ରାଜନୀତିରୁ ସନ୍ୟାସ ନେବେ ଆଣ୍ଟୋନି, ସୋନିଆଙ୍କୁ ଲେଖିଲେ ଚିଠି…
ନୂଆଦିଲ୍ଲୀ,୯।୩ : କଂଗ୍ରେସରୁ ଜଣେ ବରିଷ୍ଠ ନେତା ବିଦାୟ’ନେବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିବା ଏ.କେ ଆଣ୍ଟୋନି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଏସମ୍ପର୍କରେ କହିଛନ୍ତି। ସେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଛନ୍ତି…
ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ତଳମୁହାଁ…
ନୂଆଦିଲ୍ଲୀ, ୯।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୪ ହଜାର ୫୭୫…
ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ଯୁଦ୍ଧ, ୫ ବଡ଼ ବିକ୍ରେତା…
ଓ୍ବାଶିଂଟନ/ମସ୍କୋ,୯।୩: ୟୁକ୍ରେନ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଅସ୍ତ୍ରଶସ୍ତ୍ର ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରୁଷିଆର ଆଣବିକ ଅସ୍ତ୍ର ପ୍ରୟୋଗ ଭୟରେ ଆମେରିକା ଏବଂ ନାଟୋ ଦେଶକୁ ୟୁକ୍ରେନଠାରୁ ଦୂରରେ ରହିଛନ୍ତି। ତୃତୀୟ ବିଶ୍ୱଯୁଦ୍ଧର ଭୟ ସଭିଙ୍କୁ…
ପୁଟିନ୍ଙ୍କ ଭୟରେ ଯୁଦ୍ଧ ବିମାନ ଦେବାକୁ ମନାକଲେ ବାଇଡେନ୍…
ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନକୁ ପୁଣି ଏକ ବଡ ଝଟକା ମିଳିଛି। ପୋଲାଣ୍ଡର ୨୮ ମିଗ -୨୯ ଯୁଦ୍ଧ ବିମାନ ଯୋଗାଇବା ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି। ପୋଲାଣ୍ଡର ମିଗ-୨୯ ଯୁଦ୍ଧ ବିମାନକୁ ଜର୍ମାନୀର ଆମେରିକାର ବାୟୁସେନା ବେସକୁ ସ୍ଥାନାନ୍ତର କରିବାକୁ ଆମେରିକାର…
ରାଜ୍ୟପାଳଙ୍କୁ ଅଟକାଇଲେ ଟିଏମ୍ସି ବିଧାୟକ
କୋଲକାତା,୯ା୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ଭାଜପା ବିଧାୟକମାନେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ରାଜ୍ୟପାଳ ଜଗଦୀପ୍ ଧନ୍ଖରଙ୍କୁ ତାଙ୍କ ଅଭିଭାଷଣ ରଖିବା…
ସୁମିରୁ ଉଦ୍ଧାର ହେଲେ ସବୁ ଭାରତୀୟ
ସୁମି,୯ା୩: ୟୁକ୍ରେନ୍ର ସୁମିରେ ଫସିଥିବା ସମସ୍ତ ୬୯୪ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ବସ୍ ଯୋଗେ ପୋଲଟାଭା ଅଣାଯାଇଥିବା ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସେଠାରୁ ସେମାନେ ବିମାନ ଯୋଗେ ଭାରତ ଫେରିବେ। ଗଣମାଧ୍ୟମକୁ ପ୍ରତିକ୍ରିୟା…
କାନ୍ଦିକାନ୍ଦି ଏକା ଦେଶ ଛାଡ଼ୁଛନ୍ତି ବାଳକ
କ୍ୱିଭ୍,୯ା୩: ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ରେ ଜନସାଧାରଣଙ୍କ ଦୁର୍ଦ୍ଦଶାର ଅସଂଖ୍ୟ କାହାଣୀ ଭିତରୁ ଗୋଟିଏର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ବାଳକ ହାତରେ କିଛି ଚକୋଲେଟ୍, ଏକ ବ୍ୟାଗ୍ରେ କଣ୍ଢେଇ ଧରି କାନ୍ଦିକାନ୍ଦି ୟୁକ୍ରେନ୍ରୁ ପୋଲାଣ୍ଡ ସୀମା ଅଭିମୁଖେ ଯାଉଥିବା…
ୟୁକ୍ରେନ୍ ଛାଡ଼ିଲେଣି ୨୦ ଲକ୍ଷ
କ୍ୱିଭ୍, ୯ା୩: ଯୁଦ୍ଧର ୧୩ତମ ଦିନରେ ଅସ୍ତ୍ରବିରତି ଘୋଷଣା କରାଯାଇ କ୍ୱିଭ୍ ନିକଟ ଇରପିନ୍ ଏବଂ ଉତ୍ତର ସହର ସୁମିରୁ ସାଧାରଣ ନାଗରିକଙ୍କୁ ହ୍ୟୁମାନ କରିଡର ଦ୍ୱାରା ବାହାର କରାଯିବା ନିମନ୍ତେ ବ୍ୟବସ୍ଥା ହୋଇଛି। ରୁଷିଆର ଆକ୍ରମଣ ପରଠାରୁ ଏ ପର୍ଯ୍ୟନ୍ତ…
ରୁଷିଆର ଗ୍ୟାସ୍ ଯୋଗାଣ ବନ୍ଦ ଧମକ
ମସ୍କୋ, ୯ା୩: ୟୁକ୍ରେନ୍ ଉପରେ ଆକ୍ରମଣ ଯୋଗୁ ରୁଷିଆ ଉପରେ ଆମେରିକା ସମେତ ବିଭିନ୍ନ ଦେଶ କଟକଣା ଲଗାଇ ଚାଲିଛନ୍ତି। ଏଥିଯୋଗୁ ରୁଷିଆର ବ୍ୟାଙ୍କିଙ୍ଗ ସିଷ୍ଟମ, ଅର୍ଥ ବ୍ୟବସ୍ଥା ଏବଂ ମୁଦ୍ରା ରୁବଲ ଉପରେ ଏହାର ପ୍ରଭାବ ପଡ଼ିଛି। ଏବେ ରୁଷିଆରୁ…
‘୨ଠ୨୪ ମଧ୍ୟରେ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କର’
ଭୁବନେଶ୍ୱର, ୯ା୩(ବ୍ୟୁରୋ): ମାଲକାନଗିରିଠାରେ ନୂଆ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ କରି ୨ଠ୨୪ ଜାନୁୟାରୀ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ…
ଫିଚର ଫୋନ୍ରେ ଡିଜିଟାଲ ପେମେଣ୍ଟ
ମୁମ୍ବାଇ,୯ା୩: ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ପ୍ରଚଳନର ପ୍ରାୟ ୬ ବର୍ଷ ପରେ ଏବେ ସାଧାରଣ ଫିଚର ଫୋନ୍ରେ ମଧ୍ୟ ଡିଜିଟାଲ ପେମେଣ୍ଟ ଅର୍ଥାତ୍ ଟଙ୍କା ଦେଣନେଣ କରିହେବ। ଏନେଇ ନୂଆ ଡିଜିଟାଲ ଫିଚର ‘ୟୁପିଆଇ ୧୨୩ପେ’ ଉପଲବ୍ଧ ହୋଇଛି, ଯଦ୍ଦ୍ବାରା…
ଗ୍ୟାସ୍ ଟ୍ରାଜେଡି ମୁକାବିଲା ଯୋଜନାକୁ ଅଣଦେଖା
ଯାଜପୁର ଅଫିସ,୯ା୩: ୧୯୮୪ର ଭୋପାଳ ଗ୍ୟାସ୍ ଟ୍ରାଜେଡି କଥା ମନେପଡ଼ିଲେ ଏବେ ବି ଦେହ ଶିହରି ଉଠେ। ଏଥିରେ ପ୍ରାୟ ୩,୭୮୭ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କ ସଂଖ୍ୟା ବି କମ୍ ନ ଥିଲା। ୨୦୦୮ରେ ସମ୍ବଲପୁର ଜିଲା ଠେଲକୋଲୋଏସ୍ଥିତ ଭୂଷଣ ଷ୍ଟିଲର…
Archives


