କେବଳ ଏହି ଗୋଟିଏ କାରଣ ପାଇଁ ଆଇପିଏଲ୍ ନିଲାମ ପୂର୍ବରୁ ଓହରି ଯାଇଥିଲେ ଡି ଭିଲିୟର୍ସ, ଏବେ କହିଲେ…
ନୂଆଦିଲ୍ଲୀ,୧୫।୧: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ଏଥିସହ ସେ ଆଇପିଏଲ୍ ଖେଳିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିସାରିଛନ୍ତି। ହେଲେ ଏବେ ଫେବୃୟାରୀରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ…
କେତେ ପଢ଼ିଛନ୍ତି ଆପଣଙ୍କ ପ୍ରିୟ ଷ୍ଟାରକିଡ୍, ଜାଣନ୍ତୁ…
ବମ୍ବେ: ଷ୍ଟାରକିଡ୍ ସାରା ଅଲି ଖାନ୍, ଅନନ୍ୟା ପାଣ୍ଡେ ଏବଂ ଜାନଭୀ କପୁର ଭାରତୀୟ ଚଳଚ୍ଚିତ୍ର ଜଗତରେ ନାମ କମାଇସାରିଲେଣି। ପ୍ରଶଂସକମାନେ ଏବେ ବଲିଉଡରେ ସୁହାନା ଖାନ୍, ଇବ୍ରାହିମ ଅଲି ଖାନ୍, ଖୁସି କପୁର ଏବଂ ଆର୍ୟନ ଖାନ୍ଙ୍କ ଡେବ୍ୟୁକୁ ଅପେକ୍ଷା…
ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା
ନୂଆଦିଲ୍ଲୀ,୧୫।୧: ଟି-୨୦, ଦିନିକିଆ ପରେ ଏବେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ଏନେଇ ସେ ଶନିବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ନିଜ ଟୁଇଟ୍ରେ ସେ ଦୀର୍ଘ ୭ ବର୍ଷ ଧରି ଦଳର ସଫଳତା ଲାଗି କାର୍ଯ୍ୟ କରିଥିବା…
ଲିପୁଲେଖରେ ଭାରତର ସଡ଼କ ପ୍ରଶସ୍ତିକରଣକୁ ନେପାଳ ପକ୍ଷରୁ ବିରୋଧ…
କାଠମାଣ୍ଡୁ/ନୂଆଦିଲ୍ଲୀ, ୧୫।୧ : ଭାରତ ସରକାରଙ୍କ ପକ୍ଷରୁ ଉତ୍ତରାଖଣ୍ଡର ଲିପୁଲେଖରେ ସଡ଼କ ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଛି। ତେବେ ଏହାକୁ ନେପାଳ ପକ୍ଷରୁ ବିରୋଧ କରାଯାଇଛି। ଭାରତ ପକ୍ଷରୁ ନେପାଳ ସୀମାରେ ହସ୍ତକ୍ଷେପ କରାଯାଉଥିବା ଅଭିଯୋଗ ହୋଇଛି। ଶାସକ ଏବଂ ବିରୋଧି…
ପ୍ରାର୍ଥୀ ଚୟନ ନେଇ ଅଙ୍କକଷା
ସୁୁନ୍ଦରଗଡ଼,୧୫।୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଘୋଷଣା ପରେ ସୁନ୍ଦରଗଡ଼ ଜିଲାର ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏପଟେ କରୋନା ସଂକ୍ରମଣ ବୃଦ୍ଧିରେ ଏହି ଜିଲା ଶୀର୍ଷରେ ରହୁଥିବାବେଳେ ଗାଁଗାଁରେ ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ଲୋକଙ୍କ…
ଭାରତ-ପାକିସ୍ତାନ ସୀମାରେ ଉଡିଲା ବିଶ୍ୱର ସର୍ବବୃହତ୍ ଜାତୀୟ ପତାକା
ଜୟପୁର,୧୫।୧: ଭାରତୀୟ ସେନା ଦିବସ ଅବସରରେ ଶନିବାର ରାଜସ୍ଥାନର ଜୈସଲମେରରେ ଥିବା ଭାରତ-ପାକିସ୍ତାନ ସୀମାରେ ପ୍ରଦର୍ଶିତ ହୋଇଛି ବିଶ୍ୱର ସର୍ବବୃହତ୍ ଜାତୀୟ ପତାକା। ମେଜର ଜେନେରାଲ ଯୋଗେନ୍ଦ୍ର ସିଂ ମାନ୍ ଏହାକୁ ଉଦ୍ଘାଟନ କରିଥିଲେ। ୧୯୭୧ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଐତିହାସିକ…
ସମୁଦ୍ରରେ ଆଗ୍ନେୟଗିରି ଉଦ୍ଗିରଣ, ସୁନାମୀ ସହିତ ଆକାଶରୁ ପଥର ବର୍ଷା…
ଟୋଙ୍ଗା, ୧୫।୧ : ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଥିବା ପଲିନେସିଆ ଦେଶ ଟୋଙ୍ଗା ଦ୍ୱୀପ ନିକଟରେ ଥିବା ସମୁଦ୍ରରେ ଶନିବାର ଆଗ୍ନେୟଗଗିରି ଉଦ୍ଗିରଣ ଘଟିଛି। ଏହାର ପ୍ରଭାବରେ ଅକାଶରୁ ପଥର ବର୍ଷା ହେବା ସହିତ ସୁନାମୀ ସୃଷ୍ଟି ହୋଇଛି। ଏନେଇ ଫିଜି…
ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା
କେନ୍ଦୁଝର,୧୫ା୧(ସ୍ବ.ପ୍ର.): ଦୀର୍ଘ ୧୫ ଦିନ ଧରି ପାଣି ସମସ୍ୟା ଦେଖାଦେଇଥିଲା ହେଁ ସମାଧାନ ନ ହେବାରୁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ନୁଦୁରପଡ଼ା-କାଳିଆ ହତା ରାସ୍ତାର ଖୁଦପଶି ନିକଟରେ ମହିଳାମାନେ ଗରା, ବାଲଟି ଧରି ରାସ୍ତା ଅବରୋଧ କରିଥିଲେ। ଫଳରେ ଉକ୍ତ…
‘କଙ୍ଗନାଙ୍କ ଗାଲଠାରୁ ଅଧିକ ଚିକ୍କଣ ହେବ ରାସ୍ତା’
ରାଞ୍ଚି,୧୫।୧: ଝାଡ଼ଖଣ୍ଡର ଜାମତରା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଇରଫାନ୍ ଅନସାରୀ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଗାଲ ଅପେକ୍ଷା ତାଙ୍କ ଅଞ୍ଚଳର ରାସ୍ତା ଅଧିକ ଚିକ୍କଣ ହେବ। ଏକ ଭିଡିଓ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ୩,୨୨୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୫ା୧(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୩,୨୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୫୫,୬୧୫ ଜଣ ସୁସ୍ଥ ହୋଇସାରିଲେଣି। ଆଜି ସୁନ୍ଦରଗଡ଼ରୁ…
ଜାନୁୟାରୀ ୨୨ ପର୍ଯ୍ୟନ୍ତ ନିର୍ବାଚନ ରାଲି ଉପରେ ରୋକ…
ନୂଆଦିଲ୍ଲୀ, ୧୫।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଉପରେ ରୋକ ଜାନୁୟାରୀ ୨୨ ପର୍ଯ୍ୟନ୍ତ ବୃଦ୍ଧି…
ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ୩୨,୦୦ ମିଟର ଉଚ୍ଚତାରେ ମତଦାନ କେନ୍ଦ୍ର, ସାଧୁ-ସନ୍ଥ ଦେବେ ଭୋଟ୍…
ଉତ୍ତରକାଶୀ, ୧୫।୧ : ଉତ୍ତରାଖଣ୍ଡରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଚଳିତ ଥର ପ୍ରଥମ ଥର ପାଇଁ ସମୁଦ୍ର ପତ୍ତନ ଠାରୁ୩୨,୦୦ ମିଟର ଉଚ୍ଚତାରେ ମତଦାନ କେନ୍ଦ୍ର ନିର୍ମାଣ କରାଯାଇଛି। ଏଠାରେ ମୋଟ ୧୩୭ ଭୋଟର ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ…
Archives


