Home

ସାଟେଲାଇଟ୍‌ ହ୍ୟାକିଂ ପରେ ସାଇବର ଯୁଦ୍ଧର ଧମକ ଦେଲା ରୁଷିଆ…

ମସ୍କୋ,୩।୩ : ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଦେଶର ଉପଗ୍ରହକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ହ୍ୟାକରମାନଙ୍କୁ ଚେତାବନୀ ଦେଇଛି । ସେମାନଙ୍କ କାର୍ଯ୍ୟକୁ ଯୁଦ୍ଧ ଘୋଷଣା ଭାବେ ବ୍ୟାଖ୍ୟା କରାଯାଇପାରେ ବୋଲି ଏଜେନ୍ସି କହିଛି। ଯାହା ଯୁଦ୍ଧ ପାଇଁ ଯଥାର୍ଥ…

୬୦ ବର୍ଷ ତଳର କଥା ମନେ ପକାଉଛି ଆମେରିକା…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌,୩।୩ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ଆମେରିକା ୬୦ ବର୍ଷ ତଳେ ୧୯୬୨ରେ ହୋଇଥିବା କ୍ୟୁବା ଯୁଦ୍ଧ ମନେ ପକାଇଛି। ସେତେବେଳେ ସୋଭିଏତ୍‌ ୟୁନିଅନ କ୍ୟୁବା ଉପରେ ଆକ୍ରମଣ କରିଥିଲା। କୁବ୍ୟ ଆକ୍ରମଣ ଭଳି ରୁଷିଆ କିଛି ମାସ ପୂର୍ବରୁ ୟୁକ୍ରେନ…

ଯୁବତୀଙ୍କୁ ଏମିତି ଗୋଡ଼ାଇଲା କୁକୁଡ଼ା, ଦେଖିଲେ…

କୁକୁଡ଼ା ସମ୍ପର୍କରେ ଅନେକ କଥା ଶୁଣିଥିବେ। ଏମାନେ ଅତ୍ୟନ୍ତ ନିରୀହ ପ୍ରାଣୀ। ବିଶେଷକରି ଲୋକମାନଙ୍କର ଆହାରରେ ଲାଗିଥାନ୍ତି। ମାତ୍ର ବେଳେବେଳେ କୁକୁଡ଼ା ଯେ, କେତେ ଆକ୍ରମଣାତ୍ମକ ହୋଇପାରେ ତାହା ହୁଏ ତ ଦେଖି ନ ଥିବେ। ନିକଟରେ ସୋସିଆଲ ମିଡିଆରେ ଏମିତି…

ପଳାତକ ରାଷ୍ଟ୍ରପତିଙ୍କୁ ୟୁକ୍ରେନ୍‌ର ଦାୟିତ୍ୱ ଦେବାକୁ ଚାହୁଁଛନ୍ତି ପୁଟିନ୍‌…

ମସ୍କୋ/କ୍ୱିଭ୍‌,୩।୩ : ୟୁକ୍ରେନ୍‌ ବିଜୟ ପରେ ଏହାର ଦାୟିତ୍ୱ ପଳାତକ ପୂର୍ବତନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଓ୍ବିଚ୍‌ଙ୍କୁ ପ୍ରଦାନ କରିବାକୁ ରୁଷ୍ରିା ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଚିନ୍ତା କରୁଛନ୍ତି। ଭିକ୍ଟର ବର୍ତ୍ତମାନ ମିନସ୍କରେ ଅଛନ୍ତି ଏବଂ କ୍ରେମଲିନ ତାଙ୍କୁ ଏକ ସ୍ବତନ୍ତ୍ର ଅପରେଶନ…

୭ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୭ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୬ ହଜାର ୫୬୧…

ପୁଟିନ୍‌ଙ୍କ ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲେ ରୁଷିଆ ବ୍ୟବସାୟୀ…

ମସ୍କୋ,୩।୩ : ୟୁକ୍ରେନ ଉପରେ ଆକ୍ରମଣ ନେଇ ଜଣେ ରୁଷିଆ ବ୍ୟବସାୟୀ ଏତେ ରାଗିଛନ୍ତି ଯେ ସେ ନିଜ ଦେଶର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ଗିରଫ କିମ୍ବା ହତ୍ୟା କରିବା ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ପ୍ରଦାନ କରିବାକୁ ଘୋଷଣା…

୨୪ ଘଣ୍ଟାରେ ୧୩୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୮ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ କ୍ୱାରାଣ୍ଟାଇନ୍‌ରୁ ୭୮ଜଣ ଥିବା ବେଳେ ୬୦ ଲୋକାଲ କେସ୍‌ ରହିଛି। ସେହିଭଳି ୩୩ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ନେଇ ଗୁରୁବାର ରାଜ୍ୟ ସୂଚନା ଓ…

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆରମ୍ଭ ହେଲା ‘କ୍ୟାଟ ୱାର’

ମସ୍କୋ,୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ଏହାରି ଭିତରେ ରୁଷିଆର ଆକ୍ରମଣକୁ ଦେଖି ବିଶ୍ୱର ଅଧିକାଂଶ ଦେଶ ରୁଷିଆ ଉପରେ କିଛି ନା କିଛି ପ୍ରତିବନ୍ଧକ ଲଗାଇଛନ୍ତି । ଆର୍ଥିକ, କ୍ରିଡା, ବ୍ୟବସାୟ ସମ୍ବନ୍ଧୀୟ ଅନେକ ପ୍ରତିବନ୍ଧକ…

ବେଲାରୁସର ଦାବି, ୧୦୦ ଭାରତୀୟ ଛାତ୍ରଙ୍କୁ ପିଟିଛନ୍ତି ପୋଲାଣ୍ଡ ସୀମା ସୁରକ୍ଷାବଳ

ମିନ୍‌ସ୍କ,୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନେ ଜୀବନ ବଞ୍ଚାଇବାକୁ ଏହାର ପଡୋଶୀ ଦେଶ ଅଭିମୁଖେ ଚାଲି ଆସୁଛନ୍ତି । ଏବେ ଏହାକୁ ନେଇ ବେଲାରୁସ ଏକ ଚମକାଇବା ଭଳି ଖବର ଦେଇଛି । ବୁଧବାର ବେଲାରୁସ…

ଆଜି ଏଇଠି ତ କାଲି ସେଇଠି

ଯାଜପୁର ଅଫିସ,୩।୩: ଯାଜପୁର ଜିଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଫର୍ନେସ ଅଏଲ, ପେଟ୍ରୋଲ, ଡିଜେଲ ଆଦି ତୈଳ ସାମଗ୍ରୀର ଅପମିଶ୍ରଣ ଡିପୋ ହୋଇଛି। ଏହି ରାଜପଥ ସହ ସମ୍ପୃକ୍ତ ଥିବା ଯାଜପୁର, କେନ୍ଦ୍ରାପଡ଼ା ଓ…

କେବେ ଆକ୍ରମଣ ହେବ ସ୍ଥିର କରିଥିଲେ ରୁଷିଆ-ଚାଇନା, ଆମେରିକାର ଅଭିଯୋଗ…

ଓ୍ବାଶିଂଟନ/ମସ୍କୋ/ବେଜିଂ,୩।୩ : ୟୁକ୍ରେନ୍‌ ଉପରେ କେବେ ଆକ୍ରମଣ କରାଯିବ ତାହା ଚାଇନା ଏବଂ ରୁଷିଆ ପୂର୍ବରୁ ସ୍ଥିର କରିଥିବା ଆମେରିକା ପକ୍ଷରୁ ଅଭିଯୋଗ ହୋଇଛି। ଚାଇନାରେ ଶୀତକାଳୀନ ଅଲିମ୍ପିକ୍ସ୍‌ ପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଆମେରିକା ଗୁପ୍ତଚର…

ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିଛି ୟୁକ୍ରେନ୍‌, ରୁଷିଆ ଆଣିଲା ଅଭିଯୋଗ…

ମସ୍କୋ/କ୍ୱିଭ୍‌,୩।୩ : ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ୍‌ ବନ୍ଧକ ରଖିଛି। ଏଭଳି ଅଭିଯୋଗ ରୁଷିଆ କରିଛି। ତେବେ ଏହାକୁ ଆମେରିକା ପକ୍ଷରୁ ଖଣ୍ଡନ କରାଯାଇଛି।ଯୁଦ୍ଧ ସମୟରେ ଏହା ରୁଷିଆର ଏକ ପ୍ରକାର ମିଥ୍ୟା ପ୍ରଚାର ବୋଲି ଆମେରିକା କହିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri