Home

ଜେଲ୍‌ରୁ ମୁକୁଳିଲେ ଚିଲିକା ବିଧାୟକ

ଖୋର୍ଦ୍ଧା ଅଫିସ,୨୭।୪: ଜାମିନରେ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୭ ଦିନିଆ ଅନ୍ତରୀଣ ଜାମିନରେ ବାଣପୁର ଉପକାରାଗାରରୁ ମୁକୁଳିଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ ହାଇକୋର୍ଟରୁ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ତେବେ ସ୍ବାସ୍ଥ୍ୟଜନିତ ସମସ୍ୟା…

ଦଳର ପ୍ରଦର୍ଶନ ଦେଖି ୩-୪ ଟିଭି ରିମୋଟ ଭାଙ୍ଗିଦେଲେ କୋଚ

ମୁମ୍ବାଇ,୨୭।୪: ଆଇପିଏଲ ୨୦୨୨ରେ ଦିଲ୍ଲୀର ପ୍ରଦର୍ଶନ କିଛି ବିଶେଷ ହୋଇନାହିଁ। ୭ଟି ମ୍ୟାଚ୍‌ରେ ଚାରିଟି ପରାଜୟ ଏବଂ ତିନୋଟି ବିଜୟ ସହିତ ଦଳ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି। ଦଳକୁ ବିଜୟ ଟ୍ରାକ୍‌କୁ ଫେରିବା ପାଇଁ ତାଙ୍କ ଦଳକୁ କେବଳ…

ମାଟ୍ରିକ ପରୀକ୍ଷା ଦ୍ୱିତୀୟ ସିଟିଂ ସମୟ ବଦଳିଲା

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ସମୟରେ ପରିବର୍ତ୍ତନ କରାଯାଇଛି। ରେଗୁଲାର ପିଲାଙ୍କ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟରେ ହେବାକୁ ଥିବା ବେଳେ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସମୟରେ ପରିବର୍ତ୍ତନ କରାଯାଇଛି। ସେକେଣ୍ଡ ସିଟିଂରେ…

ଫର୍ଚୁନର କାର୍‌ ଚଳାଇ ଚର୍ଚ୍ଚାରେ ୮ ବର୍ଷର ବାଳକ, ଡ୍ରାଇଭିଂ ଦେଖି ଲୋକେ କାବା

ଛୋଟ ବୟସରେ ବଡ଼ କାରନାମା। ମାତ୍ର ୮ ବର୍ଷ ବୟସରେ ଫର୍ଚୁନର ଭଳି ଭାରି କାର୍‌ ଚଳାଇ ଚର୍ଚ୍ଚାରେ ଜଣେ ବାଳକ। ତାଙ୍କୁ ଯେ କେହି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ। ଏବେ ତାଙ୍କର ଭିଡିଓ ବେଶ ଭାଇରାଲ ହେଉଛି। କାର ଚଳାଉଥିବା…

କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଜମ୍ମୁ କଶ୍ମୀରରେ ହାଇଡ୍ରୋ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ…

ଶାହିଦଙ୍କ ‘ଜର୍ସି’ ସୁପର ଫ୍ଲପ୍‌

ବମ୍ବେ: ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ବିଫଳ ହୋଇଛି ‘ଜର୍ସି’। ଏପ୍ରିଲ ୨୨ରେ ସିନେମାଘରେ ରିଲିଜ ହୋଇଥିଲା ଫିଲ୍ମ। ପ୍ରଥମ ଦିନରୁ ଏହା ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇନାହିଁ। ହିଟ୍‌ ହେବା ପରିବର୍ତ୍ତେ ଫିଲ୍ମଟି ‘ସୁପର…

ପରଦାକୁ ଆସିବ ‘କେଜିଏଫ-୩’

କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ-୨’ ବକ୍ସ ଅଫିସରେ ରେକର୍ଡ କରିଛି। ନିକଟରେ ସାଉଥଙ୍କ ସୁପରଷ୍ଟାର ୟଶ ତାଙ୍କ ଫିଲ୍ମର ସଫଳତା ବିଷୟରେ କହିଛନ୍ତି। ଏହା ସହିତ ‘କେଜିଏଫ-୩’ ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି। ଅଭିନେତା କହିଛନ୍ତି ଯେ ଫିଲ୍ମର…

ପୁଅର ଫଟୋ ଶେୟାର କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ପୁଣି ଥରେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୁଅର ଏକ ସୁନ୍ଦର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ତାଙ୍କ ପୁଅ ଆଭିଆନ ଏକ ଛୋଟ ଗଛ ସହିତ ଖେଳିବା ଏବଂ ଏହାର ପତ୍ର ଛୁଇଁ ହସିବାରେ ବ୍ୟସ୍ତ…

ଆମେରିକା ସହ ବନ୍ଧୁତା ଚାହୁଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ହାତରୁ କ୍ଷମତା ହରାଇବା ପଛରେ ବୈଦେଶିକ ହସ୍ତକ୍ଷେପ ବିଷୟରେ କହୁଥିବାବେଳେ ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ୍‌ କହିଛନ୍ତି, ତାଙ୍କ ସହ ଆମେରିକାର ଶତ୍ରୁତା ରହିବା ଉଚିତ ନୁହେଁ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ…

‘କୋହଲି ଆଇପିଏଲ୍‌ରୁ ଓହରି ଯିବା ଉଚିତ୍‌’

ମୁମ୍ବାଇ,୨୭।୪: ଆଇପିଏଲ୍‌ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। କୋହଲି ୯ଟି ମ୍ୟାଚ୍‌ରେ ହାରାହାରି ୧୬ରେ ମାତ୍ର ୧୨୮ ରନ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ଭାରତୀୟ ଦଳର ପୂର୍ବତନ କୋଚ…

ରାଜଦ୍ରୋହ ଆଇନର ସାମ୍ବିଧାନିକ ବୈଧତା, ୪ ଦିନରେ ଜବାବ୍‌ ଦାଖଲ କରିବେ କେନ୍ଦ୍ର ସରକାର, ମେ‘ ୫ରେ ଶୁଣାଣି…

ନୂଆଦିଲ୍ଲୀ, ୨୭।୪ : ରାଜଦ୍ରୋହ ଆଇନର (୧୨୪-ଏ) ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ବୁଧବାର ଦିନ ଶୁଣାଣି ହୋଇପାରି ନାହିଁ। କିନ୍ତୁ କୋର୍ଟ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏହି ସପ୍ତାହରେ…

ଚାର୍‌ ଧାମ୍‌ ଯାତ୍ରା ପାଇଁ କରୋନା ପରୀକ୍ଷା ଜରୁରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା…

ନୂଆଦିଲ୍ଲୀ, ୨୭।୪ : ଉତ୍ତରାଖଣ୍ଡର ଚାର୍‌ ଧାମ୍‌ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ କରୋନା ପରୀକ୍ଷା କରାଯିବା ଜରୁରୀ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ଧନ ସିଂ ରାଓ୍ବତ ବୁଧବାର ସୂଚନା ପ୍ରଦାନ କରିଛନ୍ତିି। ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?