ସନ୍ଟ୍ୟାନ୍ କମାଇବ କାକୁଡ଼ି
ଖରାଦିନ ଆସିଲେ ସନ୍ଟ୍ୟାନ୍ ବଢ଼ାଇଦିଏ ଅନେକଙ୍କ ଟେନ୍ସନ । ଏହାକୁ ଦୂରେଇବା ଲାଗି ଅନେକେ ବିୟୁଟିପାର୍ଲର ଯିବାଠୁ ଆରମ୍ଭକରି ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିବାକୁ ପଛାନ୍ତି ନାହିଁ। ହେଲେ ଆପଣ ଚାହିଁଲେ କାକୁଡ଼ି ବ୍ୟବହାର କରି ସନ୍ଟ୍ୟାନ୍ ଦୂରେଇପାରିବେ… ଭଲ ଭାବେ…
ଗର୍ଭାବସ୍ଥାରେ ଯକ୍ଷ୍ମା
ବର୍ତ୍ତମାନ ଭେଷଜ ବିଜ୍ଞାନର ଅଗ୍ରଗତି ଯୋଗୁ ଯକ୍ଷ୍ମାର ଅତ୍ୟାଧୁନିକ ଚିକିିସତ୍ା ସମ୍ଭବ ହୋଇପାରୁଛି ଓ ଅନେକ ଲୋକ ଆରୋଗ୍ୟ ମଧ୍ୟ ହେଉଛନ୍ତି ା ତଥାପି ବି କମୁନି ଏହି ରୋଗର ଦାୈରାମତ୍ୟ। ତେଣୁ ଏହାକୁ ରୋକିବା ଲାଗି ସତର୍କତା ଓ ସଚେତନତା…
‘ଜଣାନାହିଁ ଭାଜପାକୁ କିଏ ଜିତାଇଲା’
ନୂଆଦିଲ୍ଲୀ,୨୨।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ମଙ୍ଗଳବାର ପେଟ୍ରୋଲ-ଡିଜେଲ, ଏଲପିଜି ସିଲିଣ୍ଡର ଏବଂ କିରୋସିନ ମୂଲ୍ୟ ବୃଦ୍ଧି ନେଇ ବିରୋଧୀମାନେ ଉଭୟ ଗୃହରେ ହୋହଲ୍ଲା କରିଥିଲେ। ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ନେଇ ସମାଜବାଦୀ…
୭ ଲୋକ ଜୀଅନ୍ତା ଜଳିଗଲେ
କୋଲକତା,୨୨।୩: ପଶ୍ଚିମବଙ୍ଗର ବୀରଭୂମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୭ ଜଣଙ୍କୁ ଜୀଅନ୍ତା ପୋଡି ଦିଆଯାଇଛି। ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ହତ୍ୟା ପ୍ରତିଶୋଧରେ ଏଭଳି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି। ବୀରଭୂମର ରାମପୁରହାଟରେ ଏହି ଘଟଣା ଘଟିଛି। କିଛି…
ଶହୀଦ ଦିବସରେ ମିଳିବ ସରକାରୀ ଛୁଟି
ଚଣ୍ଡିଗଡ,୨୨।୩: ପଞ୍ଜାବରେ ଏଣିକି ମାର୍ଚ୍ଚ ୨୩ ଅର୍ଥାତ୍ ଶହୀଦ ଦିବସ ଅବସରରେ ସରକାରୀ ଛୁଟି ମିଳିବ। ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଏହି ଘୋଷଣା କରିଛନ୍ତି। ଶହୀଦ ଦିବସରେ ପଞ୍ଜାବର ଲୋକ, ବୟସ୍କ ଓ ପିଲାମାନେ ଭଗତ ସିଂଙ୍କ ଗାଁ…
ସୁସ୍ମିତାଙ୍କୁ ଭିଡରୁ ରକ୍ଷା କଲେ ପୂର୍ବତନ ପ୍ରେମିକ
ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ ବୟଫ୍ରେଣ୍ଡ ରୋହମନ ଶଲଙ୍କ ସହ ତାଙ୍କ ବ୍ରେକ୍ଅପ୍କୁ ନେଇ ଆଲୋଚନା ଜୋର ଧରିଥିଲା। ସୁସ୍ମିତା ସୋସିଆଲ ମିଡିଆ ମାଧ୍ୟମରେ ନିଜ ବ୍ରେକ୍ଅପ୍ ଖବର ପ୍ରଶଂସକଙ୍କୁ ଜଣାଇଥିଲେ। କିନ୍ତୁ ପୁଣି…
ରୁଷିଆ ଆକ୍ରମଣକୁ ନେଇ ଭାରତର ଆଭିମୁଖ୍ୟ ‘ନରମ’: ବାଇଡେନ୍
ନ୍ୟୁୟର୍କ,୨୨।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ଦୁର୍ବଳ ବୋଲି କହିଛନ୍ତି। ଆମେରିକାର ଅନ୍ୟ ସହଯୋଗୀ ଦେଶ ତୁଳନାରେ ଭାରତର ପ୍ରତିକ୍ରିୟା ଅସ୍ଥିର ବୋଲି ସେ କହିଛନ୍ତି। ୱାଶିଂଟନରେ ଆମେରିକାର ବିଜ୍ନେସ୍ ଲିଡର୍ସମାନଙ୍କୁ ସମ୍ବୋଧିତ କରି…
କମୁଛି ସଂକ୍ରମଣ
ନୂଆଦିଲ୍ଲୀ,୨୨।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୫୮୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୩ ଜଣଙ୍କ ମୃତ୍ୟୁ…
ରାଗିଗଲେ ୟୁକ୍ରେନ ରାଷ୍ଟ୍ରପତି
କ୍ୱିଭ୍,୨୨।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୨୬ ଦିନ ହେବ ଯୁଦ୍ଧ ଚାଲିଛି। ରୁଷିଆର କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ଅନେକ ସହର କ୍ଷତିଗ୍ରସ୍ତ ହୋଇଛି। ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନାଟୋ ଉପରେ ଖୋଲାଖୋଲି ବର୍ଷିଛନ୍ତି। ଯୁଦ୍ଧରେ ପ୍ରତ୍ୟକ୍ଷ…
ବଢିଲା ଗ୍ୟାସ ଦର
ନୂଆଦିଲ୍ଲୀ,୨୨।୩: ଦେଶବାସୀଙ୍କ ଉପରେ ପୁଣି ମହଙ୍ଗା ମାଡ଼। ୧୪.୨ କେଜି ଘରୋଇ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି। ସୋମବାର ମଧ୍ୟ ରାତିରୁ ଏହି ନୂଆ ଦର ଲାଗୁ ହୋଇଛି। ଶେଷ ଥର ପାଇଁ ଅକ୍ଟୋବର ୬ରେ ଘରୋଇ ସିଲିଣ୍ଡର…
ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୨୨।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଗଜପତି ଜିଲାରେ ସର୍ବାଧିକ ୭ ଜଣ…
ମୋଦିଙ୍କୁ ଆଣ୍ଠୁମାଡି ଦଣ୍ଡବତ କଲେ ୧୨୬ ବର୍ଷୀୟ ବୃଦ୍ଧ: ଜାଣନ୍ତୁ ତାଙ୍କ ଦୀର୍ଘାୟୁ ପଛର ରହସ୍ୟ
ନୂଆଦିଲ୍ଲୀ,୨୨।୩: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଚଳିତବର୍ଷ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଲୋକଙ୍କୁ ସମ୍ମାନୀତ କରିଛନ୍ତି। ବାରାଣସୀର ୧୨୬ ବର୍ଷ ବୟସ୍କା ସ୍ବାମୀ ଶିବାନନ୍ଦଙ୍କୁ ଭାରତୀୟ ଜୀବନଶୈଳୀ ଏବଂ ଯୋଗର ପ୍ରଚାର ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ସମ୍ମାନ…
Archives


