କ୍ରିପ୍ଟୋ: ସ୍ବତନ୍ତ୍ର ଆଇଟି ରିଟର୍ନ ସ୍ତମ୍ଭ ରହିବ
ନୂଆଦିଲ୍ଲୀ, ୩ା୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ ବେଳେ ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋକରେନ୍ସି ଉପରେ ବିବରଣୀ ପ୍ରଦାନ କରିଥିଲେ। ଏହାପରଠୁ ଭାରତର ଡିଜିଟାଲ ମୁଦ୍ରାର ରୂପରେଖ ଏବଂ ଅନ୍ଲାଇନରେ ଚାଲିଥିବା…
‘ତୁମ ପାଇଁ ଦେଶରେ ବେରୋଜଗାରୀ ବୃଦ୍ଧି ପାଉଛି’
ନୂଆଦିଲ୍ଲୀ,୨।୨: କେନ୍ଦ୍ର ସରକାରଙ୍କ ପାଇଁ ଦେଶରେ ବେରୋଜଗାର ହାର ବଢ଼ି ଚାଲିଛି। ସଂସଦରେ ବୁଧବାର ଏଭଳି କଡ଼ା ଶବ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। “ତୁମେ ମେକ ଇନ୍ ଇଣ୍ଡିଆ କଥା କହୁଛ। ତୁମେ…
ସର୍ବସାଧାରଣ ସ୍ଥାନରେ ସ୍ତ୍ରୀଙ୍କ ସହ ଦେଖା ଦେଲେ କିମ୍
ପ୍ୟୋଙ୍ଗୟାଙ୍ଗ୍,୨ା୨: ଉତ୍ତରକୋରିଆର କ୍ରୁର ଶାସକ କିମ୍-ଜୋଙ୍ଗ-ଉନ୍ ତାଙ୍କ ସ୍ତ୍ରୀ ଏବଂ ଖୁଡ଼ୀଙ୍କ ସହ ବୁଧବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। କରୋନା ମହାମାରୀ ସମୟରେ ଶାସକ ପରିବାର ବାହାରେ ଚଳପ୍ରଚଳଠାରୁ ଦୂରେଇ ରହିଥିବାରୁ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। ରାଜଧାନୀ…
୧୧ ଚନ୍ଦନ ଗଛ ଚୋରି
କେନ୍ଦୁଝର,୨ା୨(ସ୍ବ.ପ୍ର.): ଚମ୍ପୁଆସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ପରିସରରୁ ଗତ ୨୮ ତାରିଖରେ ୧୧ ଟି ମୂଲ୍ୟବାନ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ତେବେ ଏ ନେଇ କୌଣସି ରିପୋର୍ଟ ଥାନାରେ ଦିଆଯାଇ ନାହିଁ। ଫଳରେ ଏହାକୁ ନେଇ ସ୍ଥାନୀୟ…
ପୁଅର ପ୍ରଥମ ଜନ୍ମଦିନର ଫଟୋ ଶେୟାର କଲେ କମେଡି କିଙ୍ଗ୍
ମୁମ୍ବାଇ: କମେଡି କିଙ୍ଗ୍ ତଥା ଅଭିନେତା କପିଲ ଶର୍ମା ବୁଧବାର ପ୍ରଶଂସକଙ୍କ ସହ ତାଙ୍କ ପୁଅ ତ୍ରିଶାନଙ୍କ ପ୍ରଥମ ଜନ୍ମଦିନର ଫଟୋ ଶେୟାର କରିଛନ୍ତି। ତ୍ରିଶାନଙ୍କ ପ୍ରଥମ ଜନ୍ମଦିନର ଗୋଟିଏ ଦିନ ପରେ ସେ ସୁନ୍ଦର ଫଟୋଟିଏ ଶେୟାର କରିଛନ୍ତି। ଯେଉଁଥିରେ…
ଫେକ୍ ନ୍ୟୁଜ୍ ହଟାଇ ନ ଥିବାରୁ ସୋସିଆଲ ମିଡିଆକୁ ତାଗିଦ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨ା୨: ନିକଟରେ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ ଆମେରିକାର ବୃହତ ଟେକ୍ନୋଲୋଜି କମ୍ପାନୀଗୁଡିକର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ବୈଠକ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଛି। କେନ୍ଦ୍ରୀୟ ଅଧିକାରୀମାନେ ତୁରନ୍ତ ସେମାନଙ୍କ ପ୍ଲାଟଫର୍ମରୁ ମିଥ୍ୟା ଖବର ହଟାଇ ନ ଥିବାରୁ ଗୁଗ୍ଲ, ଟୁଇଟର ଏବଂ…
ପାଣିଟାଙ୍କି ଥାଇ ଯୋଗାଣ ବନ୍ଦ
ଦାରିଙ୍ଗବାଡ଼ି,୨ା୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳ ଡକରବାଡ଼ି ଏବଂ ଗବାଟବାଡ଼ି ଗ୍ରାମରେ ପିଇବା ପାଣି ସମସ୍ୟା ଉତ୍କଟରୂପ ଧାରଣ କରିଛି। ଖରାଦିନ ପୂର୍ବରୁ ପାନୀୟଜଳ ଅଭାବ ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀ ନିକଟ ଚୁଆ, ନାଳରୁ ପାଣି…
ଦଳୀୟ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କଲେ ବ୍ରହ୍ମପୁର ବିଧାୟକ
ରାଇକିଆ,୨ା୨(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବିଜେଡି ପକ୍ଷରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। ବୁଧବାର ମଣ୍ଡକିଆ ଓ ପେଟାପାଙ୍ଗାଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀ ସୁନନ୍ଦା ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି। ଏଥିସହ…
ଅଭାବ ଅନଟନ ଲାଗି ରହୁଛି କି? ଘରେ ରଖନ୍ତୁ ଏହି ୪ ଜିନିଷ..
ଆମ ଜୀବନରେ ବାସ୍ତୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଘର ନଚେତ କର୍ମସ୍ଥଳ ବାସ୍ତୁ ଶାସ୍ତ୍ର ଅନୁଯାୟୀ ନହୁଏ ତେବେ ଜୀବନରେ କଳହ ଲାଗି ରହେ। ଟଙ୍କା ପଇସାର ଅଭାବ ଦେଖାଦିଏ। ବାସ୍ତୁ ଶାସ୍ତ୍ରରେ କିଛି ଉପାୟ ରହିଛି, ଯାହାକୁ ଆପଣାଇ ଘରେ…
ଜାତୀୟ ସଙ୍ଗୀତକୁ ଅପମାନ: ମମତାଙ୍କ ବିରୋଧରେ ଜାରି ହେଲା ସମନ
ନୂଆଦିଲ୍ଲୀ,୨।୨: ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବା ଅଭିଯୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ମହାନଗର ନିଗମ ମାଜିଷ୍ଟ୍ରେଟ୍ କୋର୍ଟ ମମତାଙ୍କୁ ମାର୍ଚ୍ଚ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସାଧାରଣ ସମାରୋହରେ ମମତା…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୬୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨ା୨(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୬୦୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨,୧୫,୩୮୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଆଜି…
ନାରାୟଣପାଟଣା ଆଇଆଇସି ନିଲମ୍ବିତ
ଜୟପୁର, ୨।୨(ନି.ପ୍ର.): କୋରାପୁଟ ଜିଲା ନାରାୟଣପାଟଣା ଆଇଆଇସି ରଞ୍ଜିତ ସାହୁ ନିଲମ୍ବିତ ହୋଇଛନ୍ତି। ଲକ୍ଷ୍ମୀପୁର ଏସ୍ବିଆଇ ବ୍ୟାଙ୍କ ଲକର୍ରୁ ସୁନା ଚୋରି ଘଟଣାରେ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୋରାପୁଟ ଏସ୍ପି ସୂଚନା ଦେଇଛନ୍ତି। ସୁନା କ୍ରୟକାରୀଙ୍କ ଫେରାର ପଛରେ…
Archives


