ଆଜିଠୁ ବୁଷ୍ଟର ଡୋଜ୍
ଭୁବନେଶ୍ୱର,୧୦।୧(ବ୍ୟୁରୋ): ଓଡ଼ିଶା ସମେତ ସାରା ଦେଶରେ କରୋନା ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ସରକାର ଟିକାକରଣ ସମେତ ଟ୍ରାକିଂ, ଟ୍ରେସିଂ ଓ ଟେଷ୍ଟିଂକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ସଂକ୍ରମଣ ରୋକିବାର ନାଁ ଧରୁନି। ଏପରିକି ଡବଲ୍ ଡୋଜ୍ ଟିକା ନେବା…
ରାଜ୍ୟ ଋଣ ଭାର ବଢ଼ୁଛି
ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ର ଅକ୍ଟୋବର ଶେଷ ବେଳକୁ ରାଜ୍ୟର ଋଣ ଭାର ୧,୦୩,୮୨୦.୭୧ କୋଟି ଟଙ୍କାରେ ପହଞ୍ଚତ୍ଥିବା ବେଳେ ତାହା ମାର୍ଚ୍ଚ ଶେଷ ସୁଦ୍ଧା ୧,୨୫,୦୦୫.୩୧ କୋଟି ଟଙ୍କାରେ ପହଞ୍ଚତ୍ବ ବୋଲି ରାଜ୍ୟ ସରକାର ଆକଳନ କରଛନ୍ତି। କେବଳ…
ଉର୍ଜିତ ପଟେଲ ଏଆଇଆଇବି ଉପାଧ୍ୟକ୍ଷ
ବେଜିଂ,୧୦ା୧: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ ଏସିଆନ୍ ଇନ୍ଫ୍ରାଷ୍ଟ୍ରକ୍ଚର ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି) ଭାଇସ୍-ପ୍ରେସିଡେଣ୍ଟ ଭାବେ ନିଯୁକ୍ତି ମିଳିଛି। ସେ ଆସନ୍ତା ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଏହି ଗୁରୁଦାୟିତ୍ୱ ତୁଲାଇବେ। ଉକ୍ତ ବହୁପାକ୍ଷିକ ଫଣ୍ଡିଂ ପ୍ରତିଷ୍ଠାନ ପକ୍ଷରୁ…
ଚୌକା କି ଛକା-ନୋ’ କି ଓ୍ବାଇଡ୍ ବଲ୍ ନୁହେଁ, ଗୋଟିଏ ବଲ୍ରୁ ଏମିତି ୭ ରନ୍ ସଂଗ୍ରହ କଲେ ବ୍ୟାଟ୍ସମ୍ୟାନ୍: ଦେଖନ୍ତୁ ଭିଡିଓ
ଖ୍ରୀଷ୍ଟଚର୍ଚ୍ଚ,୯।୧: କ୍ରିକେଟ ପଡ଼ିଆରେ କିଛି ନା କିଛି ରୋଚକ ଘଟଣା ଦେଖିବାକୁ ମିଳିଥାଏ। ନିକଟରେ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଏମିତି ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ମ୍ୟାଚ୍ରେ…
‘ସୁଲ୍ଲି ଡିଲ୍ସ’ ଆପ୍ ନିର୍ମାତା ଗିରଫ
ନୂଆଦିଲ୍ଲୀ, ୧୦ା୧: ସୁଲି ଡିଲ୍ସ ଆପ୍ରେ ମୁସଲମାନ ମହିଳାଙ୍କ ଫଟୋ ଅପ୍ଲୋଡ୍ କରି ସେଗୁଡ଼ିକୁ ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ଦିଲ୍ଲୀ ପୋଲିସ ରବିବାର ଏହି ଆପ୍ଲିକେଶନ ନିର୍ମାତାଙ୍କୁ ଗିରଫ କରିଛି। ସେ ହେଲେ ମଧ୍ୟପ୍ରଦେଶର ବିସିଏ ଛାତ୍ର ଓମ୍କାରେଶ୍ୱର…
ବୋଟ ଉପରେ ଭୁଶୁଡ଼ିଲା ଶିଳା ପାଚେରି: ୭ ମୃତ
ବେଲୋ ହୋରିଜୋଣ୍ଟେ,୧୦ା୧: ବ୍ରାଜିଲର ସୁଲ୍ ମିନାସ୍ସ୍ଥିତ ଏକ ଜଳପ୍ରପାତରେ ଶିଳା ପାଚେରି ଭୁଶୁଡ଼ି ଦୁଇଟି ମୋଟର ବୋଟ୍ ଉପରେ ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିବା ସହ ୯ ଜଣ ଆହତ ହୋଇଛନ୍ତି। ଅନ୍ୟ ୩ ଜଣ ନିଖୋଜ ଥିବା ଜଣାପଡିଛି।…
ପ୍ରବାସୀ ପୁଣି ଗାଁ ମୁହାଁ
ମୁମ୍ବାଇ/ନୂଆଦିଲ୍ଲୀ,୧୦ା୧: ଛଳଛଳ ଆଖି, ଅବଶ ପାଦ। ଲକ୍ଡାଉନ୍ ଜାରି ହେଲେ ଜୀବିକା ହରାଇବାର ଭୟ। କେବଳ ଜୀବିକା ନୁହେଁ, ସଂକ୍ରମିତ ହୋଇ ଜୀବନ ଯିବାର ଆଶଙ୍କା ବି କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି। ଏଥିଲାଗି ଜାତୀୟ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ…
ଛାଡପତ୍ର ହେବା ପରେ ସ୍ତ୍ରୀଙ୍କ ପାଇଁ ଏମିତି କାମ କରିଥିଲେ ହ୍ରିତିକ୍ ରୋଶନ, ଜାଣିଲେ କରିବେ ପ୍ରଶଂସା
ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ଏବଂ ସୁଜାନେ ଖାନଙ୍କ ମଧ୍ୟରେ ୨୦୧୪ରେ ଛାଡପତ୍ର ହୋଇଥିଲା। ଏହି ସମୟ ଉଭୟଙ୍କ ପାଇଁ କଷ୍ଟସାଧ୍ୟ ଥିଲା। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଅଲଗା ହେବାରେ ବହୁତ ନିରାଶ ହୋଇଥିଲେ। ପରସ୍ପରକୁ ଭଲ ପାଉଥିବା ହ୍ରିତିକ ଏବଂ…
ନିର୍ବନ୍ଧ ପରେ ଯୁବତୀଙ୍କ ସହ ଘଟିଲା ଏମିତି, ବାଧ୍ୟ ହୋଇ…
ସାଧାରଣତଃ ଲୋକମାନେ ସେମାନଙ୍କର ବିବାହକୁ ନେଇ ବହୁତ ଉତ୍ସାହିତ ଥାନ୍ତି। ଏଥିପାଇଁ ବିବାହର ପ୍ରସ୍ତୁତିରେ ମଧ୍ୟ ବହୁତ ଖର୍ଚ୍ଚ କରନ୍ତି। କିନ୍ତୁ ବ୍ରିଟେନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଭାବି ସ୍ବାମୀ ପ୍ରତାରଣା କରିବାରୁ ଜଣେ ଯୁବତୀ ତାଙ୍କ…
ନାଇଜେରିଆରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଆଖିବୁଜା ଗୁଳିଚାଳନା: ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ମୃତ୍ୟୁ
ଅବୁଜା,୧୦ ।୧: ନାଇଜେରଆର ଏକ ଗାଁରେ ବଡ ଧରଣର ନରସଂହାର ହୋଇଥିବା ଖବର ମିଳିଛି । ଯେଉଁଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ନାଇଜେରିଆର ଜମ୍ଫାରା ରାଜ୍ୟର ଏକ ଗାଁରେ କେତେଜଣ…
ସୃଜନଶୀଳତାର ପରିପ୍ରକାଶରେ ଭାଷାର ଗୁରୁତ୍ୱ
ସଭ୍ୟତାର ଆରମ୍ଭରେ ମଣିଷ ନିଜ ମନର ଆବେଗ ତଥା ସୃଜନଶୀଳତାର ପରିପ୍ରକାଶରେ ଅଙ୍ଗଭଙ୍ଗୀର ବ୍ୟବହାର କରିଥିଲା। ଏହା ମାଧ୍ୟମରେ ମନର ଭାବାବେଗ ପ୍ରକାଶ କରିବା କଷ୍ଟକର ଥିଲା। ପରବର୍ତ୍ତୀ ସମୟରେ ଧୀରେ ଧୀରେ ଶବ୍ଦ ଏବଂ ଏହା ପରେ ଭାଷାର ସୃଷ୍ଟି…
ସାଇପ୍ରସରୁ ‘ଡେଲ୍ଟାକ୍ରନ’ ଭାରିଆଣ୍ଟ
ନିକୋସିଆ,୯।୧: କୋଭିଡ୍-୧୯ ଭାଇରସର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ସାଇପ୍ରସରେ। ଏହାର ନାମ ‘ଡେଲ୍ଟାକ୍ରନ’। ଏଥିରେ ଡେଲ୍ଟା ଏବଂ ଓମିକ୍ରନ ଭାରିଆଣ୍ଟ ମିଳିତ ଅଛି। ସାଇପ୍ରସ ବିଶ୍ୱବିଦ୍ୟାଳୟରେ ଜୈବିକ ବିଜ୍ଞାନ ପ୍ରଫେସର ଲେଓଣ୍ଡିଅସ କୋଷ୍ଟ୍ରିକିସ କହିଛନ୍ତି। “ନୂଆ ଭାରିଆଣ୍ଟ ମଧ୍ୟରେ…
Archives


