ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୧୫୨…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ହେଇଥିଲେ।

ଏମ୍‌ଆଇର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରି ଧାର୍ଯ୍ୟ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରିଛି। ଏହା ସହିତ ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୧୫୨ ରନ୍‌ ରହିଛି।

ଏମ୍‌ଆଇ ପକ୍ଷରୁ ଇଶାନ କିଷନ ୨୮ ବଲ୍‌ରେ ୨୬ ସଂଗ୍ରହ କରିଥିବାବେଳେ ରୋହିତ ଶର୍ମା ୧୫ ବଲ୍‌ରେ ୨୬ ରନ୍‌ କରିଛନ୍ତି। ସେହିପରି ସୂର୍ଯ୍ୟକୁମାର ଯାଦବ ୩୭ ବଲ୍‌ରେ ୬୯ ରନ୍‌ କରି ଅପରାଜିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ପ୍ରକଳ୍ପ ଅଚଳ, ପାଣି ପାଇଁ ଲୋକେ ହଟହଟା

ଭେଡେନ,୧୨।୫(ହୃଷିକେଶ ଖମାରୀ):ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ମଞ୍ଜୁର କରି…

ସମସ୍ୟା ଘେରରେ କେସିଙ୍ଗା-କାଣ୍ଡେଲ ରୋଡ଼ ରେଳ ଷ୍ଟେଶନ: ୯ ଦଫା ଦାବି ସମାଧାନ କରିବାକୁ ଆହ୍ବାନ

କେସିଙ୍ଗା,୧୧।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ କେସିଙ୍ଗା ପକ୍ଷରୁ କେସିଙ୍ଗା ଓ କାଣ୍ଡେଲ ରୋଡ଼ ରେଳ ଷ୍ଟେଶନର ୯ ଦଫା ସମସ୍ୟାକୁ ନେଇ ରେଳ…

NEET UG 2026 Cancelled: ମୋଦି ସରକାରଙ୍କ ଉପରେ ବର୍ଷିଲେ ମମତା, କହିଲେ…

ନୂଆଦିଲ୍ଲୀ,୧୨।୫: NEET-UG 2026 ପରୀକ୍ଷା ବାତିଲ ହେବା ପରେ ମମତା ବାନାର୍ଜୀଙ୍କ TMC ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। TMC ରାଜ୍ୟସଭା ଏମପି ସାଗରିକା ଘୋଷ କହିଛନ୍ତି…

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏପରି କହିଦେଲେ ହିମନ୍ତଙ୍କ ପତ୍ନୀ, ଭାଇରାଲ ହେଉଛି ଭିଡିଓ

ଗୁଆହାଟୀ,୧୨।୫: ଆସାମରେ ଭାଜପା ପାଇଁ ହିରୋ ଭାବରେ ଉଭା ହୋଇଥିବା ହିମନ୍ତ ବିଶ୍ୱ ଶର୍ମା ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କ…

NEET UG ପରୀକ୍ଷା ବାତିଲ: ଆଗକୁ କ’ଣ ହେବ? ଛାତ୍ରୀଛାତ୍ରଙ୍କୁ ପୁଣି ଥରେ ଆବେଦନ କରିବାକୁ ପଡିବ କି? ପୂର୍ବ ପଞ୍ଜୀକରଣ ବୈଧ ରହିବ କି? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୫: NEET ପେପର୍‌ ଲିକ ଦୁର୍ନୀତି ସମ୍ପର୍କରେ, ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟିଛି। ହଁ, NEET UG ପରୀକ୍ଷା ବିଶେଷକରି NEET UG 2026…

ଟ୍ୟୁସନ ଯାଇ ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ, ସାଙ୍ଗ ସହ…

ପାଟକୁରା,୧୨।୫(ରବୀନ୍ଦ୍ର ନାଥ ବାରିକ ): ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ । କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ତଥା କୁଦାନଗରୀ ଥାନା ଅଂଚଳର ଗୋଟିଏ ହାଇସ୍କୁଲରେ…

କ୍ଷତ ଚିହ୍ନ ଦେଖାଇ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କଲେ କୃନାଲ, କ୍ୟାପଶନରେ ଲେଖିଲେ…

ନୂଆଦିଲ୍ଲୀ,୧୨ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ରବିବାର ମୁମ୍ୱାଇ ବିପକ୍ଷରେ ୭୩ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ଦଳକୁ ଜିତାଇବା ପରେ…

ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୋଡରେ ବିଜୟ, ମଦକୁ ନେଇ କଲେ ବଡ଼ ଘୋଷଣା

ଚେନ୍ନାଇ,୧୨।୫: ପଶ୍ଚିମବଙ୍ଗ ପରି, ତାମିଲନାଡୁରେ ଏକ ନୂତନ ସରକାର କାର୍ଯ୍ୟଭାର ଗ୍ରହଣ କରିଛି । କାର୍ଯ୍ୟ ଆରମ୍ଭରୁ ଆକ୍ସନ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri