Home

ସ୍କୁଲ ବନ୍ଦକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୬ା୧: କରୋନା ମହାମାରୀ ମଧ୍ୟରେ ସ୍କୁଲ ବନ୍ଦକୁ ନେଇ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ ଜେମ୍‌ ସାଭେଦ୍ରା ଅନେକ ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ପିଲାମାନଙ୍କର ଟିକାକରଣକୁ ଅପେକ୍ଷା କରିବାର କୌଣସି ଅର୍ଥ ନାହିଁ…

କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଏମିତି ପୋଷ୍ଟ କଲେ ଅନୁଷ୍କା

ମୁମ୍ବାଇ: ବେଶ୍‌ କିଛିଦିନ ଧରି ଭାରତୀୟ କ୍ରିକେଟ ଟିମ୍‌ର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଯାତ୍ରା ଉତ୍ଥାନ ପତ୍ତନ ଦେଇ ଗତି କରୁଥିଲା। ଏତେ କମ୍‌ ସମୟ ମଧ୍ୟରେ ୭୦ରୁ ଅଧିକ ଶତକ ସ୍କୋର କରିଥିବା ବିରାଟ ଦୀର୍ଘ ସମୟ ଧରି…

ରାଜଧାନୀରେ ସଂକ୍ରମଣକୁ ରୋକିଲା ସପ୍ତାହନ୍ତ କର୍ଫ୍ୟୁ, କହିଲେ ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୧୬।୧: ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ସପ୍ତାହନ୍ତ କର୍ଫ୍ୟୁ ଏବଂ କଡ଼ା କଟକଣା ଲାଗୁ ହେବା ଯୋଗୁ କରୋନା ମହାମାରୀ ସଂକ୍ରମଣ କମିବାରେ…

ମୁଖ୍ୟମନ୍ତ୍ରୀଙ୍କ ବାୟୋପିକରେ ନଜର ଆସିବେ ସହଦେବ

ମୁମ୍ବାଇ: ବଚପନ କା ପ୍ୟାର ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ଛତିଶଗଡ଼ର ଶିଶୁ ମହାଦେବ ଏବେ ଅଭିନୟ ଦୁନିଆରେ ପାଦ ରଖିବେ ବୋଲି ଜଣାପଡିଛି । ସହଦେବଙ୍କର ଏବେ ବହୁ ପ୍ରଶଂସକ ହୋଇଯାଇଥିବା ବେଳେ ଏବେ ସେ ଚଳଚ୍ଚିତ୍ରରେ କାମ…

ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଇଲା ନେପାଳ

କାଠମାଣ୍ଡୁ,୧୬ା୧: ଭାରତ ସହିତ ପଡ଼ୋଶୀ ଦେଶ ନେପାଳ ଆଫଗାନିସ୍ତାନକୁ ସହାୟତା ପଠାଇଛି। ଗତବର୍ଷ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିଲା। ସେବେଠାରୁ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ନାରାୟଣ ଖଡ୍ଡା…

ଗୋଆ ନିର୍ବାଚନ: ୧୦-୧୫ ଆସନରେ ନିର୍ବାଚନ ଲଢିବ ଶିବସେନା, ଏନ୍‌ସିପି ସହ କରିବ ମେଣ୍ଟ

ମୁମ୍ବାଇ,୧୬ ।୧: ଗୋଆ ବିଧାନସଭା ନିର୍ବାଚନରେ ଶିବସେନା ଓ ଏନ୍‌ସିପି ଏକାଠି ମିଶି ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ୧୮ ଜାନୁୟାରୀରେ ଆସନ ବୁଝାମଣାକୁ ନେଇ ଚର୍ଚ୍ଚା କରାଯିବ । ଗୋଆରେ ଶିବସେନା ୧୦-୧୫ ଆସନରେ…

ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଦୁଃଖଦ ଦିନ: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୬।୧: ୨୦୧୫ରୁ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେଇଆସୁଥିବା ବିରାଟ କୋହଲି ଶନିବାର ହଠାତ୍‌ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ପ୍ରଶଂସକ। ଏନେଇ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଟୁଇଟ୍‌…

ପ୍ରେମିକଙ୍କୁ ଫସାଇବା ପାଇଁ ୩୦ ଫେକ୍‌ ଆକାଉଣ୍ଟ ଖୋଲିଥିଲେ ପ୍ରେମିକା, ପରେ ଯାହା ଘଟିଲା ଜାଣିଲେ…

ପ୍ରେମିକ ହୁଅନ୍ତୁ କି ପ୍ରେମିକା। ଏମାନଙ୍କ ମଧ୍ୟରୁ ଯଦି କେହି ପ୍ରେମରେ ବିଫଳ ହେଲେ ତେବେ ରାଗ ଶୁଝାଇବା ପାଇଁ କିଏ କେତେ କ’ଣ ଉପାୟ ପାଞ୍ଚିଥାନ୍ତି। ଠିକ୍‌ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ତାଙ୍କ…

କୋହଲିଙ୍କ ନିଷ୍ପତ୍ତି ଆଶ୍ଚର୍ଯ୍ୟ କଲା: ରୋହିତ

ନୂଆଦିଲ୍ଲୀ,୧୬।୧: ଭାରତର ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ହଠାତ୍‌ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଅନ୍ୟମାନଙ୍କ ଭଳି ତାଙ୍କ ସାଥୀ ଖେଳାଳି ତଥା ଦଳର ଟି-୨୦ ଓ ଦିନିକିଆ ଅଧିନାୟକ ରୋହିତ ଶର୍ମା ଏହାକୁ ନେଇ ଆଶ୍ଚର୍ଯ୍ୟ…

କରୋନା ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ, ସରକାରୀ ରିପୋର୍ଟ ମାତ୍ର ୪ ହଜାର…

ବେଜିଂ, ୧୬।୧ : ଚାଇନା ସରକାର କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଜଣେ ବିଶ୍ଳେଷକ ଦାବି କରିଛନ୍ତି ଯେ ଚାଇନାରେ କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ୟଠାରୁ ଢ଼େର ଅଧିକ। ଏହା ସରକାରୀ ରିପୋର୍ଟରେ ପ୍ରକାଶିତ…

ନିର୍ବନ୍ଧ ପରେ ବି ସମ୍ପର୍କରେ ଫାଟ: ଚର୍ଚ୍ଚାରେ ଅବିନାଶଙ୍କ ବ୍ରେକ୍‌ଅପ୍‌

ବମ୍ବେ: ପ୍ରେମିକା ପଲକ ପୁରସଓ୍ବାନୀଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି ଟେଲିଭିଜନ ଅଭିନେତା ଅବିନାଶ ସଚଦେବ। ଉଭୟ କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ୨୦୨୧ ଜାନୁୟାରୀରେ ସେମାନଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା। ହେଲେ ସମ୍ପର୍କ ଆଉ ପାଦେ ଆଗେଇବା ପରିବର୍ତ୍ତେ…

ଜାନୁୟାରୀ ୨୩ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ, ସରକାରଙ୍କ ଘୋଷଣା…

ଲକ୍ଷ୍ନୌ, ୧୬।୧: କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉତ୍ତରପ୍ରଦେଶ ସରକାର ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଜାନୁୟାରୀ ୨୩ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୬ ପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri