Home

୨୬% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୫ା୩(ପି.ଟି.): ସାତ ପର୍ଯ୍ୟାୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୪,୪୦୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ପ୍ରତିଶତଙ୍କ ନାଁରେ ଆପରାଧିକ ମାମଲା ରହିଥିବା ସେମାନେ ସତ୍ୟପାଠରେ ଘୋଷଣା କରିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ରିପୋର୍ଟରେ…

ପୂର୍ବତନ ସେନା ମୁଖ୍ୟ ଜେନେରାଲ ସୁନୀଥଙ୍କ ବିୟୋଗ

ପଣଜୀ,୫ା୩: ପୂର୍ବତନ ଆର୍ମି ମୁଖ୍ୟ ଜେନେରାଲ ସୁନିଥ ଫ୍ରାନ୍ସିସ୍‌ ରୋଡ୍ରିଗୁଜ୍‌ଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶୁକ୍ରବାର ଏ ନେଇ ଆର୍ମିର ଅଫିସିଆଲ ଟୁଇଟର ପେଜ୍‌ରେ ସୂଚନା ଦିଆଯାଇଥିଲା। ଜେନେରାଲ ସୁନୀଥ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ଆର୍ମି ମୁଖ୍ୟ ଭାବେ…

ଚର୍ଚ୍ଚାରେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ପଦ

ବ୍ରହ୍ମପୁର ଅଫିସ,୫ା୩: ଗଞ୍ଜାମ ଜିଲା ପରିଷଦ ନିର୍ବାଚନରେ ବିଜେଡି ନିରଙ୍କୁଶ ସଂଖ୍ୟା ଗରିଷ୍ଠ ହୋଇଛି। ୬୯ ଜୋନ୍‌ରୁ ୬୭ଟିରେ ବିଜେଡି ପ୍ରାର୍ଥୀମାନେ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ଅର୍ଦ୍ଧେକ ଜୋନ୍‌ ନିୟମ ପ୍ରକାରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ସ୍ଥଳେ…

ଅଧ୍ୟକ୍ଷ ପଦକୁ ନେଇ ଉତ୍କଣ୍ଠା

ଯୋଡ଼ା,୫ା୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌର ପରିଷଦ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସଙ୍ଗଠନକୁ ସୁଦୃଢ଼ କରି କିପରି ଅଧିକ ଆସନ ଅକ୍ତିଆର କରାଯାଇ ପାରିବ ଏ ନେଇ ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ୧୪ଟି…

ନୂଆ ମୁହଁକୁ ଭରସା କରିପାରେ ଖୋର୍ଦ୍ଧା ବିଜେଡି

ଖୋର୍ଦ୍ଧା ଅଫିସ,୫ା୩: ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନର ସଫଳତା ପରେ ଶାସକ ଦଳ ବିଜେଡି ପୌର ନିର୍ବାଚନରେ କ୍ଲିନ ସୁଇପ ଯୋଜନାରେ ରହିଛି। ଅନ୍ୟପଟେ ବିରୋଧୀ ଭାଜପା ଓ କଂଗ୍ରେସ ଭଲ ପ୍ରଦର୍ଶନ କରିବେ ବୋଲି ଆଶା…

ଭୋଟ ଜାଲିଆତି ଅଭିଯୋଗ: ପୁନଃ ଗଣତି ଦାବି

ନବରଙ୍ଗପୁର, ୫ା୩(ବି.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଜୋନ୍‌-୧ର କଂଗ୍ରେସ ଜିଲା ପରିଷଦ ପ୍ରାର୍ଥୀ ହାରାବତୀ ଗଣ୍ଡ ଭୋଟ ପୁନଃ ଗଣତି କରିବାକୁ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଭୋଟ ଜାଲିଆତି ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି।…

ରେକର୍ଡ ବ୍ୟବଧାନରେ ଜିତିଲେ ସରପଞ୍ଚ, ସମିତିସଭ୍ୟ

ଝୁମ୍ପୁରୀ,୫ା୩(ଡି.ଏନ.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ଚମ୍ପେଇପାଳ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତି ରେକର୍ଡ କରିଛନ୍ତି। ବିଜେଡି ସମର୍ଥନରେ ସରପଞ୍ଚ ପ୍ରାର୍ଥୀଭାବେ ଲଢୁଥିବା ହିମାଂଶୁ କୁମାର ନାୟକ ୩୬୯୨…

ଦେଶରେ ୧୨-୧୭ ବର୍ଷ ବୟସର କିଶୋରଙ୍କ ଟିକାକରଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୫ ।୩: କରୋନା ଟିକାକରଣକୁ ନେଇ ଦେଶ ବେଳକୁ ବେଳ ନୂଆ ସଫଳତା ହାସଲ କରିବାରେ ଲାଗିଛି । ଇତିମଧ୍ୟରେ ପିଲାମାନଙ୍କ ଟିକାକରଣକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଡିସିଜିଆଇର ବିଶେଷ ବିଶେଷଜ୍ଞ ସମିତି ୧୨-୧୭ ବର୍ଷର କିଶୋରମାନଙ୍କ…

ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ଏସ୍‌ପି ସହ ହାତ ମିଳାଇପାରେ ଏଏପି: ସଞ୍ଜୟ ସିଂ

ନୂଆଦିଲ୍ଲୀ,୫ା୩: ଉତ୍ତରପ୍ରଦେଶରେ ଭାଜପାକୁ କ୍ଷମତାରୁ ହଟାଇବା ଲାଗି ଆବଶ୍ୟକ ପଡ଼ିଲେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସମାଜବାଦୀ ପାର୍ଟି ସହ ହାତ ମିଳାଇବାକୁ ପ୍ରସ୍ତୁତ। ଏଏପି ନେତା ସଞ୍ଜୟ ସିଂ ଏହା କହିଛନ୍ତି। ସେ କହିଛନ୍ତି, ପଞ୍ଜାବରେ ଏଏପି ସରକାର ଗଢ଼ିବ।…

ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ

ଇମ୍ଫାଲ,୫ା୩(ପି.ଟି.): ମଣିପୁର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୬ ଜିଲାର ୨୨ ଆସନରେ ମତଦାନ ହେବ। ଏଥିପାଇଁ ପ୍ରତିଦ୍ୱନ୍ଦ୍ୱିତାରେ ୯୨ ପ୍ରାର୍ଥୀ ଅଛନ୍ତି। ୧,୨୪୭ ବୁଥ୍‌ରେ ସକାଳ ୭ରୁ ଅପରାହ୍ନ ୪ଟା…

ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଘର ବାହାରେ ପଡିଲା ରକେଟ: ଜେଲେନ୍‌ସ୍କି କହିଲେ ହେଲା ଲକ୍ଷ୍ୟ ଚ୍ୟୁତ

କ୍ୱିଭ,୫ ।୩: ୟୁକ୍ରେନ୍ ଉପରେ ରୁଷିଆ ଲଗାତାର ଆକ୍ରମଣ କରି ଚାଲିଛି । ରୁଷିଆ ସେନା ୟୁକ୍ରେନର ସେନା ବେସକୁ ଏକ ପ୍ରକାର ନଷ୍ଟ କରି ଦେଇଥିବା ବେଳେ ଆଉ ଯାହା କିଛି ବାକି ରହିଛି ତା ଉପରେ ଲଗାତାର ବୋମା…

ବିଏମ୍‌ସି ନିର୍ବାଚନ ଲାଗି କଂଗ୍ରେସର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୪।୩(ବ୍ୟୁରୋ): ବିଏମ୍‌ସି ନିର୍ବାଚନ ଲାଗି କଂଗ୍ରେସ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ନିଜର ମେୟର ପ୍ରାର୍ଥୀଙ୍କ ସହ ୩୦ଜଣ କର୍ପୋରେଟଙ୍କ ନାମ ଘୋଷଣା କରିଛି। ପୂର୍ବାହ୍ନରେ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଦଳ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ସାରେ ପ୍ରଥମ ପର୍ଯ୍ୟାୟରେ ୩୦ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri