Home

୯୭ ପ୍ରତିଶତରୁ ଊର୍ଦ୍ଧ୍ୱ ବୟସ୍କ ନେଲେଣି ଟିକାର ପ୍ରଥମ ଡୋଜ

ନୂଆଦିଲ୍ଲୀ,୩।୩: ଦେଶରେ କରୋନା ମହାମାରୀକୁ ଦୂର କରିବା ଲାଗି ଦ୍ରୁତ ଗତିରେ କରାଯାଇଥିବା ଟିକାକରଣକୁ ନେଇ ଏକ ଖୁସିଖବର ସାମ୍ନାକୁ ଆସିଛି। ଦେଶ ୧୦୦ ପ୍ରତିଶତ କରୋନା ଟିକାର ପ୍ରଥମ ଡୋଜ ଲକ୍ଷ୍ୟ ଆଡ଼କୁ ଗତି କରୁଛି। ଜନସଂଖ୍ୟାର ୯୭ ପ୍ରତିଶତରୁ…

ରୁଷିଆ ବିରୋଧରେ ଜେଲେନ୍‌ସ୍କିଙ୍କ ବଡ଼ ଆକ୍ସନ

କ୍ୱିଭ୍‌,୩।୩: ରୁଷିଆ ଓ ୟକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ରୁଷିଆ ପକ୍ଷରୁ ଲଗାତର ଭାବେ ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ଼ ସହ ଏୟାର ଷ୍ଟାଇକ୍‌ ମଧ୍ୟ କରାଯାଉଛି। ଗୁରୁବାର ଯୁଦ୍ଧକୁ ସମାପ୍ତ କରିବା ଲାଗି ବେଲାରୁଷରେ…

ସ୍ପେସ୍‌ ରକେଟରୁ ବିଭିନ୍ନ ଦେଶର ପତାକା ହଟାଇଲା ରୁଷିଆ: କେବଳ ରହିଛି ତ୍ରିରଙ୍ଗା

ମସ୍କୋ,୩।୩: ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆକୁ ବିଶ୍ୱର ଅନେକ ଦେଶଗୁଡିକର ବିରୋଧ ସାମ୍ନା କରିବାକୁ ପଡ଼ିଛି। ବିଭିନ୍ନ ଦେଶ ରୁଷିଆ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିବା ବେଳେ ରୁଷିଆ ମଧ୍ୟ ସେମାନଙ୍କ ଉପରେ ଉପରେ ପ୍ରତିବନ୍ଧକ ଲଗାଇଛି। ଇତିମଧ୍ୟରେ…

ୟୁକ୍ରେନ ଛାଡ଼ିଲେଣି ୧୮ହଜାର ଭାରତୀୟ

ନୂଆଦିଲ୍ଲୀ,୩।୩: ରୁଷିଆ ଓ ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ଦିନକୁ ଦିନ ୟୁକ୍ରେନରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଇତିମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ଅପରେଶନ୍‌ ଗଙ୍ଗା ଅଭିଯାନକୁ…

ଯୁଦ୍ଧ ମଧ୍ୟରେ ୟୁକ୍ରେନର ବଡ଼ ଦାବି: ରୁଷିଆ ସହ ଲଢ଼ିବେ ୧୬ହଜାର ବିଦେଶୀ ସୈନ୍ୟ

କ୍ୱିଭ୍‌,୩।୩: ରୁଷିଆ ଓ ୟକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ରୁଷିଆ ପକ୍ଷରୁ ଲଗାତର ଭାବେ ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ଼ ସହ ଏୟାର ଷ୍ଟାଇକ୍‌ ମଧ୍ୟ କରାଯାଉଛି। ରୁଷିଆ ବିଜୟ ହାସଲ ନେଇ ଆଗକୁ ବଢ଼ୁଥିବା…

ୟୁକ୍ରେନରେ ରୁଷିଆର ବରିଷ୍ଠ ସେନାଧିକାରୀଙ୍କ ମୃତ୍ୟୁ

ମସ୍କୋ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସ୍ଥିତି ବିପଦଜ୍ଜନକରେ ପହଞ୍ଚିଛି। ଇତିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ ୨ ଅର୍ଥାତ୍‌ ବୁଧବାର ରୁଷିଆର କେନ୍ଦ୍ରୀୟ ସାମରିକ…

ବିବାହକୁ ନେଇ ଏମିତି କହିଲେ ପ୍ରଭାସ

ସାଉଥ ସିନେମାର ସୁପରଷ୍ଟାର ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’କୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହାସହ ପ୍ରଭାସ ନିଜ ବିବାହକୁ ନେଇ ସର୍ବଦା ଆଲୋଚନାରେ ଥାନ୍ତି। ୪୨ ବର୍ଷ ବୟସରେ ମଧ୍ୟ ସେ ସିଙ୍ଗଲ୍‌ ଅଛନ୍ତି। ନିକଟରେ ଏକ…

ପ୍ରଥମେ ପରମାଣୁ ଯୁଦ୍ଧ କରିବ ନାହିଁ ରୁଷିଆ

ମସ୍କୋ,୩ ।୩: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । କାରଣ ୟୁକ୍ରେନ ଉପରେ ରୁଷିଆ ବିଜୟ ଚାହୁଁଛି । ଏମିତିକି ରୁଷିଆ ପରମାଣୁ ଯୁଦ୍ଧର ବି ଚେତାବନୀ ଦେଇ ସାରିଛି ।…

ମୋଦି ସରକାରଙ୍କୁ ସମର୍ଥନ କଲା କଂଗ୍ରେସ

ନୂଆଦିଲ୍ଲୀ,୩।୩: ୟୁକ୍ରେନରେ ରୁଷିଆ ଚଳାଇଥିବା ଦମନଲୀଳା ବିରୋଧରେ ଆଗତ ଗୋଟିଏ ପ୍ରସ୍ତାବ ଜାତିସଂଘର ସାଧାରଣ ମହାସଭାରେ ପାରିତ ହୋଇଛି। ଏ ପ୍ରସ୍ତାବରେ ରୁଷିଆର ପଦକ୍ଷେପକୁ ନିନ୍ଦା କରାଯାଇଛି। କିନ୍ତୁ ଏହି ନିନ୍ଦା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଭାରତ ପୁଣିଥରେ ନିଜକୁ…

ଟ୍ରାକ୍‌କୁ ଫେରୁଛନ୍ତି ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦୀର୍ଘଦିନ ପରେ ଧିରେ ଧିରେ ଟ୍ରାକ୍‌କୁ ଫେରୁଥିବା ଜଣାପଡ଼ିଛି। ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ରିୟା ଅନେକ ବିବାଦ ଘେରରେ ଥିଲେ। ତେବେ ବର୍ତ୍ତମାନ ରିୟା ସୋସିଆଲ ମିଡିଆରେ ଆକ୍ଟିଭ୍‌…

ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟବାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ମହାମାରୀରୁ ଲୋକେ ଟିକେ ଆଶ୍ୱସ୍ତ ହୋଇଥିବା ବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏହା ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ। ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆ ସମଗ୍ର ବିଶ୍ୱକୁ ଏକ ଚେତାବନୀ ଦେଇଛି, ଯିଏ ତାଙ୍କ ପଥରେ…

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଚେତାବନୀ: ବଞ୍ଚିବାକୁ ଚାହୁଁଛ ତ ଘରକୁ ଫେରିଯାଅ

କ୍ୱିଭ୍‌,୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ରୁଷିଆ ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କ୍ୱିଭକୁ ଘେରି ରହିଛନ୍ତି। ଆଜି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ୟୁକ୍ରେନରୁ ରୁଷିଆର ସୈନ୍ୟ ପ୍ରତ୍ୟାହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri