‘କେବଳ ହିଜାବ୍ ଉପରେ କଟକଣା; ଓଢ଼ଣି, ପଗଡ଼ି କାହିଁକି ନୁହେଁ’
ବାଙ୍ଗାଲୁରୁ,୧୬।୨: ଶିକ୍ଷାନୁଷ୍ଠାନରେ ହିଜାବ କଟକଣା ପ୍ରସଙ୍ଗର ଶୁଣାଣି କରୁଥିବା କର୍ନାଟକ ହାଇକୋର୍ଟ ବୁଧବାର ମୁସଲିମ ଛାତ୍ରୀଙ୍କ ପକ୍ଷର ଉପସ୍ଥାପନା ଶୁଣିଛନ୍ତି। ମୁଖ୍ୟ ବିଚାରପତି ରିତୁ ରାଜ ଅଓ୍ବସ୍ଥିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କାହିଁକି କେବଳ ହିଜାବକୁ ଟାର୍ଗେଟ କରାଯାଉଛି ବୋଲି ପ୍ରଶ୍ନ…
କୋହଲିଙ୍କୁ ନେଇ ବଡ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ପାଇଁ ଗତ କିଛି ବର୍ଷ ହେବ ଭଲ ଚାଲି ନାହିଁ। ୨୦୧୯ଠାରୁ ବିରାଟ ଏକ ଶତକ ସ୍କୋର କରିବାରେ ସକ୍ଷମ ହୋଇନାହାଁନ୍ତି। ଏହା ବ୍ୟତୀତ ସମସ୍ତ ତିନୋଟି ଫର୍ମାଟର ଅଧିନାୟକତ୍ୱ ବିରାଟଙ୍କ ହାତରୁ ଚାଲିଯାଇଛି।…
ପୋଲିଂ ବୁଥ୍ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ: ଆପତ୍ତି ଉଠାଇଲେ କେନ୍ଦ୍ରମନ୍ତ୍ରୀ
ବାରିପଦା ଅଫିସ,୧୬।୨-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଖୁଣ୍ଟାପାଳ ବୁଥ୍ରେ ଆଚରଣ ବିଧି ଉଲ୍ଲଂଘନ କରାଯାଇଛି। ଏନେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ନିର୍ବାଚନ ଅଧିକାରୀ ତଥା ଜିଲାପାଳ ବିନୀତ ଭରଦ୍ୱାଜଙ୍କ ନିକଟରେ ଅଭିଯୋଗ କରିଛନ୍ତି।…
ନିର୍ବାଚନୀ ହିଂସା: ବିଜେଡିକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୧୬।୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଶେଷ ହୋଇଛି। ମତଦାନବେଳେ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଛି। ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାସକ ବିଜେଡିକୁ ଟାର୍ଗେଟ କରିବା ସହ ନିର୍ବାଚନୀ ହିଂସାକୁ…
ପ୍ରଚାର ମଇଦାନରେ ଅଶ୍ରୁମୋଚନ
କୋକସରା,୧୬।୨(ଡି.ଏନ.ଏ) କଳାହାଣ୍ଡି ଜିଲାର କୋକସରା ବ୍ଲକର ଭାଜପା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କଲେ ଓଲିଓଡ଼ ଷ୍ଟାର ଅଶ୍ରୁ ମୋଚନ ମହାନ୍ତି। ବୁଧବାର କୋକସରା ବ୍ଲକର ୨ ଜିଲା ପରିଷଦ ଜୋନ ପାଇଁ ସେ ପ୍ରଚାର କରିଛନ୍ତି। କୋକସରା ବ୍ଲକର ଚିଲିଗୁଡା,…
ୟୁକ୍ରେନ୍ ସଙ୍କଟ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି
ନୂଆଦିଲ୍ଲୀ,୧୬।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ୟୁକ୍ରେନ ସୀମାରୁ ରୁଷିଆ ସୈନ୍ୟମାନଙ୍କୁ ପୁନର୍ବାର ଡକାଯିବା ସତ୍ତ୍ୱେ ଉତ୍ତେଜନା ଜାରି ରହିଛି। ୟୁକ୍ରେନରେ ବାସ କରୁଥିବା ହଜାର ହଜାର ଭାରତୀୟଙ୍କ ବିଷୟରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି।…
କରୋନା କଟକଣା ହଟାଇବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ଚିଠି
ନୂଆଦିଲ୍ଲୀ,୧୬।୨: କରୋନାକୁ ନେଇ ଲାଗୁ ହୋଇଥିବା କଟକଣାକୁ ପୁନଃ ସମୀକ୍ଷା କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ଚିଠି ଲେଖାଯାଇଛି। ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସାରା ଦେଶରେ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ଏଭଳି…
ଦୁର୍ଘଟଣାରେ ଆହତ ସ୍ବାମୀ-ସ୍ତ୍ରୀଙ୍କୁ ନିଜ ଗାଡିରେ ହସ୍ପିଟାଲ୍ ନେଲେ ବିଧାୟକ
ଛତ୍ରପୁର,୧୬।୨(ଡି.ଏନ.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ଥାନା ଅନ୍ତର୍ଗତ ଉଜ୍ଜଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ବୁଧବାର ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାଇକରେ ଯାଉଥିବା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗାଁର ଯୋଗେନ୍ଦ୍ର ମିଶ୍ର ଓ ତାଙ୍କ ସ୍ତ୍ରୀ…
ମତଦାନ କେନ୍ଦ୍ରରେ ପଶିଲେ ଅଜଣା ଲୋକ, ଫିଙ୍ଗିଲେ ବୋମା
ଯାଜପୁର ଅଫିସ/ଧର୍ମଶାଳା/ଯାଜପୁର ସଦର,୧୬।୨(ଡି.ଏନ.ଏ.):ଯାଜପୁର ଜିଲାରେ ବୁଧବାର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ବ୍ୟାପକ ବିଭ୍ରାଟ ଦେଖାଯାଇଛି। ଯାଜପୁର ଓ ଧର୍ମଶାଳା ବ୍ଲକର ୪ଟି ବୁଥରେ କେତେକ ଅଜଣା ଲୋକ ପଶି ବାଲେଟ ପେପର ଲୁଟ, ଭଙ୍ଗାରୁଜା, ମାଡପିଟି ଭଳି ଅସାମାଜିକ…
ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ
ହାଇଦ୍ରାବାଦ,୧୬।୨: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଫସିଯାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ହାଇଦ୍ରାବାଦ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଦଫା ୫୦୪ ଓ ୫୦୫(୨) ଅନୁସାରେ ମାମଲା କରାଯାଇଛି। ଏବେ…
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଥିଲା ବାପି ଲାହିରିଙ୍କ ପୁରୁଣା ସମ୍ପର୍କ
ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ମାତ୍ର ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଶେଷରେ…
ପ୍ରଥମଥର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଲେ ପଞ୍ଚାୟତରାଜ ମନ୍ତ୍ରୀ
ନିଶ୍ଚିନ୍ତକୋଇଲି,୧୬।୨(ସ୍ବପ୍ର): କଟକ ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜର ମତଦାନ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା। ସେ ମାହାଙ୍ଗାରେ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ପୂର୍ବରୁ ସେ…
Archives


