ଶରୀର ପାଇଁ କେତେ ଜରୁରୀ ସୂର୍ଯ୍ୟକିରଣ
ଶୀତଦିନେ ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ସହ କିଛି ସମୟ ସୂର୍ଯ୍ୟକିରଣରେ ବସିବା ବି ଜରୁରୀ। କାରଣ ଏହିଦିନେ ଆମେ ଶୀତରୁ ରକ୍ଷା ପାଇବାକୁ ଗରମ ପୋଷାକ ପିନ୍ଧିବା ସହ ନିଜକୁ ଯେତେ ସମ୍ଭବ ଘୋଡ଼େଇଘାଡ଼େଇ ରଖିଥାଉ; ସେଥିପାଇଁ…
ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ସ୍ବାମୀ କଲେ ଏମିତି, ଜାଣିଲେ କରିବେ ପ୍ରଶଂସା
ହିମାଚଳ ପ୍ରଦେଶର ହମିରପୁର ଜିଲାରେ ଜଣେ ଅବସରପ୍ରାପ୍ତ ଡାକ୍ତର ତାଙ୍କ ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ନିଜର ଅଚଳାଚଳ ସମ୍ପତ୍ତିକୁ ସରକାରଙ୍କ ନାଁରେ କରି ଦେଇଛନ୍ତି। ଏହି ଡାକ୍ତରଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଏଥିପାଇଁ ୫ କୋଟିରୁ ଅଧିକ…
ଘରେ ଦର୍ପଣକୁ କେଉଁଠି ରଖିବେ, ଜାଣନ୍ତୁ କ’ଣ କୁହେ…
ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହରେ ଶାନ୍ତି ବଜାୟ ରଖିବା ପାଇଁ ଦର୍ପଣର ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଘରର କେଉଁ ସ୍ଥାନରେ ଦର୍ପଣ ରଖିଲେ କି ପ୍ରକାରର ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ… *ଯେହେତୁ ଉତ୍ତର ଦିଗର ସ୍ବାମୀ…
ଆଖି ବୁଜିଲେ ଆଉ ୩ ଆକ୍ରାନ୍ତ
ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ଆଖି ବୁଜିଲେ ଆଉ ୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୭୫ ବର୍ଷୀୟ ବୃଦ୍ଧା ଥିବା ବେଳେ ନୟାଗଡ଼ ଜିଲାର ୬୯ ବର୍ଷୀୟ ବୃଦ୍ଧା ଏବଂ ସୁନ୍ଦରଗଡ଼ର ୫୩ ବର୍ଷୀୟ ବ୍ୟକ୍ତି ରହିଛନ୍ତି। ଏନେଇ ସ୍ବାସ୍ଥ୍ୟ…
ୟୁଟ୍ୟୁବ୍ରେ ରେକର୍ଡ ଭାଙ୍ଗିଲା ଏହି ଗୀତ, ୧୦ କୋଟି ଥର ଦେଖାସରିଲାଣି
ଆଜିକାଲି ସୋସିଆଲ ମିଡିଆରେ ଏକ ଗୀତ ବେଶ୍ ଟ୍ରେଣ୍ଡ୍ କରୁଛି। ଏହି ଗୀତ ଛୋଟ ପିଲାଙ୍କର। ଗୀତଟି ବିଶ୍ୱ ରେକର୍ଡ ବି ସୃଷ୍ଟି କରିଛି। ୧୩ ଜାନୁୟାରୀରେ ୟୁଟ୍ୟୁବ୍ ଇତିହାସରେ ଏହି ଗୀତ ୧୦ ବିଲିୟନ ଅର୍ଥାତ୍ ୧୦ କୋଟି ଥର…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧,୧୭୭ ଆକ୍ରାନ୍ତ; ଅଛନ୍ତି ୧,୦୧୬ ପିଲା
ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୪୭୯ରୁ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୪,୬୯୮ ଲୋକାଲ କେସ୍ ରହିଛି। ଏହାଛଡ଼ା ୧,୦୧୬ ଜଣ ପିଲା ରହିଥିବା ନେଇ ରବିବାର ସୂଚନା ଓ ଲୋକ ସମ୍ପର୍କ…
ନ୍ୟୁଜିଲାଣ୍ଡ ନିକଟ ଟୋଙ୍ଗା ସମୁଦ୍ରରେ ଆଗ୍ନେୟଗିରି ଉଦଗିରଣ, ଜାପାନ ପର୍ଯ୍ୟନ୍ତ ପହଞ୍ଚିଲା ସୁମାନୀ, ଅଷ୍ଟ୍ରେଲିଆରେ ଆଲର୍ଟ
ଟୋଙ୍ଗା,୧୬ ।୧: ନ୍ୟୁଜିଲାଣ୍ଡ ନିକଟ ଟୋଙ୍ଗା ସମୁଦ୍ରରେ ଆଗ୍ନେୟଗିରି ଉଦ୍ଗିରଣ ହେବା ପରେ ସମୁଦ୍ରରେ ବଡ ବଡ ଲହଡି ମାଡି ଆସିଥିଲା । ଫଳରେ ସମୁଦ୍ର କୂଳରେ ଥିବା ଲୋକେ ଜୀବନ ବଞ୍ଚାଇବାକୁ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ । ତେବେ ଏହାକୁ…
ଜଳପଥରେ ଚାଲିଛି କଙ୍କଡ଼ା ଚାଲାଣ, ଚେଇଁ ଶୋଇଛି ବନବିଭାଗ
ମହାକାଳପଡ଼ା,୧୬ା୧(ଡି.ଏନ୍.ଏ.): ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ନଦୀ, ନାଳ ଓ ସମୁଦ୍ରରୁ ବେଆଇନ କଙ୍କଡ଼ା ଚାଲାଣ ଚାଲିଛି। ବିଶେଷ କରି ଜଳପଥରେ ଚାଲାଣ ଚାଲି ଥିଲେ ମଧ୍ୟ ବନ ବିଭାଗ ଚେଇଁ ଶୋଇଛି। କେବଳ କଙ୍କଡ଼ା ନୁହେଁ ବିଭିନ୍ନ ପ୍ରଜାତିର…
ବିପିଏସ୍ପିଏ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ
ଭୁବନେଶ୍ୱର,୧୬।୧(ବ୍ୟୁରୋ): ଗେଜେଟେଡ୍ ଅଫିସର୍ସ କାଟେଗୋରିରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ(ବିପିଏସ୍ପିଏ) ୨୦୨୦-୨୧ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ ଭାବେ ମାନ୍ୟତା ପାଇଛି। ରାଷ୍ଟ୍ରୀୟସ୍ତରର ଏହି ସମ୍ମାନ ସହ ବିପିଏସ୍ପିଏକୁ ୨୦ଲକ୍ଷ ଟଙ୍କାର(ଗ୍ରାଣ୍ଟ-ଇନ୍-ଏଡ୍) ପୁରସ୍କାର ମଧ୍ୟ…
ଖୁସି ଖବର: ୬ ଦେଶରେ କମିଲା ଓମିକ୍ରନ୍ ସଂକ୍ରମଣ
ନୂଆଦିଲ୍ଲୀ,୧୬ ।୧: ଦୀର୍ଘ ୩ ମାସ ପରେ ବିଶ୍ୱର ପ୍ରାୟ ୬ଟି ଦେଶରେ ୟୁଟର୍ଣ୍ଣ ନେଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଅର୍ଥାତ୍ ସଂକ୍ରମଣ କମ୍ ହେଲାଣି । ଏହି ଦେଶମାନଙ୍କ ମଧ୍ୟରେ ରହିଛନ୍ତି, ବ୍ରିଟେନ, କନାଡା, ଇଟାଲୀ, ଆୟାରଲ୍ୟାଣ୍ଡ,…
ଟିକାକରଣକୁ ବର୍ଷେ, ତଥାପି ଅପହଞ୍ଚ
ଭୁବନେଶ୍ୱର, ୧୬ା୧(ବ୍ୟୁରୋ): ମହାମାରୀ କରୋନା ବିରୋଧରେ ଗତବର୍ଷ ଆଜିର ଦିନରେ ଆରମ୍ଭ ହୋଇଥିଲା ନିର୍ଣ୍ଣାୟକ ଲଢ଼େଇ। ବିପନ୍ନ ହୋଇପଡ଼ିଥିବା ଜୀବନ, ଜୀବିକା ପାଇଁ ନୂଆ ଆଶା ସଞ୍ଚାର କରିଥିଲା ୨ଟିକା କୋଭାକ୍ସିନ ଓ କୋଭିଶିଲ୍ଡ। ୨୦୨୧ ଜାନୁୟାରୀ ୧୬ରୁ ପର୍ଯ୍ୟାୟକ୍ରମେ ନାଗରିକଙ୍କୁ…
ଘୁଞ୍ଚିବନି ଓସିଏସ୍ ପରୀକ୍ଷା
ଭୁବନେଶ୍ୱର, (ବ୍ୟୁରୋ)/ କଟକ ଅଫିସ, ୧୬।୧ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ମେନ୍ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହିଁ ହେବ। ସ୍ଥଗିତ ରଖିବାକୁ ଦାବି ଉଠୁଥିବାବେଳେ କୋଭିଡ୍ ନିୟମ ଅନୁପାଳନପୂର୍ବକ ପରୀକ୍ଷା ଅନୁଷ୍ଠିତ…
Archives


