Home

ଜାତିସଂଘର ସୁରକ୍ଷା ପ୍ରତିଶ୍ରୁତି ଉପରେ ପ୍ରଶ୍ନଚିହ୍ନ !…

ଜେନେଭା,୮।୩ : ଜାତିସଂଘର ନିରାପତ୍ତା ପରିଷଦ ପୃଥିବୀର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାଏ। ସୁରକ୍ଷାର ଦାୟିତ୍ୱବୋଧ(ଆର୍‌ଟୁପି) ଅନ୍ତର୍ଗତ କୌଣସି ରାଷ୍ଟ୍ର ଉପରେ ଅନ୍ୟ ରାଷ୍ଟ୍ର ଆକ୍ରମଣ କଲେ ଏଥିରେ ସୁରକ୍ଷା ପରିଷଦ ହସ୍ତକ୍ଷେପ କରିଥାଏ। ମାତ୍ର ୟୁକ୍ରେନ୍‌…

ଆମେରିକା-ବ୍ରିଟେନ୍‌ ଉପରେ ବର୍ଷିଲେ ଜେଲେନସ୍କି, ୧୩ ଦିନ ଧରି ପାଶ୍ଚାତ୍ୟ ଦେଶ ଦେଉଛନ୍ତି ମିଥ୍ୟା ପ୍ରତିଶ୍ରୁତି…

କ୍ୱିଭ୍‌,୮।୩ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଙ୍ଗଳବାର ଆମେରିକା, ବ୍ରିଟେନ୍‌ ସମେତ ସମସ୍ତ ପାଶ୍ଚାତ୍ୟ ଦେଶଙ୍କ ଉପରେ ବର୍ଷିଛନ୍ତି। ଗତ ୧୩ ଦିନ ଧରି ପାଶ୍ଚାତ୍ୟ ଦେଶଗୁଡ଼ିକ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।…

ରାଷ୍ଟ୍ରପତି କିଏ କହିପାରିଲେନି

ବମ୍ବେ: ସେଲିବ୍ରିଟି ସିନା ହେଲେ ସାଧାରଣ ଜ୍ଞାନ ନାହିଁ। ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗରେ ମୁଣ୍ଡ ପୁରାଇ ବିବାଦକୁ ଚାଲି ଆସୁଥିଲେ ହେଁ ଦେଶର ରାଷ୍ଟ୍ରପତିଙ୍କ ନାମ କହିପାରିଲେନାହିଁ। ଏଭଳି କିଛି ଦେଖିବାକୁ ମିଳିଛି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଡିଜିଟାଲ…

୩ ଲକ୍ଷ ନାଗରିକଙ୍କୁ ବନ୍ଧକ ରଖିଛି ରୁଷିଆ, ୟୁକ୍ରେନ୍‌ର ଅଭିଯୋଗ…

କ୍ୱିଭ୍‌,୮।୩ : ରୁଷିଆ ବିରୋଧରେ ୟୁକ୍ରେନ୍‌ ଗୁରୁତର ଅଭିଯୋଗ ଆଣିଛି। ରୁଷିଆ ୩ ଲକ୍ଷ ନାଗରିକଙ୍କୁ ମାରିୟୁପୋଲ୍‌ଠାରେ ବନ୍ଧକ ରଖିଥିବା ୟୁକ୍ରେନ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ବୈଦେଶିକମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି ଯେ, ଆଇସିଆର୍‌ସି ମଧ୍ୟସ୍ଥତା ପରେ ମଧ୍ୟ…

ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ସମ୍ଭାବନା…

ନୂଆଦିଲ୍ଲୀ,୮।୩ : ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ସମ୍ଭାବନା ରହିଛି। ଏନେଇ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌.ଭେଙ୍କିୟା ନାଇଡୁ ଏବଂ ଲୋକ ସଭା ଅଧ୍ୟକ୍ଷ ଓମ୍‌. ବିରଳାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହା ସହିତ ଦେଶରେ କରୋନା…

୧୫ ବର୍ଷ ପରେ ନେଲେ ବଡ଼ ନିଷ୍ପତ୍ତି

ବମ୍ବେ: ନିକଟରେ ବଡ଼ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଛନ୍ତି ଗାୟକ ଆଦିତ୍ୟ ନାରାୟଣ । ସେ ରିଆଲିଟି ଶୋ’ ‘ସା ରେ ଗା ମା ପା’ର ହୋଷ୍ଟିଂ ଛାଡ଼ିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ଭାବବିହ୍ବଳ ପୋଷ୍ଟ ଲେଖି ସେ ଏନେଇ କରିଛନ୍ତି…

୨ ବର୍ଷ ପରେ ଅନ୍ତର୍ଜାତୀୟ ଉଡ଼ାଣ ଉପରୁ କଟକଣା ହଟିଲା, ମାର୍ଚ୍ଚ ୨୭ରୁ ପୁଣି ଆରମ୍ଭ…

ନୂଆଦିଲ୍ଲୀ,୮।୩ : କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ଧରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଥିଲା। ତେବେ ୨୦୨୨ ମାର୍ଚ୍ଚ ୨୭ରେ ପୁଣି ଏହି ସେବା ଆରମ୍ଭ ହେବ। ଏନେଇ ମଙ୍ଗଳବାର କେନ୍ଦ୍ରୀୟ ବେସାମରିକ ବିମାନ…

‘ତୁମେ ଅଭିନେତ୍ରୀ ଭଳି ଦେଖାଯାଉନାହଁ’

ବମ୍ବେ: ଦେଖିବାକୁ ସେ ଯେତିକି ସୁନ୍ଦର, ଅଭିନୟରେ ମଧ୍ୟ ସେତିକି ପ୍ରବୀଣ। ଆମେ କହୁଛୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷୀତଙ୍କ କଥା। ବଲିଉଡ୍‌ ଫିଲ୍ମଜଗତର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ। ହେଲେ ତାଙ୍କର ପ୍ରାରମ୍ଭିକ ଦିନଗୁଡ଼ିକ ସେତେଟା…

ଜନ୍ମଦିନରେ ପ୍ରେମିକା କହିଲେ ରାଜି

ବମ୍ବେ: ଜନ୍ମଦିନରେ ପ୍ରେମିକା କହିଲେ ହଁ, ରାଜି। କିଛି ଏଭଳି ଘଟିଛି ଲୋକପ୍ରିୟ କୋରିଓଗ୍ରାଫର ତୁଷାର କାଳିଆଙ୍କ କ୍ଷେତ୍ରରେ। ପ୍ରେମିକା ତ୍ରିବେଣୀ ବର୍ମନଙ୍କ ସହ ନିର୍ବନ୍ଧ ମଧ୍ୟ ସେ କରିଛନ୍ତି। ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେ ଉଭୟଙ୍କ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର…

ଆସିବନି ଚତୁର୍ଥ ଲହର, ଭାରତରେ କରୋନା ଶେଷ ମୁହାଁ, ବିଶେଷଜ୍ଞଙ୍କ ରିପୋର୍ଟ…

ନୂଆଦିଲ୍ଲୀ,୮।୩ : ଭାରତରେ କରୋନାର ତୃତୀୟ ଲହର କ୍ରମାଗତ ଭାବରେ ଦୁର୍ବଳ ହେଉଛି। ବର୍ତ୍ତମାନ ସାରା ଦେଶରେ କରୋନା ସକ୍ରିୟ ମାମଲା ମଧ୍ୟ ୫୦ ହଜାରକୁ ଖସି ଆସିଛି। ଏଭଳି ପରିସ୍ଥିତିରେ କରୋନା ସମ୍ବନ୍ଧରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ପକ୍ଷରୁ ଜାରି ହୋଇଥିବା…

ଅଜ୍ଞାତ ସ୍ଥାନରେ ଲୁଚିଛନ୍ତି ଜେଲେନସ୍କି…

କ୍ୱିଭ୍‌,୮।୩ : ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଜ୍ଞାତ ସ୍ଥାନରେ ଲୁଚି ରହିଛନ୍ତି। ତାଙ୍କୁ ସୁରକ୍ଷା ଦେବା ପାଇଁ ଆମେରିକାର ନୌସେନା ସିଲ ଏବଂ ବ୍ରିଟିଶ ଏସ୍‌ଏଏସ୍‌ କମାଣ୍ଡୋ ନିୟୋଜିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜେଲେନସ୍କିଙ୍କ ନିକଟକୁ ଏପରି…

ମହିଳାଙ୍କ ପାଇଁ ରହିବ ୩୩ ପ୍ରତିଶତ ସଂରକ୍ଷଣ

ଅଗରତାଲା,୮।୩: ତ୍ରିପୁରାରେ ଭାଜପା ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ମଙ୍ଗଳବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ସଶକ୍ତିକରଣ ଅଭିଯାନ ଏଠାରେ ହିଁ ଆରମ୍ଭ ହେବାକୁ ଯାଉଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri