ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାରରେ ବୁଲୁଛନ୍ତି ଭାଜପା ନେତା
ଗଞ୍ଜାମ,୨୧ା୩(ଡି.ଏନ୍.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗଞ୍ଜାମ ସହର। ନିଜ ଦଳୀୟ ପାର୍ଥୀଙ୍କୁ ଜିତାଇବାକୁ ଲାଗିପଡ଼ିଛନ୍ତି ଆଗଧାଡ଼ିର ନେତା। ଏହି ଏନ୍ଏସିରେ ଅଧ୍ୟକ୍ଷା ପାଇଁ ବିଜେଡି, ଭାଜପା, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀ…
ବାଘ ଶାବକର ମୃତ୍ୟୁ
ବାରଙ୍ଗ,୨୧ା୩(ଡି.ଏନ୍.ଏ.): ନନ୍ଦନକାନନରେ ବାଘୁଣୀ ରୁପା ଜନ୍ମ ଦେଇଥିବା ୩ଟି ଶାବକ ମଧ୍ୟରୁ ଗୋଟିଏ ଧଳା ଶାବକର ମୃତ୍ୟୁ ହୋଇଛି। ଶାବକଟି ୧୦ ଦିନର ହୋଇଥିଲା। ରବିବାର ହଠାତ୍ ଶାବକଟି ଅସୁସ୍ଥ ହୋଇପଡ଼ିଥିଲା। ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର…
ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏଏପି
ଚଣ୍ଡିଗଡ,୨୧।୩: ପଞ୍ଜାବରୁ ପାଞ୍ଚଟି ରାଜ୍ୟ ସଭା ଆସନ ପାଇଁ ପାଇଁ ଆମ୍ ଆଦମୀ ପାର୍ଟି ନିଜ ପ୍ରାର୍ଥୀ ଘୋଷଣା କରିଛି। କ୍ରିକେଟର ହରଭଜନ ସିଂ, ପଞ୍ଜାବରେ ଏଏପିର ସହ ପ୍ରଭାରୀ ରାଘବ ଚଢା, ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକ,ଲୁଧିୟାନା ବ୍ୟବସାୟୀ…
ମା’ ହେବେ ସୋନମ କପୁର
ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଇନ୍ଷ୍ଟାଗ୍ରାମରେ ଫଟୋ ଶେୟାର କରି ସେ ଏନେଇ ସୂଚନା ଦେଇଛନ୍ତି। ଫଟୋରେ ସେ ସ୍ବାମୀ ଆନନ୍ଦ ଆହୁଜାଙ୍କ କୋଳରେ ଶୋଇଥିବାର ନଜର ଆସୁଛନ୍ତି। ଏହାସହ ତାଙ୍କ ବେବି ବମ୍ପ ସ୍ପଷ୍ଟ…
ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା: ୬ ଗିରଫ
ପୁରୀ ଅଫିସ,୨୧ା୩: ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁରୀ ପୋଲିସ। ହତ୍ୟା ଅଭିଯୋଗରେ ସୋମବାର ୬ ଜଣଙ୍କୁ ଗିରଫ କରାଯାଇଥିବା ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ପୁରୀ ଏସ୍ପି। ଅଭିଯୁକ୍ତମାନଙ୍କ ମଧ୍ୟରୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଏବଂ…
ଆଗାମୀ ପିଢ଼ି ପାଇଁ ଜଳ ସଂରକ୍ଷଣ
ଆମ ଜୀବନ ଧାରଣ ପାଇଁ ଜଳ ନିତାନ୍ତ ଆବଶ୍ୟକ। ଆମ ଶରୀରର ପ୍ରମୁଖ ଅଂଶ ହେଉଛି ଜଳ। ଜଳ ବିନା ଜୀବନ ଧାରଣ ଅସମ୍ଭବ। ଆମ ପୃଥିବୀ ପୃଷ୍ଠରେ ପାନୀୟ ଜଳର ପରିମାଣ ସୀମିତ। ତଥାପି ଆମେ ଏଥିପ୍ରତି ସଚେତନ ନ…
ମାତ୍ର ଏତିକି ଘଣ୍ଟା ଶୋଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ପୁଣେ,୨୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ମାତ୍ର ୨ ଘଣ୍ଟା ଶୋଉଛନ୍ତି ବାକି ୨୨ ଘଣ୍ଟା ସେ କାମ କରୁଛନ୍ତି ବୋଲି ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ ଦାବି କରିଛନ୍ତି। କୋଲହାପୁର ଉତ୍ତର ବିଧାନସଭା ଉପ-ନିର୍ବାଚନ ପୂର୍ବରୁ ଭାଜପା କର୍ମୀଙ୍କୁ…
ଜଳ ସଙ୍କଟ
ପୃଥିବୀ ଏକ ଜଳ ଗ୍ରହ ହେଲେ ସୁଦ୍ଧା ଏଠାରେ ଜଳର ଭଣ୍ଡାର ସୀମିତ। ଏହାର ପ୍ରାୟ ୯୭.୫ ପ୍ରତିଶତ ଜଳ ସମୁଦ୍ର, ମହାସମୁଦ୍ରରେ ଗଚ୍ଛିତ, ଯାହା ଲୁଣିଆ ଓ ମନୁଷ୍ୟ ବ୍ୟବହାର ଉପଯୋଗୀ ନୁହେଁ। ଅବଶିଷ୍ଟ ୨.୫ ପ୍ରତିଶତ ମଧୁର ଜଳ…
କୁଆଖାଇ ନଦୀପଠାରେ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରବାର ଲୋକେ
ଭୁବନେଶ୍ୱର,୨୧ା୩(ବ୍ୟୁରୋ): ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ ବାଙ୍କଆଳ ଘାଟରେ ସୋମବାର ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ହୋଲିରେ ଗାଧୋଇବାକୁ ଆସି ସେ ନିଖୋଜ ଥିଲେ। ମୃତକ ଜଣକ ମହିଷାଖାଲ ବସ୍ତିର ବୋଲି ଆଲୋକ ଜେନା ବୋଲି ଜଣାପଡ଼ିଛି। ତାଙ୍କୁ କେହି…
ଆତ୍ମସମର୍ପଣ କରିବାକୁ ମନା କଲା ୟୁକ୍ରେନ
କ୍ୱିଭ୍,୨୧।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟ ମଧ୍ୟରେ ୨୬ ଦିନ ମଧ୍ୟରେ ଲାଗିଥିବା ଏହି ଯୁଦ୍ଧ ଥମିବାର ନାଁ ନେଉନାହିଁ। ୟୁକ୍ରେନର ଅନେକ ସହରରେ ଯୁଦ୍ଧ ଜାରି ରହିଛି। ରୁଷିଆ ବାରମ୍ବାର…
ଆମୋନିଆ ଗ୍ୟାସ୍ ଲିକ୍, ଲୋକଙ୍କୁ ଅଣ୍ଡରଗ୍ରାଉଣ୍ଡରେ ରହିବାକୁ ପରାମର୍ଶ
କ୍ୱିଭ୍,୨୧।୩: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧର ଆଜି ୨୬ତମ ଦିନ। ରୁଷିଆ ୟୁକ୍ରେନ ରାଜଧାନୀ କ୍ୱିଭ୍ ଦଖଲ ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛି। କିନ୍ତୁ ୟୁକ୍ରେନରୁ ଆତ୍ମସମର୍ପଣ କରିବାକୁ ଆଦୌ ଚାହୁଁନାହିଁ। ଏହି ସମୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତିି,ସେ…
ଭାରତରେ ଚତୁର୍ଥ ଲହର ହେବନି ଗୁରୁତର, ବିଶେଷଜ୍ଞଙ୍କ ସୂଚନା…
ନୂଆଦିଲ୍ଲୀ,୨୧।୩ : ଚାଇନାରେ ଓମିକ୍ରନ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଅନ୍ୟ କେତେକ ଦେଶରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ୟୁରୋପରେ…
Archives


