Home

ବିନା ପରୀକ୍ଷାରେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌…

ଭୋପାଳ, ୧୨।୧ : ନମୁନା ପରୀକ୍ଷା କରାଯାଇ କରୋନା ପଜିଟିଭ୍‌ ଅବା ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଇଥାଏ। ତେବେ ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ସ୍ବାସ୍ଥ୍ୟ ବିଭାଗର ଏକ ଅବହେଳା ସାମ୍ନାକୁ ଆସିଛି। ଯାହା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି…

ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ମାମଲା, କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି…

ନୂଆଦିଲ୍ଲୀ, ୧୨।୧ : ହରିଦ୍ୱାର ଏବଂ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯେଉଁମାନେ ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ଦେଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ବିରୋଧରେ ଯାଞ୍ଚ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନର ଶୁଣାଣି ବୁଧବାର ସୁପ୍ରିମକୋର୍ଟ…

ଭାଜପା କାର୍ଯ୍ୟାଳୟରେ କରୋନା ବିସ୍ଫୋରଣ…

ନୂଆଦିଲ୍ଲୀ, ୧୨।୧ : ଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ କରୋନା ବିସ୍ଫୋରଣ ଘଟିଛି। ଏଠାରେ ୫୦ ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରେ ଭାଜପା ମିଡ଼ିଆ ଉପମୁଖ୍ୟ ସଞ୍ଜୟ ମୟୁଖ ମଧ୍ୟ ରହିଛନ୍ତି।…

ପବନରେ କରୋନା ଭୂତାଣୁ ହରାଇ ଥାଏ ୯୦ ପ୍ରତିଶତ ସଂକ୍ରମଣ ଶକ୍ତି, ଗବେଷଣା ରିପୋର୍ଟ…

ନୂଆଦିଲ୍ଲୀ, ୧୨।୧ : କରୋନା ମହାମାରୀ ସଂକ୍ରମଣ ପୃଥିବୀରେ ବୃଦ୍ଧି ପାଉଥିବାବେଳେ ଏହାଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପବନରେ କରୋନା ଭୂତାଣୁ ୯୦ ପ୍ରତିଶତ ସଂକ୍ରମଣ ଶକ୍ତି ହରାଇ ଥାଏ। ପବନରେ…

ଜଙ୍ଗଲରେ ୬ ସିଂହୀଙ୍କ ସହ ଆରାମ୍‌ରେ ବୁଲୁଥିଲେ ଯୁବତୀ; ତା’ ପରେ ଯାହା ହେଲା ଦେଖିଲେ…

ଜଙ୍ଗଲର ରାଜା ସିଂହକୁ କିଏ ବା ନ ଡ଼ରେ। ହେଲେ ଯଦି ସିଂହମାନଙ୍କ ଲାଞ୍ଜ ଧରି ଟାଣିବା, ତାଙ୍କ ସହ ବେଶ ଆରାମରେ ବୁଲିବା କଥା କହିବୁ ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ହେଲେ ସୋସିଆଲ ମିଡିଆରେ ଠିକ୍‌ ଏମିତି ଏକ…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କରୋନା

ନୂଆଦିଲ୍ଲୀ,୧୨।୧: କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଥିବାରୁ ସେ ଘରେ ଆଇସୋଲେଶନରେ…

ଆହୁରି ୨ ମାସ ଯାଏ ବଢ଼ିବ କରୋନା ସଂକ୍ରମଣ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆହୁରି ୨ ମାସ ଅର୍ଥାତ ମାର୍ଚ୍ଚ ପର୍ଯ୍ୟନ୍ତ ଜନସାଧାରଣଙ୍କୁ…

ଆହୁରି ୩ ଦିନ ଲାଗି ରହିବ ବର୍ଷା

ଭୁବନେଶ୍ୱର,୧୨।୧(ବ୍ୟୁରୋ): ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । କିଛି ଜିଲାରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଥିବା ବେଳେ କେତେକ ସ୍ଥାନରେ କୁଆ ପଥର ସହିତ ମଧ୍ୟ ବର୍ଷା ମଧ୍ୟ…

ସୁପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ…

ପୋଙ୍ଗୟାଙ୍ଗ, ୧୨।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ପୁଣି ଥରେ ଆଣବିକ ଅସ୍ତ୍ରଶସ୍ତ୍ର କଟକଣାକୁ ଅବମାନନା କରି ପୃଥିବୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତିି।  ସୋମବାର ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା କିମ୍‌ ମଙ୍ଗଳବାର ହାଇପରସୋନିକ…

୧୦୦ ଟେଷ୍ଟ ଖେଳିବା ସତ୍ତ୍ୱେ ଏଭଳି ହେବା ଠିକ୍‌ ନୁହେଁ; କ୍ରିକେଟରଙ୍କୁ ନେଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ,୧୨।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଖେଳାଯାଉଥିବା ନିର୍ଣ୍ଣାୟକ ଟେଷ୍ଟରେ ଭାରତ ଦୁଇଟି ପରିବର୍ତ୍ତନ ସହ ଓହ୍ଲାଇଥିଲା। ଅଧିନାୟକ ବିରାଟ କୋହଲି ଆହତ ସମସ୍ୟାରୁ ସୁସ୍ଥ ହୋଇ ଫେରିଥିବା ବେଳେ ମହମ୍ମଦ ସିରାଜଙ୍କ ଅନୁପସ୍ଥିତିକୁ ନେଇ ଉମେଶ ଯାଦବଙ୍କୁ…

ଭାରତ ନିଜ ସାମର୍ଥ୍ୟ-ସ୍ବପ୍ନରେ ହୋଇପାରିଛି ଯୁବ ସୁଲଭ…

ନୂଆଦିଲ୍ଲୀ, ୧୨।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୨୫ ତମ ଜାତୀୟ ଯୁବ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ବିଶ୍ୱ ଏକ ଆଶା, ବିଶ୍ୱାସ ସହିତ ଭାରତକୁ ଦେଖୁଛି। କାରଣ ଭାରତର ଲୋକମାନେ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ଯାଞ୍ଚ୍‌ କମିଟି ଗଠନ …

ନୂଆଦିଲ୍ଲୀ, ୧୨।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଅବହେଳା ହୋଇଥିବା ଘଟଣାର ଯାଞ୍ଚ୍‌ ପାଇଁ ୫ ଜଣିଆ କମିଟି ଗଠନ କରାଯାଇଛି। ଏହାର ନେତୃତ୍ୱ ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରା ନେବେ। ଏହି ମାମଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri