Home

ହାତୀ କରିଡରରେ ଖଣି ଅନୁମତି ପୂର୍ବରୁ ବନ୍ୟପ୍ରାଣୀ ଯୋଜନା କାର୍ଯ୍ୟକାରୀ କର

ନୂଆଦିଲ୍ଲୀ,୩।୩(ପି.ଟି.): ସିମିଳିପାଳ-ହଦଗଡ଼-କୁଲଡିହା ହାତୀ କରିଡରର ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଖଣି ଖନନ ଲାଗି ଅନୁମତି ଦେବା ପୂର୍ବରୁ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ବୁଧବାର ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ଧାରା…

ଅପରେଶନ ଗଙ୍ଗାରେ ଭାରତୀୟ ବାୟୁସେନାର ସି-୧୭ ବିମାନ, ସ୍ୱଦେଶ ଫେରିଲେ ୨୦୦ରୁ ଊର୍ଦ୍ଧ୍ୱ ଭାରତୀୟ

ନୂଆଦିଲ୍ଲୀ,୩ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ଦୁଇ ଦେଶର ସେନା ମୁହାଁମୁହିଁ ହେଉଥିବା ବେଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅପରେଶନ ଗଙ୍ଗାକୁ ଲଗାତାର ଜାରି ରଖାଯାଇଛି…

ସିଡ୍‌ନୀରେ ବିଚିତ୍ର ପ୍ରାଣୀ

ସିଡ୍‌ନୀ,୩।୩: ଅଷ୍ଟ୍ରେଲିଆର ସିଡ୍‌ନୀ ସହର ରାସ୍ତାରୁ ଏକ ବିଚିତ୍ର ପ୍ରାଣୀ ମିଳିଛି, ଯାହା ଜୀବବିଜ୍ଞାନୀ, ଶିକ୍ଷାବିତ୍‌ ଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବିସ୍ମିତ କରିଛି। ହାରି ହାୟେସ୍‌ ନାମକ ବାଳକ ଗତ ସୋମବାର ସକାଳେ ଜଗିଂ କରିବାକୁ ଯାଇଥିବାବେଳେ ରାସ୍ତାରେ ଉକ୍ତ…

ଆଣବିକ ଯୁଦ୍ଧ ଧମକ ଦେଲା ରୁଷିଆ

କ୍ୱିଭ୍‌/ମସ୍କୋ,୩ା୩: ୟୁକ୍ରେନ୍‌ ଆକ୍ରମଣକୁ ସପ୍ତାହେ ବିତିଥିଲେ ହେଁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ନିର୍ବାଚିତ ସରକାରକୁ ରୁଷିଆ ହଟାଇପାରି ନାହିଁ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଶକ୍ତିଶାଳୀ ସେନା ସ୍ଥାନୀୟ ଲୋକଙ୍କ ପ୍ରତିରୋଧ ଯୋଗୁ ଜେଲେନ୍‌ସ୍କିଙ୍କ ପତନ ଘଟାଇ ନ ପାରି ରାଜଧାନୀ…

ଶ୍ରୀଲଙ୍କାରେ ୭.୫୦ ଘଣ୍ଟା ବିଦ୍ୟୁତ୍‌କାଟ୍‌

କଲମ୍ବୋ,୨ା୩(ପି.ଟି): ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ବୁଧବାର ୭.୫ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହୋଇଛି। ୧୯୯୬ ପରେ ଏହା ସବୁଠୁ ଦୀର୍ଘ ସମୟ ବିଦ୍ୟୁତ୍‌ କାଟ୍‌। ବିଦ୍ୟୁତ୍‌ ପ୍ଲାଣ୍ଟ ଚଳାଇବା ଲାଗି ଆବଶ୍ୟକ ଇନ୍ଧନ ଆମଦାନୀ ବିଲ୍‌ ଭରିବାକୁ…

‘ଝୁଣ୍ଡ୍‌’ ଦେଖି ଭାବପ୍ରବଣ ହେଲେ ଅମୀର

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଆକାଶ ଥୋସର ଷ୍ଟାରର ‘ଝୁଣ୍ଡ୍‌’ର ଏକ ସ୍କ୍ରିନିଂ ଭିଡିଓ ରିଲିଜ ହୋଇଛି। ଭେଟେରାନ ଅଭିନେତା ଆମୀର ଖାନ ଫିଲ୍ମର ସ୍କ୍ରିନିଂରେ ଯୋଗ ଦେଇଥିଲେ। ସ୍କ୍ରିନିଂ ଦେଖିବା ପରେ ସେ ବହୁତ ଭାବପ୍ରବଣ ହୋଇଯାଇଛନ୍ତି। ଏପରିକି ‘ଝୁଣ୍ଡ୍‌’…

୧୦୨ ମ୍ୟୁନିସିପାଲିଟି ଆସନ ଦଖଲ କଲା ଟିଏମ୍‌ସି

କୋଲକାତା,୨।୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବିପୁଳ ବିଜୟର ୧୦ ମାସ ପରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳାଫଳ ବୁଧବାର ପ୍ରକାଶ ପାଇଛି। ସୂଚନାନୁଯାୟୀ, ରାଜ୍ୟର ୧୦୮ ମ୍ୟୁନିସିପାଲିଟି ମଧ୍ୟରୁ ଟିଏମ୍‌ସି ୧୦୨ଟି ନିଜ…

ବାଜିଲା ପୌର ନିର୍ବାଚନ ବିଗୁଲ୍‌: ହିଞ୍ଜିଳିକାଟୁ ରାଜନୀତି ସରଗରମ

ହିଞ୍ଜିଳିକାଟୁ,୨ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଚଳଚଞ୍ଚଳ ହୋଇଛି ଗାମ ଜିଲାର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ପୌର ପରିଷଦ ରାଜନୀତି। ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ୪ ପ୍ରାର୍ଥୀ ଫର୍ମ କିଣିଛନ୍ତି। ୨ଟି ଅଧ୍ୟକ୍ଷ ପଦ ଓ…

ସର୍ବସମ୍ମୁଖରେ ସଚିନଙ୍କୁ ବୁଢ଼ା ବୋଲି କହୁଥିଲେ ଏହି ଖେଳାଳି, ଏଭଳି ଜବାବ ଦେଇଥିଲେ ସେହ୍ବାଗ

ନୂଆଦିଲ୍ଲୀ,୨।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ। ସେ ତାଙ୍କ କ୍ରିକେଟ କ୍ୟାରିୟରରେ କେବେ ବି ବିନା କାରଣରେ ବିରୋଧି ଖେଳାଳିଙ୍କ ସହ ମତାନ୍ତର କରୁ ନ ଥିଲେ। ହେଲେ ଅନେକ ଖେଳାଳି ତାଙ୍କ ବିରୋଧରେ…

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମିଳିଲା ଜାତୀୟ ବିଜ୍ଞାନ ପୁରସ୍କାର

ଭୁବନେଶ୍ୱର,୨ା୩,(ବ୍ୟୁରୋ): ଲେଖା ମାଧ୍ୟମରେ ବିଜ୍ଞାନକୁ ଜନପ୍ରିିୟ କରାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖକ ପ୍ରଫେସର ଡ. ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମିଳିଛି ଜାତୀୟ ପୁରସ୍କାର। ୨୦୨୧ ଲାଗି ନ୍ୟାଶନାଲ କାଉନସିଲ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ଆଓ୍ବାର୍ଡ ପାଇ…

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ପ୍ରତାରଣା: ଅଭିଯୁକ୍ତ ଗଲେ ଜେଲ୍‌

କୋକସରା,୨ା୩(ଡି.ଏନ୍‌.ଏ.): ପ୍ରଥମେ ପ୍ରେମ ପରେ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଘରୁ ଫେରାର କରି ତା’ସହ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି କୋକସରା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଜାମିନ…

‘ଟ୍ରେନରେ ପଶିବାକୁ ଦେଉ ନାହାନ୍ତି, ଗୋଇଠା ମାରୁଛନ୍ତିି’

ନୂଆଦିଲ୍ଲୀ,୨।୩: ଭାରତୀୟ ସରକାର ସମସ୍ତ ନାଗରିକଙ୍କୁ ତୁରନ୍ତ ୟୁକ୍ରେନର ଦ୍ୱିତୀୟ ବୃହତ୍‌ ସହର ଖାରକିବ ଛାଡ଼ିବାକୁ ଆଡଭାଇଜରି ଜାରି କରିଥିବା ବେଳେ ସାମ୍ନାକୁ ଆସିଛି ବିଭିନ୍ନ ରେଳ ଷ୍ଟେଶନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ହତାଶ ପରିସ୍ଥିତି। “ପରିସ୍ଥିତି ଖରାପ ଅଛି। ଆମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri