ବାଘ ଦାନ୍ତ, ନଖ,ବଜ୍ରକାପ୍ତା କାତି ଜବତ
ଭୁବନେଶ୍ୱର(ବ୍ୟୁରୋ)/ବାରିପଦା ଅଫିସ,୧୭ା୨:ମୟୂରଭଞ୍ଜ ଜିଲା ଯଶିପୁର ଥାନା ତଥା କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ ପଡ଼ାଗଡ ଗ୍ରାମ ନିକଟରେ କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି। ତାଙ୍କଠାରୁ ୨ଟି ବାଘ ଦାନ୍ତ,…
‘ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ’
ଭୁବନେଶ୍ୱର, ୧୭।୨(ବ୍ୟୁରୋ):ବିଗତ ୫୦ବର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଦିନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଭାରତ ଆଜି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ବିଶ୍ୱର ଅନ୍ୟ ଦେଶକୁ ରପ୍ତାନି…
ହୁଓ୍ବେଇ ଉପରେ ଆଇଟି ଚଢ଼ାଉ
ନୂଆଦିଲ୍ଲୀ, ୧୭ା୨: ନିକଟରେ ୫୪ ଚାଇନା ଆପ୍କୁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ବୁଧବାର ଟିକସ ଚୋରି ଅଭିଯୋଗରେ ଚାଇନିଜ୍ ଟେଲିକମ୍ କମ୍ପାନୀ ହୁଓ୍ବେଇର ଭାରତରେ ଥିବା ବିଭିନ୍ନ ଶାଖା କାର୍ଯ୍ୟାଳୟରେ ଆୟକର (ଆଇଟି) ଚଢ଼ାଉ ହୋଇଛି। ଦିଲ୍ଳୀ, ହରିୟାଣାର…
ହରିଲୁଟ ହେଉଛି ଉଦ୍ୟାନ କୃଷି ସହାୟତା
ଯାଜପୁର ଅଫିସ,୧୭ା୨:ପ୍ରାକୃତିକ ବିପର୍ଯ୍ୟୟରେ ବହୁ ବର୍ଷର ସଞ୍ଚିତ ସମ୍ବଳ, ବୃକ୍ଷଲତା, ପଲ୍ଲିଜୀବନ, ଗୃହପାଳିତ ପଶୁପକ୍ଷୀ ଆଦି ପ୍ରଭାବିତ ହେଉଛନ୍ତି ା କୃଷକଙ୍କ ସହିତ ସାଧାରଣ ଜନତା ମଧ୍ୟ ବାଦ୍ ପଡୁନାହାନ୍ତି ା ଗତ ୩ ବର୍ଷରେ ହୁଡୁହୁଡୁ, ତିତ୍ଲି, ଫନି, ଅମ୍ଫନ,…
ଖେଳୁଛନ୍ତି ପୁଟିନ୍, ବାଇଡେନ୍ ସତର୍କ
କ୍ୱିଭ୍/ମସ୍କୋ/ଓ୍ବାଶିଂଟନ,୧୭ା୨: ୨୦୧୪ରେ କ୍ରିମିଆ ଦଖଲ କରି ରୁଷିଆରୁ ୟୁରୋପୀୟ ଶକ୍ତିଙ୍କୁ ବିତାଡ଼ିତ କରିବା ଥିଲା ବିଶ୍ୱକୁ ଷ୍ଟ୍ରଙ୍ଗ୍ମ୍ୟାନ୍ ଭ୍ଲାଡିମିର ପୁଟିନ୍ଙ୍କ ପ୍ରଥମ ସନ୍ଦେଶ। ଏବେ ପଡ଼ୋଶୀ ୟୁକ୍ରେନ୍ ଆମେରିକା ଆଡ଼କୁ ଢଳୁଥିବା ଦେଖି ପୁଟିନ୍ ଗୋଟିଏ ପଟେ ଆଲୋଚନା କଥା କହୁଥିବାବେଳେ…
କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ପଦବୀରେ ପ୍ରଥମ ଓଡ଼ିଆ
ରଘୁନାଥପୁର,୧୭ା୨(ଡି.ଏନ୍.ଏ.):କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ (ସିସିଆର୍ଏଏସ୍)ର ମହାନିର୍ଦ୍ଦେଶକ ରୂପେ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଣାଳୟ ଅଧୀନ ଏହି ସମ୍ମାନଜନକ ପଦବୀ ଅଳଙ୍କୃତ କରିବାରେ ସେ ହେଲେ ପ୍ରଥମ ଓଡ଼ିଆ। ତାଙ୍କ ଘର ଜଗତ୍ସିଂହପୁର…
ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ
ପୁରୀ ଅଫିସ, ୧୭ା୨:ପବିତ୍ର ମାଘପୂର୍ଣ୍ଣିମାରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ସମ୍ପନ୍ନ ହୋଇଛି। ଦ୍ୱିପ୍ରହର ଧୂପ ପରେ ପତନି ଲାଗି କରାଯାଇଥିଲା। ଏହାପରେ ଘଟୁଆରୀଙ୍କ ଦ୍ୱାରା ଘୋରା ହୋଇଥିବା ଚନ୍ଦନକୁ ରୁପାପିଙ୍ଗଣରେ ପାଳିଆ ପୁଷ୍ପାଳକ ଆଣିଥିଲେ। ତିନିବାଡ଼ରେ ସର୍ବାଙ୍ଗ…
୫ ଜଣିଆ କମିଟି ଗଠନ କଲେ ହାଇକୋର୍ଟ
କଟକ ଅଫିସ,୧୭ା୨:ଜଗତ୍ସିଂହପୁର ଜିଲା ଢିଙ୍କିଆ ବିବାଦ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ଆର୍.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏକ ୫ ଜଣିଆ ଆଇନଜୀବୀ…
ଥରିଲା ଜମ୍ମୁ-କଶ୍ମୀର
ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରେ ଗୁରୁବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ଏକ ଭୂକମ୍ପ ସକାଳ ୩.୨ରେ ପୂର୍ବ କଟ୍ରାରେ ଘଟିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ୩.୫ ଥିଲା। ଭୂକମ୍ପର କମ୍ପନ ଅନୁଭବ କରିବା ପରେ ଲୋକମାନେ ଘରୁ…
ବିବାହ ଖୁସିରେ ଖେଳିଗଲା ଶୋକର ଛାୟା: ଚାଲିଗଲା ୧୩ ଜୀବନ
ଲକ୍ଷ୍ନୌ,୧୭।୨: ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। କୁଶୀନଗର ବୁଧବାର ସାରେ କୂଅରେ ଗଳି ପଡି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଜିଲାର ନୌରାଙ୍ଗିଆ ଗ୍ରାମରେ ଏକ ବିବାହ ସମାରୋହରେ ହଳଦୀ ଉତ୍ସବ ପାଇଁ ବହୁ ସଂଖ୍ୟାରେ ମହିଳା…
ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ
ରାୟପୁର, ୧୭।୨:ମାଓବାଦୀଙ୍କ ଦ୍ୱାରା ଅପହୃତ ଇଞ୍ଜିନିୟର ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ ହୋଇଯାଇଛନ୍ତି। ଛତିଶଗଡ଼ ରାଜଧାନୀ ରାୟପୁରରେ ଘଟିଛି ଏହି ଘଟଣା। ଗତ ୧୧ ତାରିଖରେ ମାଓବାଦୀମାନେ କାର୍ଯ୍ୟରତ ଇଞ୍ଜିନିୟର ଅଶୋକ ପାଓ୍ବାର ଏବଂ ସହକର୍ମୀ ଆନନ୍ଦ ଯାଦବଙ୍କୁ ଅପହରଣ…
ରେକର୍ଡ କଲା ଗୋଆ
ପାଣାଜୀ,୧୬।୨: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଛି। ଟିକାକରଣ ଅଭିଯାନ ଯୋଗୁ ସଂକ୍ରମଣ କମିବାରେ ଲାଗିଛି। ଭାରତରେ ଚାଲିଥିବା ଟିକାକରଣ ଅଭିଯାନ ବିଷୟରେ ଆଉ ଏକ ଖୁସି ଖବର ଆସିଛି। ୧୦୦ ପ୍ରତିଶତ ବୟସ୍କ ବ୍ୟକ୍ତି କରୋନାର ଡବଲ୍…
Archives


