୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଘଟଣା: କିଣ୍ଡୋଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର
ଭୁବନେଶ୍ୱର,୪।୨(ବ୍ୟୁରୋ): ଜାଲ୍ କାଗଜପତ୍ର ଦେଇ ବିଭିନ୍ନ ସଂସ୍ଥାରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ କିଣ୍ଡୋ ଫେରାର ଅଛନ୍ତି। ସେ ଦେଶ ଛାଡ଼ି ପଳାଇଯିବାର ଆଶଙ୍କା ଥିବାରୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କେନ୍ଦ୍ର…
କାଠ ମିଲ୍ ଉପରେ ଚଢ଼ାଉ, ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
ଗଞ୍ଜାମ,୩ା୨(ଡି.ଏନ୍.ଏ.): ଖଲ୍ଲିକୋଟ ରେଞ୍ଜ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଲାଉପୁଟ ଗ୍ରାମରେ ଥିବା ଏକ କାଠ ମିଲ୍ ଉପରେ ଗୁରୁବାର ବନବିଭାଗ ପକ୍ଷରୁ ଚାଢ଼ାଉ କରାଯାଇଛି। ଏଥିରେ ଉତ୍କ୍ଷିପ୍ତ ହୋଇ କିଛି ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଯାହାକୁ ନେଇ ଗ୍ରାମରେ…
୭ରୁ ଖୋଲିବ ସ୍କୁଲ, କଲେଜ
ଭୁବନେଶ୍ୱର,୩ା୨(ବ୍ୟୁରୋ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସ୍କୁଲ ଖୋଲିବା ନେଇ ରାଜ୍ୟବାସୀ ଚିନ୍ତାରେ ଥିବା ବେଳେ ଆସନ୍ତା ୭ ତାରିଖରୁ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍ମିଟ୍ରେ ସୂଚନା…
ଏଣିକି ଫେସବୁକ୍ରେ ସ୍କ୍ରିନ୍ସଟ୍ ନେଲେ ଧରାପଡିବେ
ନୂଆଦିଲ୍ଲୀ,୩।୨:ସୋସିଆଲ ମିଡିଆ ଜଗତରେ ଫେସବୁକ୍ ଏକ ଲୋକପ୍ରିୟ ଆପ୍। ଏହି ଆପ୍ଲିକେସନ ସାରା ବିଶ୍ୱରେ ଡିଜିଟାଲ ରିଭୋଲ୍ୟୁସନ ଆଣିବା ପାଇଁ କାମ କରିଛି। ଏହା ସାହାଯ୍ୟ ଆମେ ଅନେକ କିଛି ଜାଣିବାକୁ ପାଉଛେ। ଏହା ଛଡା ଯେତେ ଦୂରରେ ଥିଲେ ବି…
ରୁଷିଆ-ୟୁକ୍ରେନ ପଛରେ ଆମେରିକାର ତୈଳ ରାଜନୀତି
ମସ୍କୋ,୩ା୨: ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ଗୋଟିଏ ପଟେ କ୍ରିମିଆ ଏବଂ ଅନ୍ୟପଟେ ନାଟୋ ମଧ୍ୟ ଗଠନ ହୋଇଛି। ଏହା ବ୍ୟତୀତ ତୃତୀୟ କାରଣ ହେଉଛି ୟୁରୋପରେ ରୁଷିଆର ଗ୍ୟାସ ଏବଂ ତୈଳ ଯୋଗାଣ। ଜବାହରଲାଲ…
କଂଗ୍ରେସର ଷ୍ଟାର୍ ପ୍ରଚାରକ ତାଲିକାରେ ଚନ୍ନି ଇନ୍, ସିଦ୍ଧୁ ଆଉଟ୍
ନୂଆଦିଲ୍ଲୀ,୩।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୩୦ ଜଣଙ୍କ ନାମ…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇଲେ ‘ଚାଚା ମ୍ୟାଗି ୱାଲା’
ପଟିଆଲା,୩।୨: ପଟିଆଲା ବିଧାନସଭା ଆସନରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଚ୍ୟାଲେଞ୍ଜ କରିବାକୁ ‘ଚାଚା ମ୍ୟାଗି ୱାଲା’ ମୈଦାନରେ ଅଛନ୍ତି। ‘ଚାଚା ମ୍ୟାଗି ୱାଲା’ ନାମରେ ଜଣାଶୁଣା ଜସବୀର ସିଂ ଦ୍ୱିତୀୟ ଥର ପାଇଁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ବିପକ୍ଷରେ ଲଢିବାକୁ ନିଷ୍ପତ୍ତି…
ଅନିଲ ଅମ୍ବାନୀଙ୍କ ସହ ବିବାହ ବାର୍ଷିକୀ ଫଟୋ ଶେୟାର କଲେ ସ୍ତ୍ରୀ
ଫେବୃୟାରୀ ୨ ଅର୍ଥାତ୍ ବୁଧବାର ବିଶିଷ୍ଟ ଉଦ୍ୟୋଗପତି ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀ ସେମାନଙ୍କର ୩୧ ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ବିଶେଷ ଅବସରରେ ଟିନା ତାଙ୍କ ଇନଷ୍ଟାଗ୍ରାମରେ ଅନେକ ପୁରୁଣା ଫଟୋ ଶେୟାର କରିଛନ୍ତ। ଫଟୋ…
ଟାଟା ହାତକୁ ଏୟାର ଇଣ୍ଡିଆ ଫେରିବା ପରେ ରତନ ଟାଟା କହିଲେ ଏମିତି
ନୂଆଦିଲ୍ଲୀ,୩ା୨: ଦୀର୍ଘ ୬୯ ବର୍ଷ ପରେ ଟାଟା ଗ୍ରୁପ୍ ହାତକୁ ପୁଣିଥରେ ଏୟାର ଇଣ୍ଡିଆ ଫେରିଛି। ଏହା ଫେରିବା ପରେ ଚେୟାରମ୍ୟାନ ରତନ ଟାଟା ଏୟାର ଇଣ୍ଡିଆ ବିମାନଯାତ୍ରୀମାନଙ୍କୁ ଏକ ବିଶେଷ ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ଏୟାର ଇଣ୍ଡିଆର ସମସ୍ତ ଯାତ୍ରୀଙ୍କୁ…
ଆଇପିଏଲ୍କୁ ନେଇ ବଡ଼ ଖୁଲାସା କଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୩।୨: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଆଇପିଏଲ ୨୦୨୨ର ଲିଗ ମ୍ୟାଚ କେବଳ ମହାରାଷ୍ଟ୍ରରେ ଖେଳାଯିବ ନକ୍ଆଉଟ୍ ମୁକାବିଲା ପାଇଁ…
କୁମ୍ଭାରଙ୍କ ସହ ମାଟିପାତ୍ର ଗଢ଼ିଲେ ରାହୁଲ, ଭିଡିଓ ଦେଖିଲେ…
ନୂଆଦିଲ୍ଲୀ,୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ରାୟପୁର ଗସ୍ତରେ ଯାଇଛନ୍ତି। ରାହୁଲ ‘ଅମର ଯଓ୍ବାନ ଜ୍ୟୋତି’ର ମୂଳଦୁଆ ପକାଇବାକୁ ଏଠାରେ ପହଞ୍ଚିଛନ୍ତି। ରାୟପୁରରେ ପହଞ୍ଚିଥିବା ରାହୁଲ ଏହି ସମୟରେ କୁମ୍ଭାରଙ୍କ ସହ ମିଶି ମାଟିପାତ୍ର ତିଆରି କରିବାକୁ ଚେଷ୍ଟା କରିଛନ୍ତି।…
ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ବାଚସ୍ପତି
ନୂଆଦିଲ୍ଲୀ,୩।୨: ଲୋକସଭାରେ ରାଷ୍ଟ୍ରପତି ରାମନାଥ ଅଭିଭାଷଣ ଉପରେ ବିତର୍କ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭୁଲ କରିଛନ୍ତି। ଏହାକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ତାଙ୍କୁ ଗାଳି କରିଛନ୍ତି। ସଂସଦରେ ରାହୁଲ ଗାନ୍ଧୀ ବୁଧବାର ମୋଦି…
Archives


