Home

ଏକାଧିକ ଭୋଟର ତାଲିକାରେ ନାଁ ଥିଲେ କାଟ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ବୁଧବାର ରାଜ୍ୟର ୩୦ ଜିଲାର ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସରେ ନିର୍ଭୁଲ୍‌ ଭୋଟର ତାଲିକା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ଅବସରରେ ଲୋହାନି କହିଛନ୍ତି, ଏକାଧିକ…

୩୯୮ ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ…

ମସ୍କୋ, ୧୪।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶ ରୁଷିଆ ଅର୍ଥନୈତିକ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ କଟକଣା ଲଗାଇଛନ୍ତି। ଏହାର ଜବାବ ଦେଇ ରୁଷିଆ ଆମେରିକା କଂଗ୍ରେସର ୩୯୮…

ସୀମାରେ ୩୦୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ…

ଶ୍ରୀନଗର, ୧୪।୪ : ଜମ୍ମୁ-କଶ୍ମୀର ଉପତ୍ୟକାକୁ ଲାଗିଥିବା ଭାରତ ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲ (ଏଲ୍‌ଓସି) ରେ ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଗୁପ୍ତଚର ଏଜେନ୍ସିର ଇନପୁଟ ଅନୁଯାୟୀ, ଚାରିଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ ସୀମା ପାର ପାକିସ୍ତାନ…

ନିଆଁକୁ ଆୟତ୍ତ କରିବା ମୁଖ୍ୟ ଲକ୍ଷ୍ୟ

କୌଣସିଠାରେ ନିଆଁ ଲାଗିଲେ ଦମକଳ ବାହିନୀ ପହଞ୍ଚି ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ କରିଥାନ୍ତି। ସେମାନଙ୍କ କାର୍ଯ୍ୟ ଏବଂ ଦାୟିତ୍ୱବୋଧକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଏପ୍ରିଲ୍‌ ୧୪ରେ ଜାତୀୟ ଅଗ୍ନିଶମ ସେବା ଦିବସ ପାଳିତ ହୋଇଥାଏ। ୧୪ ଏପ୍ରିଲ୍‌…

ବୁଚାରେ ୨୫ ଦିନ ବଳାତ୍କାର

କିଭ୍‌, ୧୪ା୪: କିଭ୍‌ ଛାଡ଼ି ରୁଷୀୟ ସୈନ୍ୟ ଚାଲିଯାଇଥିଲେ ହେଁ ୟୁକ୍ରେନ୍‌ ଲୋକଙ୍କ ପ୍ରତି ସେମାନଙ୍କ ବର୍ବରତା ଓ ଅମାନବୀୟ ଅତ୍ୟାଚାର କାହାଣୀ ଏବେ ସାମ୍‌ନାକୁ ଆସିବାରେ ଲାଗିଛି। ରୁଷିଆ ଯୁଦ୍ଧ ଅପରାଧର ଯାଞ୍ଚ କରୁଥିବା ୟୁକ୍ରେନ୍‌ ସମେତ ବାହାର ଦେଶର…

ମୃତଦେହ ଖୋଳି ତନାଘନା

କିଭ୍‌, ୧୪ା୪: ବୁଚା ଗଣହତ୍ୟା ପରେ ରୁଷୀୟ ସୈନ୍ୟଙ୍କ ନରଂସହାରର ପ୍ରମାଣ ପାଇଁ ତଦନ୍ତକାରୀ ଟିମ୍‌ ସେଠାରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି। ଶୁକ୍ରବାରଠାରୁ କିଭ୍‌ର ଫରେନ୍ସିକ୍‌ ଟିମ୍‌ ବୁଚାରେ ପୋତାଯାଇଥିବା ମୃତଦେହ ଖୋଳି ତନାଘନା କରୁଛନ୍ତି। ଏହାସହ ବାହାର ଦେଶର ତଦନ୍ତକାରୀ…

ହଂସଖାଲି ଗଣବଳାତ୍କାର, ହତ୍ୟା: ତେଜିଲା ରାଜନୀତି

କୋଲକାତା/ନୂଆଦିଲ୍ଲୀ,୧୪ା୪: ପଶ୍ଚିମବଙ୍ଗର ନଦୀୟା ଜିଲା ହଂସଖାଲିରେ ଜଣେ ୧୪ ବର୍ଷୀୟା ଝିଅଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯିବା ମାମଲାରେ ରାଜନୀତି ସରଗରମ ହେବାରେ ଲାଗିଛି। ବିରୋଧୀ ଭାଜପା ଏହି ପ୍ରସଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଟାର୍ଗେଟ କରିଛି। ଭାଜପା ରାଷ୍ଟ୍ରୀୟ…

ଗୋଟାବାୟାଙ୍କ ବିରୋଧରେ ଆସିବ ମହାଭିଯୋଗ

କଲମ୍ବୋ, ୧୪ା୪: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଘନେଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଜାରି ଥିବାବେଳେ ତାଙ୍କ ବିରୋଧରେ ମହାଭିଯୋଗ ଓ ଅନାସ୍ଥା ପ୍ରସ୍ତାବ ଆଣିବା ନିମନ୍ତେ ବିରୋଧୀ…

ହିନ୍ଦୀକୁ ତାମିଲନାଡୁ ଭାଜପାର ବିରୋଧ

ଚେନ୍ନାଇ,୧୪।୪ : ହିନ୍ଦୀ ଭାଷାକୁ ବଳପୂର୍ବକ ଲଦିଦେବା ଉଦ୍ୟମକୁ ତାମିଲନାଡୁ ଭାଜପା ବିରୋଧ କରେ ବୋଲି ଏହାର ସଭାପତି କେ. ଆନ୍ନାମଲାଇ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ହିନ୍ଦୀ ଭାଷାକୁ ଇଂଲିଶର ବିକଳ୍ପ କରାଯିବା ଉଚିତ ବୋଲି କହିବା ପରେ…

ନାବାଳକଙ୍କର ୭୦ ସେମି ଲାଞ୍ଜ

କାଠମାଣ୍ଡୁ,୧୪।୪ : ନେପାଳର ଜଣେ ୧୬ ବର୍ଷୀୟ ବାଳକଙ୍କର ୭୦ ସେଣ୍ଟିମିଟର ଲମ୍ବର ଲାଞ୍ଜ ଦେଖିବାକୁ ମିଳିଛି। ଦେଶାନ୍ତ ଅଧିକାରୀ ନାମକ ଉକ୍ତ ନାବାଳକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚିକିତ୍ସା ବିଜ୍ଞାନରେ…

ଅଏଲ୍‌ ଇଣ୍ଡିଆକୁ ସାଇବର ଆକ୍ରମଣ

ଗୁଆହାଟୀ/ନୂଆଦିଲ୍ଲୀ,୧୪ା୪: ଭାରତର ଅନ୍ୟତମ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ ଉତ୍ପାଦନକାରୀ କମ୍ପାନୀ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ (ଅଏଲ୍‌) ଉପରେ ସାଇବର ଆକ୍ରମଣ ହୋଇଛି। ଆସାମ ଦିବ୍ରୁଗଡ଼ ଜିଲାର ଦୁଲିଆଜାନ୍‌ରେ ଥିବା ଅଏଲ୍‌ ମୁଖ୍ୟାଳୟକୁ ବିଦେଶୀ ହ୍ୟାକର୍ସମାନେ ଟାର୍ଗେଟ କରି ଏହାର ନେଟ୍‌ଓ୍ବର୍କ, ସର୍ଭର…

ମୁମ୍ବାଇର ଲଗାତର ପଞ୍ଚମ ପରାଜୟ

ପୁଣେ,୧୨୵୪: ଆଇପିଏଲ ୨୦୨୨ର ୨୩ତମ ମ୍ୟାଚରେ ଆଜି ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡିଛି। ପୁଣେରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୧୯୯ ରନର ବିଜୟ ଲକ୍ଷ୍ୟକୁ ପିଛା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?