Home

ଲୁଡୁ ଖେଳୁ ଖେଳୁ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡିଲେ ବିବାହିତ ମହିଳା: ଆଉ ତା’ପରେ

ଅମୃତସର,୬।୧: ଆଜିକାଲି ମୋବାଇଲ ଗେମ୍‌ ଏତେ ନିଶା ହୋଇଛି, ଯୁବପିଡି ଖାଇବାପିଇବା ଭୁଲି ଯାଉଛନ୍ତି। ମୋବାଇଲ ଗେମ୍‌ ଯୁବପିଢ଼ିଙ୍କ ମନକୁ ବେଶ୍‌ ପ୍ରଭାବିତ କରିବା ମଧ୍ୟ ଦେଖାଯାଉଛି। ଅମୃତସରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଅମୃତସରର ଜାଲିଆନୱାଲା ବାଗ ନିକଟରେ…

‘ଆରେଞ୍ଜ ମ୍ୟାରେଜ୍‌ରୁ ରକ୍ଷା କର’ ଲେଖି ସହର ସାରା ବିଜ୍ଞାପନ ମାରିଲେ ଏହି ବ୍ୟକ୍ତି; ପୁରା ଘଟଣା ଜାଣିଲେ…

ଦୁନିଆର ପ୍ରତିଟି ବ୍ୟକ୍ତି ଭଲ ଜୀବନସାଥୀଟିଏ ଚାହାଁନ୍ତି। ଅନେକ ଏଥିରେ ସଫଳ ହେଉଥିଲେ ହେଁ କେତେକ ନିରାଶ ହୋଇଥାନ୍ତି। ସେମାନେ ସାରାଜୀବନ ପ୍ରକୃତ ସାଥୀଟିଏ ପାଇପାରିବେ ନାହିଁ ବୋଲି ଭାବିଥାନ୍ତି। ପୂର୍ବରୁ ବିବାହକୁ ନେଇ ମଧ୍ୟସ୍ଥି, ବାୟୋଡାଟା, ମାଟ୍ରିମୋନି ଆଦି ଅନେକ…

ଓମିକ୍ରନ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ଡୁଙ୍ଗୁରିପାଲିରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌

ବଲାଙ୍ଗୀର ଅଫିସ,୬ା୧: ରାଜ୍ୟର ପ୍ରଥମ ଓମିକ୍ରନ ମୃତ୍ୟୁ ମାମଲା ବଲାଙ୍ଗୀର ଜିଲାର ବୋଲି ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି। ଗତ…

ବବି ଡାର୍ଲିଂ ଏବେ ପାଖି ଶର୍ମା; କହିଲେ- ମୁଁ ଜଣେ ମହିଳା

ବମ୍ବେ: ବଡ଼ ପରଦା ହେଉ ଅବା ଛୋଟ ପରଦା, ବବି ଡାର୍ଲିଂ ଏକ ପରିଚିତ ନାମ। ଏକ ସମୟରେ ସେ ବିଭିନ୍ନ ଚଳଚ୍ଚିତ୍ରରେ ନଜର ଆସୁଥିଲେ। ହେଲେ ଏବେ ସେ ଲାଇମ୍‌ଲାଇଟ୍‌ରୁ ଦୂରରେ। ଯଦି ବି ସୁଯୋଗ ମିଳେ ସେ ଆଉ…

କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତରଙ୍କ ସମେତ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ମ୍ୟାନେଜର ଜଣେ ଫାର୍ମାସିଷ୍ଟ ଅଛନ୍ତି। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା…

ବିବାହ ପରେ ଫଟୋ ପାଇଁ ପୋଜ୍‌ ଦେଉଥିବାବେଳେ ଘଟିଲା ଏମିତି

ଆଜିକାଲି ବିବାହରେ ଫଟୋଶୁଟ୍‌ ଏକ ଅଭିଚ୍ଛେଦ୍ୟ ଟ୍ରେଣ୍ଡ ହୋଇଗଲାଣି। ଏବେ ବିବାହ ପୂର୍ବରୁ ମଧ୍ୟ ଯୁବକ-ଯୁବତୀ ଫଟୋଶୁଟ୍‌ କରୁଥିବାର ଦେଖାଯାଏ। ଏହି ଫଟୋଶୁଟଗୁଡ଼ିକ ଦମ୍ପତିଙ୍କ ସମ୍ପର୍କର ସବୁଠାରୁ ସ୍ମରଣୀୟ ମୂହୁର୍ତ୍ତ ହୋଇଥାଏ। ନିକଟରେ ବିବାହ ଫଟୋଶୁଟ୍‌ରେ ଏକ ମଜାଳିଆ ଘଟଣା ଦେଖିବାକୁ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଭାଜପା କର୍ମୀଙ୍କ ଭଙ୍ଗାରୁଜା

ଭଦ୍ରକ ଅଫିସ,୬ା୧: ଓବିସିମାନଙ୍କ ପାଇଁ ସିଟ୍‌ ସଂରକ୍ଷଣ, ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ତାଲିକାରେ ବ୍ୟାପକ ବେଆଇନ କାର୍ଯ୍ୟ କରାଯାଇଥିବା ଦାବିରେ ଭଦ୍ରକ ଭାଜପା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି।…

ପୁଣି ଥରେ ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ପୁଣି ଥରେ ଏକ ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଗୁରୁବାର ସମସ୍ତ ସୀମା ଭାଙ୍ଗି ସେ ଇନ୍‌ଷ୍ଟାଗ୍ରାମରେ ଏପରି ଫଟୋ ଶେୟାର କରିଛନ୍ତି। ଯଦିଓ ଏହା ପ୍ରଥମ ଘଟଣା ନୁହେଁ, ଦିଶା ପୂର୍ବରୁ ବହୁବାର…

ବର୍ଷା ଯୋଗୁ ଚତୁର୍ଥ ଦିନ ଖେଳ ଆରମ୍ଭରେ ବିଳମ୍ବ

ଜୋହାନ୍ସବର୍ଗ,୬।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନର ଖେଳ ଗୁରୁବାର ବିଳମ୍ବରେ ଆରମ୍ଭ ହେବ। ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ହାଲୁକା ବର୍ଷା ଯୋଗୁ କଭରଗୁଡ଼ିକ ପଡିଆରେ ଆଚ୍ଛାଦିତ ହୋଇଛି। ସ୍ଥାନୀୟ ଓ୍ବାଣ୍ଡରର୍ସ ଗ୍ରାଉଣ୍ଡରେ…

ଏୟାର ଇଣ୍ଡିଆ ବିମାନରେ କରୋନା ବିସ୍ଫୋରଣ, ୧୦୦ ଯାତ୍ରୀ ପଜିଟିଭ୍‌…

ଚଣ୍ଡିଗଡ଼, ୬।୧ : ଏୟାର ଇଣ୍ଡିଆ ବିମାନରେ କରୋନା ବିସ୍ଫୋରଣ ଘଟିଛି। ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାଞ୍ଚ୍‌ କରାଯାଇଥିବା ୧୮୨ ଯାତ୍ରୀଙ୍କ ନମୁନା ମଧ୍ୟରୁ ୧୦୦ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସମ୍ପୃକ୍ତ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।…

ରାଜନୈତିକ ଫାଇଦା ପାଇଁ କେନ୍ଦ୍ର-ରାଜ୍ୟ ସରକାର ଜାଣିଶୁଣି କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳା…

ନୂଆଦିଲ୍ଲୀ, ୬।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ଯାଇଥିବା ସୁରକ୍ଷା ଅବହେଳା ସମ୍ପର୍କରେ ଭାରତୀୟ ଚାଷୀ ସଂଘର ମୁଖପାତ୍ର ରାକେଶ ଟିକାଏତ୍‌ଙ୍କ ବଡ ବିବୃତ୍ତି ଏବେ ସାମ୍ନାକୁ ଆସିଛି। ଏବିପି ନ୍ୟୁଜ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ…

ସୁରକ୍ଷାରେ ଅବହେଳା, ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୬।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ହୋଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳାକୁ ନେଇ ଉଦ୍‌ବେଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri