Home

ସୋନପୁର ସବୁଠୁୁ ଉତ୍ତପ୍ତ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ବୁଧବାର ୨୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ବା ତା’ ଉପରେ ରହିଛି।…

ଚର୍ଚ୍ଚାରେ ସଲମାନଙ୍କ ଭାଣିଜୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର୍‌ କିଡ୍‌ମାନେ କୌଣସି ବଡ଼ ଷ୍ଟାରଙ୍କଠାରୁ କମ୍‌ ନୁହନ୍ତି। ଏହି ଷ୍ଟାର୍‌ କିଡ୍‌ମାନେ ପ୍ରାୟତଃ ଫିଲ୍ମରେ ନିଜର କ୍ୟାରିୟର କରନ୍ତି ଏବଂ ଫିଲକୁ ଆସିବା ପୂର୍ବରୁ ବି ଲୁକ୍‌ ଆଉ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ…

ଅଜୟ ଦେବଗନ-କିଚା ସୁଦୀପ ମୁହାଁମୁହିଁ

ବମ୍ବେ: ଆଜିକାଲି ସମୟରେ ବଲିଉଡ୍‌ ସିନେମାଠାରୁ ଭଲ ବ୍ୟବସାୟ କରୁଛି ଦକ୍ଷିଣ ଭାରତୀୟ ସିନେମା। ନିକଟରେ ରିଲିଜ ହୋଇଥିବା ଆର୍‌ଆର୍‌ଆର୍‌, ପୁଷ୍ପା ଏବଂ କେଜିଏଫ୍‌-୨ ଆଦିକୁ ପାନ୍‌ ଇଣ୍ଡିଆ ଫିଲ୍ମ ବୋଲି କୁହାଯାଉଛି। ଏଭଳି ସମୟରେ ଦକ୍ଷିଣ ଭାରତୀୟ ଅଭିନେତା କିଚା…

ବୃଦ୍ଧାଙ୍କୁ ପିଠିରେ ବସାଇ ୫ କି.ମି. ଚାଲିଲେ ମହିଳା ପୋଲିସ

ଜନସାଧାରଣଙ୍କ ସେବା କରିବା ପୋଲିସର କାମ। ବେଳେବେଳେ ପୋଲିସର ଏମିତି ସେବା ନଜରକୁ ଆସିଥାଏ ଯାହାକୁ ସମସ୍ତେ ପ୍ରଶଂସା କରିଥାନ୍ତି। ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ପୋଲିସ ଜଣେ ବୃଦ୍ଧାଙ୍କୁ ପିଠିରେ ବୋହି ଘରକୁ…

ଅପରାଜିତାଙ୍କ ଶୋଭାଯାତ୍ରା ଉପରକୁ ଟମାଟୋ ମାଡ଼

ପୁରୀ ଅଫିସ,୨୭।୪: ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୈତିକ ମହଲରେ ବିତର୍କ ଆରମ୍ଭ ହୋଇଛି। ସେ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାରେ ସାମିଲ ହେବା କାର୍ଯ୍ୟକ୍ରମ ରହିଥିଲା। ହେଲେ ପୁରୀ ପ୍ରଶାସନ…

ଟସ୍‌ ଜିତିଲା ଗୁଜରାଟ ଟାଇଟାନ୍ସ

ମୁମ୍ବାଇ,୨୭।୪: ଆଇପିଏଲ୍‌ ୨୦୨୨ର ୪୦ତମ ମ୍ୟାଚ୍‌ରେ ବୁଧବାର ୱାଙ୍ଖେଡେ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ। ହାର୍ଦ୍ଦିକ…

ମନରେଗା କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପୁରୁମୁଣ୍ତା ପଞ୍ଚାୟତରେ ୨୦୧୭ ମସିହା ମଧ୍ୟରେ ପଟାବାରୀ ଗ୍ରାମରେ ଚାଲିଥିବା ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ଜିଲା ପ୍ରଶାସନ ତୁରନ୍ତ ତଦନ୍ତ କରିବାକୁ ଦାବି ହୋଇଛି।…

ସିଗାରେଟ୍‌ ଦେବାରେ ବିଳମ୍ବ ହେବାରୁ ଫୁଟିଲା ଗୁଳି, ଜଣେ ଗୁରୁତର

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଖଡ଼ିବାହାଳୀ ଛକରେ ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ଗ୍ରାହକ ସାମାନ୍ୟ ସିଗାରେଟ ଟାଣିବା ପାଇଁ ବଚସା ପରେ ଦୋକାନୀଙ୍କୁ ଗୁଳିମାଡ଼ କରିଥିବା…

କାନ୍ଦିଲେ ଅପରାଜିତା

ପୁରୀ ଅଫିସ,୨୭।୪: ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଥିବା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରି ସେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାରେ ସାମିଲ ହେବା…

ମେ ୪ରୁ ଏଲ୍‌ଆଇସିର ଆଇପିଓ ବିକ୍ରି ଘୋଷଣା

ମୁମ୍ବାଇ,୨୭।: ବୀମା କମ୍ପାନୀ ଏଲଆଇସି ବୁଧବାର ଆଇପିଓ ବିକ୍ରି ଘୋଷଣା କରିଛି। ଏହି ଆଇପିଓ ଶେୟାର ଧାରକ ହେବା ନିମନ୍ତେ ଆସନ୍ତା ମେ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ନିମନ୍ତେ ସୁଯୋଗ ମିଳିବ। ଏଲଆଇସି ୩.୦ରେ ଲୋକଙ୍କୁ…

ତୈଳ ମୂଲ୍ୟ ବୃଦ୍ଧିକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତୈଳ ମୂଲ୍ୟ ଉପରେ ଭାଟ୍‌ ହ୍ରାସ କରିବାକୁ ରାଜ୍ୟ ଗୁଡିକୁ କହିଛନ୍ତି। କରୋନା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ‘କୋଅପରେଟିଭ୍‌ ଫେଡେରାଲିଜିମ’ ଅଧୀନରେ ଭାଲ୍ୟୁ ଆଡେଡ୍‌ ଟ୍ୟାକ୍ସ (ଭାଟ) ହ୍ରାସ…

କାଲିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସନ୍ତାକାଲିଠାରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ଛୁଟି କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ଲାସ ବନ୍ଦ ହେଲେ ମଧ୍ୟ ପରୀକ୍ଷା ଚାଲୁ ରହିବ ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?