ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛି ନଡ଼ିଆ କତା ଶିଳ୍ପ
କଟକ ଅଫିସ,୮ା୩:ବର୍ତ୍ତମାନ ସମୟରେ ନାରୀମାନେ ପୁରୁଷଙ୍କ ଭଳି ପ୍ରତି କ୍ଷେତ୍ରରେ କାର୍ଯ୍ୟ କରି ନିଜର ନୂତନ ପରିଚୟ ସୃଷ୍ଟି କରିବା ସହ ସମାଜରେ ଏକ ସ୍ବତନ୍ତ୍ର ଜାଗା କରିସାରିଲେଣି। ଆଗଭଳି ନାରୀ ଆଉ ଅବଳା ନ ହୋଇ ନିଜ ପାଇଁ ନୂଆ…
ଅନ୍ତର୍ଜାତୀୟ ମହିଳା ଦିବସରେ ଗୁଗଲର ସ୍ପେଶାଲ ଡୁଡଲ
ନୂଆଦିଲ୍ଲୀ,୮ ।୩: କିଛି ବିଶେଷ ଅବସରରେ ଗୁଗଲ ସ୍ପେଶାଲ ଡୁଡଲ ପ୍ରସ୍ତୁତ କରୁଥିବା ବେଳେ ଏଥର ବି ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୁଗଲ କରିଛି ସ୍ପେଶାଲ ଡୁଡଲ । ଏକ ଆକର୍ଷଣୀୟ ଓ କ୍ରିଏଟିଭ ଡୁଡଲ ବନାଇଛି…
୧୧ହଜାର ଶିଶୁ, ୨୬୩୧ ଗର୍ଭବତୀ ନେବେ ଟିକା
ଖୋର୍ଦ୍ଧା ଅଫିସ,୮ା୩:କୋଭିଡ୍ ମହାମାରୀ ସମୟରେ ନିୟମିତ ଟିକାକରଣରୁ ବଞ୍ଚିତ ପିଲାମାନଙ୍କୁ ଟିକାକରଣ ନିମନ୍ତେ ସୋମବାର ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ ସଘନ ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ…
ପୌର ନିର୍ବାଚନ: ୧୬୨ ପ୍ରାର୍ଥିପତ୍ର ଦାଖଲ
ଯାଜପୁର ଅଫିସ,୮ା୩:ସୋମବାର ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିବସରେ ଯାଜପୁର ଓ ବ୍ୟାସନଗର ମ୍ୟୁନିସିପାଲିଟିରେ ଅଧ୍ୟକ୍ଷା/ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ ୧୧୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ଦୁଇ ମ୍ୟୁନିସିପାଲିଟିରେ ମୋଟ ୧୬୨ ଜଣ ପ୍ରାର୍ଥୀପତ୍ର ଦାଖଲ ହୋଇଛି।…
ଈଶ୍ୱରପୁରରେ ରାଶନ, ରିଲିଫ ଚାଉଳ ହଡପ
ରାଜନଗର,୮ା୩(ଡି.ଏନ.ଏ.):ରାଜନଗର ବ୍ଲକ ଈଶ୍ୱରପୁର ପଞ୍ଚାୟତରେ ୬୪୦ ହିତାଧିକାରୀଙ୍କ ରିଲିଫ ଚାଉଳ, ରାଶନ ଚାଉଳ, ଗହମ ଓ କିରୋସିନ ହଡପ କରାଯାଇଛି। ଏ ନେଇ ସୋମବାର ବ୍ଲକ କାର୍ଯ୍ୟାଳୟରେ ଶହେରୁ ଊର୍ଦ୍ଧ୍ୱ ହିତାଧିକାରୀ ପହଞ୍ଚତ୍ ଏବିଡିଓ ଶ୍ରୀକାନ୍ତ କୁମାର ମହାନ୍ତିଙ୍କୁ ଅଭିଯୋଗ କରିଛନ୍ତି।…
ଯାଞ୍ଚରେ କଟିବେ ବିଜେଡିର ଅସନ୍ତୁଷ୍ଟ ପ୍ରାର୍ଥୀ
କେନ୍ଦ୍ରାପଡ଼ା ଅଫିସ, ୮ା୩:କେନ୍ଦ୍ରାପଡ଼ା ପୌର ନିର୍ବାଚନ ବିଜେଡି ପାଇଁ ଏକ ଆହ୍ବାନ ସାଜିଛି। ପୌରାଞ୍ଚଳର ୨୧ ୱାର୍ଡ ମଧ୍ୟରୁ ୨ ନଂ., ୬ ନଂ., ୮ ନଂ., ୧୨ ନଂ., ୧୮ ନଂ., ୧୯ ନଂ. ଓ ୨୧ ନଂ. ୱାର୍ଡରେ…
୧ ହଜାର ଡଙ୍ଗରିଆ ପିଲାଙ୍କୁ ଶିକ୍ଷାନୁଷ୍ଠାନ ପଠାଇଛନ୍ତି ସୁବର୍ଦ୍ଦିନୀ
ଶିକ୍ଷାର ଅଭାବ ଯୋଗୁ ଡଙ୍ଗରିଆ ଜନଜାତି ଲୋକେ ସମାଜର ମୁଖ୍ୟସ୍ରୋତରୁ ଦୂରରେ ରହିଥିଲେ। ତେବେ ଏମାନଙ୍କୁ ଶିକ୍ଷିତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ ଜଣେ ଆଦିବାସୀ ମହିଳା ନିଜକୁ ଉତ୍ସର୍ଗ କରିଛନ୍ତି। ସେ ହେଲେ ରାୟଗଡ଼ା ଜିଲା ବିଷମକଟକ…
ବାଲ୍ୟବିବାହ ପ୍ରଥା ରୋକିବାକୁ ପ୍ରଭାସିନୀଙ୍କ ପ୍ରୟାସ
ପାଠପଢ଼ାରେ ସେ ପାରଙ୍ଗମ ଥିଲେ। ଶ୍ରେଣୀରେ ପ୍ରଥମ ବି ହେଉଥିଲେ। କିନ୍ତୁ ମାତାପିତାଙ୍କ ଭିନ୍ନ ମାନସିକତା ଯୋଗୁ ତାଙ୍କୁ ପାଠପଢ଼ା ଅଧାରୁ ଛାଡ଼ିବାକୁ ପଡ଼ିଥିଲା। ମାତ୍ର ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଘର ଲୋକେ ତାଙ୍କର ବିବାହ କରିଦେଲେ। ହେଲେ ପାଠପଢ଼ିବା ପାଇଁ…
ଆର୍ଥିକ ଦୁର୍ବଳ ମହିଳାଙ୍କ ପାଇଁ ଜେଏସ୍ପିଏଲ୍ର ‘ସ୍ବୟଂସମ୍ପନ୍ନା ନାରୀ’
ଭୁବନେଶ୍ୱର, ୮।୩(ବ୍ୟୁରୋ):ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ (ଜେଏସ୍ପିଏଲ୍) ଫାଉଣ୍ଡେଶନ୍ ପକ୍ଷରୁ ଓଡ଼ିଶା ଓ ଛତିଶଗଡରେ ମହିଳା ଏବଂ ବାଳିକାଙ୍କ ଶିକ୍ଷା ଏବଂ ଦକ୍ଷତା ବିକାଶ ନିମନ୍ତେ ଏକ ଯୋଜନା ‘ଜିନ୍ଦଲ ସ୍ବୟଂ ସମ୍ପନ୍ନା ନାରୀ’…
ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟିବା ଦରକାର: ଶୁଭଶ୍ରୀ
ସମାଜରେ ଅବହେଳିତ ନାରୀଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ। ଇନ୍ଷ୍ଟିଚ୍ୟୁଟ୍ ଫର୍ ସୋସିଆଲ ଡେଭ୍ଲପ୍ମେଣ୍ଟ (ଆଇଏସ୍ଡି) ନାମକ ଏକ ଅନୁଷ୍ଠାନ ଗଠନକରି ଏହା ମାଧ୍ୟମରେ ଅନେକ ମହିଳାଙ୍କ ପାଇଁ ସେ କାମ କରୁଛନ୍ତି। ଏହା ବ୍ୟତୀତ ଝିଅମାନେ କୌଣସି ଗୁଣରେ…
ନିଜ ସୁରକ୍ଷା ନିଜେ କରିବା ଆବଶ୍ୟକ: ନାଭ୍ୟା
ଅନେକ ସମୟରେ ଦେଖାଯାଏ ଝିଅ ହିଁ ଝିଅର ଶତ୍ରୁ ହୋଇଥାଏ। ତେଣୁ ଏଭଳି ଭାବନାରୁ ଦୂରେଇରହିବା ଜରୁରୀ। ସମସ୍ତଙ୍କ ପ୍ରତି ସମାନ ମନୋଭାବ ଆଣିବା ଆବଶ୍ୟକ। ଏଥିସହ ମା’ ବାପାମାନେ ଝିଅଙ୍କୁ ଆତ୍ମସୁରକ୍ଷା ଶିଖାଇବା ଉଚିତ। ବର୍ତ୍ତମାନ ପରିସ୍ଥିତିରେ ନାରୀଟିଏ ନିଜ…
ମହିଳାଙ୍କୁ ମର୍ଯ୍ୟାଦା ମିଳୁନି: ପାରମିତା
ମହିଳାମାନଙ୍କ ପାଇଁ ସତର୍କ ଏବଂ ସୁରକ୍ଷାପୂର୍ଣ୍ଣ ସମାଜ ଲାଗି ସବୁବେଳେ କାମନା କରି ଆସିଛି। ମଣିଷ ଭାବେ ମହିଳା ଏବଂ ପୁରୁଷ ଦୁହେଁ ସମାନ। ଏବେ ବି ମହିଳାଙ୍କୁ ତାଙ୍କର ନ୍ୟାଯ୍ୟ ମର୍ଯ୍ୟାଦା ଦିଆଯାଇ ପାରୁନାହିଁ ବୋଲି ସାହିତି୍ୟକା ପାରମିତା ଶତପଥୀ…
Archives


