Home

ପୁଣି ଆନ୍ଦୋଳନ ଚେତାବନୀ ଦେଲେ କୃଷକ ନେତା

ମୁଜାଫରନଗର,୭।୪: ଭାରତୀୟ କୃଷକ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଏତ୍‌ ପୁଣିଥରେ କୃଷକ ଆନ୍ଦୋଳନ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସରକାର ଭୁଲିଯାଇଛନ୍ତି। ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ…

୫ ଦିନିଆ ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତରଙ୍କ ଦ୍ୱିତୀୟ ସ୍ତ୍ରୀ

ଭୁବନେଶ୍ୱର,୭ା୪(ବ୍ୟୁରୋ): ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ସ୍ବାଇଁ। କମଳାଙ୍କୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର ଏସ୍‌ଡିଜେଏମ ଅନୁମତି ଦେଇଛନ୍ତି। କମଳାଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ…

ଭାରତରେ ନିର୍ମାଣ ହେବ ୩୦୦ ଅସ୍ତ୍ରଶସ୍ତ୍ର-ଡିଫେନ୍ସ ସିଷ୍ଟମ୍‌…

ନୂଆଦିଲ୍ଲୀ, ୭।୪ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ନୂତନ ପଦକ୍ଷେପ ଗ୍ରହଣ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରତିରକ୍ଷା ସାମଗ୍ରୀର ଆଉ ଏକ ତାଲିକା ପ୍ରକାଶ କରିବେ। ଏହି ସାମଗ୍ରୀ ଦେଶରେ ଉତ୍ପାଦିତ ହେବ। ଏହା…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବଢିଲା

ଲକ୍ଷ୍ନୌ,୭।୪: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ଗୋରଖପୁର ମନ୍ଦିର ବାହାରେ ପିଏସି ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ସବୁ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯିବା ସହ ଲକ୍ଷ୍ନୌରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସରକାରୀ…

ସିଏମ୍‌ସି ଡେପୁଟି ମେୟର ନିର୍ବାଚନ: ସମ୍ମିଳନୀ କକ୍ଷ ଛାଡ଼ି ପଳାଇଲେ ଭାଜପା, କଂଗ୍ରେସ

କଟକ ଅଫିସ,୭ା୪: ସିଏମ୍‌ସି ଡେପୁଟି ମେୟର ନିର୍ବାଚନକୁ ଭାଜପା ଓ କଂଗ୍ରେସର ବୟକଟ। ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ପଳାଇଛନ୍ତି ଭାଜପା ଓ କଂଗ୍ରେସ କାଉନସିଲର। ଗଣତନ୍ତ୍ରର ଏକ ପ୍ରକାର ହତ୍ୟା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଉଭୟ ଭାଜପା ଏବଂ…

ପାର୍ଲାମେଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

ନୂଆଦିଲ୍ଲୀ, ୭।୪ : ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ନିଦ୍ଧାରିତ କାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଶେଷ ହୋଇଛି। କଶ୍ମୀରୀ ପଣ୍ଡିତଙ୍କ ପ୍ରସଙ୍ଗ ଗୁରୁବାର ରାଜ୍ୟ ସଭାରେ ଆଲୋଚିତ ହୋଇଥିଲା। ଭାଜପା ନେତା ସୁଶୀଲ ମୋଦି କହିଥିଲେ…

ଏମିତି ଦେଶ, ଯେଉଁଠି ଜୀବଜନ୍ତୁଙ୍କୁ ଦିଆଯାଇଛି ଆଇନଗତ ଅଧିକାର

ଅନେକ ଦେଶରେ ସଂଗଠନ ମାନବିକ ଅଧିକାର ପାଇଁ ସଂଗ୍ରାମ କରୁଥିବାବେଳେ ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ବନ୍ୟଜନ୍ତୁମାନଙ୍କୁ ମଧ୍ୟ ଆଇନଗତ ଅଧିକାର ଦିଆଯାଇଛି। ଇକ୍ୱାଡୋର୍‌ରେ କୋର୍ଟ ଏପରି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜୀବଜନ୍ତୁମାନଙ୍କର ମଧ୍ୟ ଜୀବନ ଏବଂ ପ୍ରକୃତିର…

ହେମା ମାଳିନୀଙ୍କୁ ବିବାହ କରିବା ପାଇଁ ମନ୍ଦିର ନେଇ ଯାଇଥିଲେ ଜିତେନ୍ଦ୍ର

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଥମ ଚକୋଲେଟ ଅଭିନେତା ଜିତେନ୍ଦ୍ର ଆଜି ୮୦ ବର୍ଷରେ ପଦାର୍ପଣ କରୁଛନ୍ତି। ସେ ଏପ୍ରିଲ ୭, ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଜିତେନ୍ଦ୍ରଙ୍କୁ ବଲିଉଡର ‘ଜମ୍ପିଂ ଜ୍ୟାକ’ କୁହାଯାଏ। ସେ ୬୦ ଦଶକରୁ ୯୦ ଦଶକରେ ଅନେକ ହିଟ୍‌…

ଶସ୍ତା ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ…

ନୂଆଦିଲ୍ଲୀ, ୭।୪ : ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଟୁଇଟ କରି ଦେଶବାସୀଙ୍କୁ ସ୍ବାସ୍ଥ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୁଣାତ୍ମକ ତଥା ଶସ୍ତା ସୁଲଭ…

ସୋନୁ ସୁଦଙ୍କୁ ବିୟର ମାଗିଲେ ଜଣେ ବ୍ୟକ୍ତି, ଜବାବରେ ମିଳିଲା…

ବଲିଉଡ୍‌ ଅଭିନେତା ସୋନୁ ସୁଦ ତାଙ୍କର ଉଦାରତା ପାଇଁ ସାରା ଦେଶରେ ପ୍ରସିଦ୍ଧ। ସେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ। ଆଜି ବି ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ସାହାଯ୍ୟ ମାଗନ୍ତି, ସୋନୁ ମଧ୍ୟ…

ସଚିବଙ୍କୁ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶନାମା ବିଷୟରେ ସମସ୍ତ ସଚିବଙ୍କୁ କ୍ୟାବିନେଟ ସଚିବ ରାଜୀବ ଗୌବା ଏକ ଚିଠି ଲେଖିଛନ୍ତି। ଏପ୍ରିଲ ୨ରେ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପରେ ଏହି ଚିଠି ଲେଖାଯାଇଛି।…

ରାଗିଗଲେ ରୋହିତ ଶର୍ମା, କହିଦେଲେ ଏମିତି କଥା

ପୁଣେ,୭।୪: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠୁ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ଆରପିଏଲ୍‌ ଭଲ ଚାଲିନାହିଁ। ଦଳ ପ୍ରଥମ ୩ଟି ମ୍ୟାଚ୍‌ରେ ପରାଜୟବରଣ କରିଛି। ତୃତୀୟ ମ୍ୟାଚ୍‌ରେ ଦଳ କୋଲକତାଠାରୁ ୫ ଉଇକେଟ୍‌ରେ ପରାଜିତ ହୋଇଛି। କୋଲକତାଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?