Home

ୟୁକ୍ରେନ ଉପରେ ଫସ୍‌ଫରସ୍‌ ବୋମା ଫିଙ୍ଗୁଛି ରୁଷିଆ: ଜେଲେନସ୍କି

କ୍ୱିଭ୍‌,୧୩ା୪: ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣ ଏବେ ବି ଜାରି ରଖିଛି। ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବୁଧବାର ଇଷ୍ଟୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ସାଧାରଣ ନାଗରିକଙ୍କ ବିରୋଧରେ ରୁଷିଆ ଆତଙ୍କବାଦୀ କୌଶଳ ଆପଣାଇଥିବା ଜେଲେନସ୍କି ଅଭିଯୋଗ…

ଆର୍‌ସିବିକୁ ଜିତାଇ ଦେଇଥାନ୍ତେ କାର୍ତ୍ତିକ! କ୍ୟାଚ୍‌ ଧରି ଏଭଳି ସେଲିବ୍ରେଶନ କରିଥିଲେ ଜାଡେଜା

ମୁମ୍ବାଇ,୧୩।୪: ଚଳିତ ଆଇପିଏଲ୍‌ରେ ଟ୍ରାକ୍‌କୁ ଫେରିଛି ଚେନ୍ନାଇ ସୁପର କିଙ୍ଗ୍ସ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଦଳ ସିଜନର ପ୍ରଥମ ବିଜୟ ନିଜ ନାମରେ କରିଛି। ପ୍ରଥମେ ଉଲ୍ଲେଖନୀୟ ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରିଥିଲା ସିଏସ୍‌କେ। ଏହାର ଜବାବରେ ରୟାଲ…

ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ବଡ଼ ପ୍ରମାଣ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ବଡ଼ ପ୍ରମାଣ ମିଳିଛି। ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀକୁ ପୁଣି ଚଣ୍ଡିଖୋଲର ଶଙ୍ଖାରିଗଡ଼ାକୁ ଆଣି ପୋତା ଯାଇଥିଲା। ଉକ୍ତ ଦିନ ଚଣ୍ଡିଖୋଲ ବନ୍ଦାଳ…

ରାଜଧାନୀ ପ୍ରତିଷ୍ଠା ଦିବସକୁ ଡକାଗଲା ନାହିଁ: ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଅପରାଜିତା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ବୁଧବାର ଭୁବନେଶ୍ୱରର ୭୪ତମ ପ୍ରତିଷ୍ଠା ଦିବସ। ଦୁଇ ବର୍ଷ ଧରି କରୋନା କଟକଣାକୁ ନେଇ ଉତ୍ସବ ପାଳନ ହୋଇ ନ ଥିବାବେଳେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ହେଲେ ଭୁବନେଶ୍ୱର ଏମ୍‌ପି ଅପରାଜିତା…

ଯୁବକଙ୍କୁ ଚାପୁଡ଼ା ମାରି ହଟହଟା ହେଲେ ଗଞ୍ଜାମ ତହସିଲଦାର

ଗଞ୍ଜାମ,୧୩ା୪(ଡି.ଏନ୍‌.ଏ.): ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ବିନା କାରଣରେ ମାଡ଼ ମାରି ଅଡୁଆରେ ପଡ଼ିଛନ୍ତି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ। ଏହି ଘଟଣାକୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସିପକୁଦା ଗ୍ରାମରେ ତହସିଲଦାରଙ୍କୁ ଘେର କୈଫିୟତ ମାଗିଥିଲେ। ସୂଚନାନୁଯାୟୀ, ତହସିଲଦାର…

ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର

ଭଦ୍ରକ ଅଫିସ,୧୩ା୪: ଲାଞ୍ଚ ନେବାବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ସେକ୍ସନ ଅଫିସରଙ୍କୁ ଧରିଛନ୍ତି। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ଭଦ୍ରକ ଟାଉନରେ ଏପରି ଘଟଣା ଦେଖିବାକୁ ମିଳିଛି। ଧୂଷୁରୀ ସାଆଁଳପୁର ଆଇଜିଏମ…

ମଣିଷ ପରି ଚାଲୁଛି କୁକୁର, ଭିଡିଓ ଦେଖିଲେ…

କୁହାଯାଏ, ଇଚ୍ଛା ଥିଲେ ସବୁ ସମ୍ଭବ। ଏହା କେବଳ ମଣିଷମାନଙ୍କ ପାଇଁ ଯେ, ପ୍ରଯୁଜ୍ୟ ତାହା ନୁହେଁ; ଏହା ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ସମ୍ଭବ ହୋଇଥାଏ। ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ…

ପୁଟିନ୍‌ଙ୍କ ହାତରେ ପୁଣି ନ୍ୟୁକ୍ଲିୟର ବ୍ରିଫ୍‌କେସ୍‌, ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା ନେଇ ଚର୍ଚ୍ଚା !…

ମସ୍କୋ, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୮ ଦିନ ବିତିଛି। କିନ୍ତୁ ଏତେ ଦିନ ପରେ ମଧ୍ୟ ରୁଷିଆର ସେନା ପଛଘୁଞ୍ଚା ଦେଇ ନାହାନ୍ତି କିମ୍ବା ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌କୁ ଦଖଲ କରିବାରେ ସକ୍ଷମ ହୋଇ ନାହାନ୍ତ।…

ଶାଳଗଛରେ ଭାଲୁ: ଆତଙ୍କରେ ଗ୍ରାମବାସୀ

ଉମରକୋଟ,୧୩ା୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ସୀ ପଞ୍ଚାୟତର ଜୁନାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ଶାଳଗଛରେ ଭାଲୁଟି ଚଢ଼ିଯାଇଛି। ଗଛଟି ବହୁତ ଉଚ୍ଚ ଥିବାରୁ ତଳକୁ ଆସି ପାରୁନାହିଁ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ସକାଳୁ ଗ୍ରାମର କିଛି ଲୋକ…

କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ଅସମ୍ଭବ…

ନୂଆଦିଲ୍ଲୀ, ୧୩।୪ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର ଦେଶରେ ଏକ ତୃତୀୟ ମାମ୍ମୁଖ୍ୟ ଗଠନ ନେଇ ବୁଧବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ସମ୍ଭବ ନୁହେଁ।…

ମିଳିଲା ଶତାଧିକ ଚୋରି ମୋବାଇଲ

ବରଗଡ଼ ଅଫିସ,୧୩ା୪: ବରଗଡ଼ ଜିଲା ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର୍‌ ସେଲର ସହାୟତା ନେଇ ପୋଲିସ ୧୦୧ଟି ମୋବାଇଲ ଜବତ କରିଛି। ଜବତ ମୋବାଇଲର ସମୁଦାୟ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ବୁଧବାର…

ପାକିସ୍ତାନ ଜେଲରେ ୫୦ ବର୍ଷ ଧରି ବନ୍ଦୀ ଥିବା ମେଜରଙ୍କ ମୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ଜବାବ୍‌ ତଲବ…

ନୂଆଦିଲ୍ଲୀ, ୧୩।୪ : ପାକିସ୍ତାନ ଜେଲରେ ୫୦ ବର୍ଷ ଧରି ବନ୍ଦୀ ଥିବା ମେଜର କନଓ୍ବଲଜିତ୍‌ ସିଂଙ୍କ ମୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ କରିଛନ୍ତି ସୁପ୍ରିମ୍‌କୋର୍ଟ (ଏସ୍‌ସି)। ଏହାର ଶୁଣାଣି ୩ ସପ୍ତାହ ପରେ ହେବ ବୋଲି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?