Home

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା

ଭୁବନେଶ୍ୱର,୩ା୩(ବ୍ୟୁରୋ.): ରାଜଧାନୀରେ ଗୁରୁବାର ଘଟିଛି ସିରିଜ୍‌ ଦୁର୍ଘଟଣା। ଜୟଦେବ ବିହାରରୁ ଜାଭିୟର ଛକ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଜଣେ ମଦ୍ୟପ କାର୍‌ ଚାଳକ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିବାରୁ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ…

‘୨୫ ବର୍ଷ ଧରି ସାପକୁ ଖାଇବାକୁ ଦେଇଥିଲୁ,ଏବେ ସେ ଚିତ୍କାର କରୁଛି’

ମୁମ୍ବାଇ,୩।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୂର୍ବତନ ସହଯୋଗୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ଠାକରେ କହିଛନ୍ତି, ଆମେ ୨୫ ବର୍ଷ ଧରି ଏକ ସାପକୁ ଖାଇବାକୁ ଦେଇଥିଲୁ,ଏବେ ସେହି ସାପଟି ଆମ ସାମ୍ନାରେ ଚିତ୍କାର କରୁଛି …କିନ୍ତୁ…

ଆଜି ବି ୨ୟ ଦିନରେ ଜଣେ ହେଲେ ଦାଖଲ କଲେନାହିଁ ନାମାଙ୍କନପତ୍ର

ଗଞ୍ଜାମ,୩ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ପାଣିପାଗରେ ସେତିକି ଉଷ୍ଣତା ବଢୁଛି। ବର୍ତ୍ତମାନ ବିଭିନ୍ନ ଓ୍ବାର୍ଡର ପ୍ରାର୍ଥୀ ଚୟନ ଚାଲିଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି l ବିଜେଡିର ୧୨ ଟି ଓ୍ବାର୍ଡ ପାଇଁ…

୩ ଦିନ ଧରି ଲଗାତର ମାଟିତଳୁ ଆସୁଥିଲା ଅଜବ ସ୍ବର, ପରେ ଜଣାପଡ଼ିଲା ଚମତ୍କାରିତା

ଦୁନିଆରେ କେଉଁଠି ନା କେଉଁଠି ମାନବିକତା ବଞ୍ଚିରହିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ। ମାଟିତଳେ ଫସି ରହିଥିବା ଏକ କୁକୁରକୁ ୩ ଦିନ ପରେ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ। ୬୦ ଘଣ୍ଟାର ନିରନ୍ତର ଉଦ୍ୟମ ପରେ ଏଥିରେ ସଫଳ…

‘ରୁଷିଆର ଏବେ କେବଳ ୪ ବନ୍ଧୁ ଅଛନ୍ତି’

କ୍ୱିଭ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷିଆ ଦିନକୁ ଦିନ ଆକ୍ରୋଶମୂଳକ ହୋଇପଡ଼ିଛି। ଏସବୁ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷିଆକୁପୁଣି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରୁଷିଆର…

ନବରଙ୍ଗପୁର, କଳାହାଣ୍ଡିରେ ଭୂକମ୍ପ

ନବରଙ୍ଗପୁର,୩ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଏବଂ କଳାହାଣ୍ଡିରେ ଗୁରୁବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏ ଏହା ଅନୁଭୂତ ହୋଇଥିଲା। ନବରଙ୍ଗପୁର ଜିଲାର ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ…

ରାଗରେ ରୋହିତଙ୍କ ଉପରେ ବୋତଲ ଭାଙ୍ଗିଲେ ଶିଳ୍ପା

ବମ୍ବେ: ରାଗିଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ହାତରେ କାଚ ବୋତଲ ଭାଙ୍ଗିଦେଲେ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ଶିଳ୍ପା ମଧ୍ୟ ରୋହିତଙ୍କୁ କାମ ମାଗୁଥିବା ଦେଖାଯାଉଛି। ‘ଇଣ୍ଡିଆଜ୍‌ ଗଟ୍‌…

ସୋନୁ ସୁଦ୍‌ ବଢ଼ାଇଲେ ସହାୟତାର ହାତ…

ମୁମ୍ବାଇ,୩।୩ : ସଙ୍କଟ ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଲୋକଙ୍କ ପାଖରେ ଠିଆ ହୋଇଥାନ୍ତି। ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ସମୟରେ ଭାରତୀୟଙ୍କୁ ଆବଶ୍ୟକ ସହାୟତା ସୋନୁ ଯୋଗାଇ ଦେଉଛନ୍ତି। ସୋନୁ ଏବଂ ତାଙ୍କ ଟିମ୍‌ ୟୁକ୍ରେନ୍‌ରେ ଥିବା ଭାରତୀୟଙ୍କ ସ୍ବଦେଶ…

ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ଟିକେ ବି ଜାଣିନାହାନ୍ତି ଏହି ୬ ବ୍ୟକ୍ତି

ମସ୍କୋ,୩ା୩: ୨୦୨୨ ଫେବୃୟାରୀରେ ତୃତୀୟ ବିଶ୍ୱଯୁଦ୍ଧର ଝଲକ ଦେଖାଇଛି ରୁଷିଆ। ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରିଚାଲିଛି। ଏଥିରେ ୟୁକ୍ରେନର ଅନେକ ଲୋକ ପ୍ରାଣ ହରାଇ ସାରିଲେଣି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ୟୁକ୍ରେନର ବାହାରେ ଥିବା ଲୋକମାନେ ଯଥାଶୀଘ୍ର…

୨୨ ସେକେଣ୍ଡରେ ଭାଷଣ ବନ୍ଦ କରି ଚାଲିଗଲେ ରାଜ୍ୟପାଳ

ପୁଣେ,୩।୨: ମହାରାଷ୍ଟ୍ର ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନରେ ବହୁତ ହୋହାଲ୍ଲା ଦେଖିବାକୁ ମିଳିଛି। ହୋହାଲ୍ଲା ଏତେ ହୋଇଥିଲା ଯେ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଭାଗବତ ସିଂ କୋଶୟାରି ମଧ୍ୟଭାଗରେ ତାଙ୍କ ଭାଷଣ ବନ୍ଦ କରି ଗୃହରୁ ପଳାଇଥିଲେ। ଛତ୍ରପତି…

ଫେରୁଛନ୍ତି ଐଶ୍ୱର୍ଯ୍ୟା

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା ରାୟ। ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲବନ’ରେ ସେ ନଜର ଆସିବେ। ବୁଧବାର ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ଏଥିରେ ଐଶ୍ୱର୍ଯ୍ୟାଙ୍କୁ ଲାଲ୍‌ ଏବଂ…

ଆମେରିକାରେ ଭାରତୀୟ ଖାଦ୍ୟ ଖାଇଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କର ଦୈନନ୍ଦିନ ରୁଟିନଠାରୁ ଆରମ୍ଭ କରି ନୂତନ ପ୍ରୋଜେକ୍ଟ ଏବଂ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବାକୁ ଭୁଲନ୍ତି ନାହିଁ। ପ୍ରିୟଙ୍କା ଆଜିକାଲି ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri