ନୂଆଦିଲ୍ଲୀ,୧।୩ : ସିନ୍ଧୁ ଜଳ କମିଶନର ବାର୍ଷିକ ବୈଠକ, ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଇସଲାମାବାଦ୍ରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ ମଙ୍ଗଳବାର ଇସଲାମାବାଦ୍ରେ ପହଞ୍ଚିଛନ୍ତି। ଭାରତୀୟ ପ୍ରତିନିଧିମାନେ ଅଟାରୀ ସୀମାରୁ ପାକିସ୍ତାନରେ…
କହୁଣି ଦିଶିବ ସୁନ୍ଦର
କହୁଣି ଅଧିକ କଳା ଏବଂ ରୁକ୍ଷ ହେଲେ ହାତର ସୌନ୍ଦର୍ଯ୍ୟ କମି ଯାଇଥାଏ। ତେଣୁ କହୁଣିର କଳାପଣକୁ ଦୂର କରିବା ପାଇଁ ଜାଣିରଖନ୍ତୁ କିଛି ଘରୋଇ ଟିପ୍ସ… କହୁଣିର କଳାଦାଗ ଦୂର କରିବା ପାଇଁ ଲେମ୍ବୁକୁ ଦୁଇଫାଳ କରି ଉଭୟପଟରେ ଘଷନ୍ତୁ।…
ବଢ଼ାନ୍ତୁ ପିଲାଙ୍କ ଉଚ୍ଚତା
ପିଲାଙ୍କ ଖାଦ୍ୟରେ ଠିକ୍ ମାତ୍ରାରେ ପୋଷଣ ନ ରହିଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ଶାରୀରିକ ବିକାଶ ମଧ୍ୟ ହୋଇ ପାରି ନ ଥାଏ। ତେଣୁ କେଉଁଭଳି ଖାଦ୍ୟ ଖାଇଲେ ପିଲାଙ୍କର ଉଚ୍ଚତା ବୃଦ୍ଧି ପାଇବ ଜାଣି ରଖନ୍ତୁ……
ନରସଂହାର, ୟୁକ୍ରେନ୍ରେ ପଡ଼ିଛି ଭାକ୍ୟୁମ୍ ବୋମା, ଅକ୍ସିଜେନ୍ ନେଇଛି ଶୋଷି !…
କ୍ୱିଭ୍,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ, କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନ ଯୁଦ୍ଧରେ ରୁଷିଆ ଭାକ୍ୟୁମ୍ ବୋମା ବ୍ୟବହାର କରିଛି। ଏହି ମହାବିନାଶକ ବୋମା ଯୋଗୁଁ ବହୁ ଲୋକଙ୍କ ଜୀବନ ସଙ୍କଟରେ…
ରୁଷିଆକୁ ପୁଣି ଝଟ୍କା, ମାଷ୍ଟରକାର୍ଡ ପକ୍ଷରୁ ବଡ ପଦକ୍ଷେପ…
କ୍ୱିଭ୍,୧।୩ : ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ମାଷ୍ଟରକାର୍ଡ ପକ୍ଷରୁ ମଧ୍ୟ ଏକ ବଡ ପଦକ୍ଷେପ ନେଇଛି। ୟୁକ୍ରେନ ଉପରେ ଆକ୍ରମଣ ଷଷ୍ଠ ଦିନରେ ଦ୍ୱିତୀୟ ବୃହତ୍ତମ ସହର ଖାଓର୍ବିଓ୍ବରେ ବିସ୍ଫୋରଣ ହୋଇଛି। ରୁଷିଆ ଉପରେ ଲାଗିଥିବା କଟକଣାକୁ ଦୃଷ୍ଟିରେ…
ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧର ୬ଷ୍ଠ ଦିନରେ ବି ଭୟଙ୍କର ଗୁଳିଗୋଳା ଜାରି ରହିଛି। ଇତିମଧ୍ୟରେ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖାର୍କ୍ୱିଭରେ ରୁଷିଆ ପକ୍ଷରୁ ହୋଇଥିବା ଗୁଳିବିନିମୟରେ ମଙ୍ଗଳବାର ସକାଳେ ଜଣେ ଭାରତୀୟ…
ଚାଇନାର ଚିନ୍ତା ବଢ଼ିଲା, ବିବାହ ପାଇଁ ଅମଙ୍ଗ ଯୁବବର୍ଗ…
ବେଜିଂ,୧।୩ : ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଯୁବବର୍ଗ ଏବେ ବିବାହ କରିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ମାନବ ସମ୍ବଳ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ବିବାହ ପଞ୍ଜିକରଣ ସଂଖ୍ୟାରେ ହ୍ରାସ ହେବା ସହିତ ଜନ୍ମ ହାର କମିବାରେ…
ରୁଷିଆ ପରେ ଏବେ ବେଲାରୁସ୍ କଲା ଯୁଦ୍ଧ ଘୋଷଣା
ମିନସ୍କ,୧।୩: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ରୁଷିଆ ପରେ ଏବେ ବେଲାରୁଷ ମଧ୍ୟ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ଘୋଷଣା କରିଛି। ଇତିମଧ୍ୟରେ ଖୁନିକି ଉପରେ ଏକ ଯୁଦ୍ଧ ବିମାନ ଉଡ଼ୁଥିବା…
କାନ୍ଦି କାନ୍ଦି ଭିଟାମାଟି ଛାଡୁଛନ୍ତି ଲୋକେ…
କ୍ୱିଭ୍, ୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ଆକ୍ରମଣରେ ଜୀବନ ବିକଳରେ ଲୋକେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଇତିମଧ୍ୟରେ ୫ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ୟୁକ୍ରେନ୍ରୁ ପଡ଼ୋଶୀ ଦେଶ ସୀମାରେ…
ଶ୍ରୀସାନ୍ତ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୧।୩: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳୀ ଏସ୍.ଶ୍ରୀସାନ୍ତ ନିକଟରେ କ୍ରିକେଟ ମଇଦାନକୁ ଓହ୍ଲାଇଛନ୍ତି। ରଣଜୀ ଟ୍ରଫିରେ ଖେଳିଥିବା ଶ୍ରୀସାନ୍ତଙ୍କ ପାଇଁ ଏହି ପ୍ରତ୍ୟାବର୍ତ୍ତନ ଭଲ ବୋଲି ପ୍ରମାଣିତ ହୋଇନାହିଁ। କାରଣ ନିକଟରେ ଶ୍ରୀସାନ୍ତ ଅଭ୍ୟାସ କରୁଥିବା ସମୟରେ ଗୁରୁତର ଆହତ ହୋଇଥିଲେ।…
ଘରୋଇ ହସ୍ପିଟାଲରେ ରୁଷିଆର ଏୟାର ଷ୍ଟାଇକ୍
କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ୬ଷ୍ଠ ଦିନ। ୟୁକ୍ରେନ ଉପରେ ରୁଷିଆ ସୈନ୍ୟମାନେ ଲଗାତର ଭାବେ ଆକ୍ରମଣ ଜାରି ରଖିବା ସହ ବଡ଼ ବଡ଼ ବିଲ୍ଡିଂ ଉପରକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରୁଛନ୍ତି। ଇତିମଧ୍ୟରେ ମଙ୍ଗଳବାର ରାଜଧାନୀ…
ଫିଫା ୨୦୨୨ ବିଶ୍ୱକପରୁ ରୁଷିଆ ବାସନ୍ଦ
ମସ୍କୋ,୧।୩: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି। ଏବେ ରୁଷିଆକୁ ଆଉ ଏକ ଝଟ୍କା ଲାଗିଛି। ରୁଷିଆ ବିରୋଧରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଫିଫା ଏବଂ ୟୁଏଫ ମଧ୍ୟ ବଡ ପଦକ୍ଷେପ ନେଇଛି ।…
Archives


