Home

ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା, ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

କରୋନା ସଙ୍କଟରେ ରାଜଧାନୀ: ପଜିଟିଭିଟି ହାର ୪.୩୮ ପ୍ରତିଶତ

ନୂଆଦିଲ୍ଲୀ,୧୧।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି କମ୍‌ ପରୀକ୍ଷଣ ହେତୁ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୮୦୦କୁ ଖସିଆସିଥିଲା। କିନ୍ତୁ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି…

ବିଲ୍‌ ଗେଟ୍ସଙ୍କୁ ପୁଣି କରୋନା

ଓ୍ବାଶିଂଟନ୍‌,୧୧।୫: ମାଇକ୍ରୋସଫ୍ଟର କୋ-ଫାଉଣ୍ଟର ତଥା ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ବିଲ ଗେଟ୍ସ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ବୁଧବାର ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ…

ପୁଟିନ୍‌ଙ୍କ ସ୍ବତନ୍ତ୍ର ବୋଟ୍‌କୁ ଧ୍ୱଂସ କଲା ୟୁକ୍ରେନ୍‌, ଲେଜର ଗାଇଡେଡ୍‌ ବୋମାମାଡ଼…

ମସ୍କୋ/କ୍ୱିଭ୍‌, ୧୧।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବତନ୍ତ୍ର ବୋଟ୍‌କୁ ୟୁକ୍ରେନ ଧ୍ୱଂସ କରିଛି। ବୋଟକୁ ପୁଟିନ୍‌ ଖାସ୍ତୋପୋଲ ଏବଂ ସେଣ୍ଟ ପିଟର୍ସବର୍ଗର ସମୁଦ୍ରରେ ଅବସ୍ଥିତ ତାଙ୍କ ଯୁଦ୍ଧ ଜାହାଜର ଯାଞ୍ଚ୍‌ ଏବଂ ଭାଷଣ ଦେବା ପାଇଁ ବ୍ୟବହାର କରଥିଲେ।…

ପରଲୋକରେ ପୂର୍ବତନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୫: ପୂର୍ବତନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ପଣ୍ଡିତ ସୁଖ ରାମଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିଲା। ମଙ୍ଗଳବାର ରାତିରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ତାଙ୍କର ନିଧନ ଘଟିଛି। ଏନେଇ ସୁଖ ରାମଙ୍କ ନାତି ମଙ୍ଗଳବାର ରାତିରେ ଟୁଇଟ…

ଜିଟିର ସହଜ ବିଜୟ…

ମୁମ୍ବାଇ, ୧୦।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ସହଜ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୪୫ ରନ୍ ଲକ୍ଷ୍ୟର ପିଛା କରି ଏଲଏସଜି ୧୩.୫ ଓଭରରେ…

ଜୁନ୍‌ ୧୭ରୁ କାର୍ଯ୍ୟକ୍ଷମ ହେବ ୬୪ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର, ୧୦।୫(ବ୍ୟୁରୋ): ରାଜ୍ୟରେ ୨୫୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ରହିଛି। ଅବଶିଷ୍ଟ ୬୪ଟି ଆଦର୍ଶ ବିଦ୍ୟାଳୟକୁ ଆସନ୍ତା ଜୁନ ୧୭ ତାରିଖରୁ କାର୍ଯ୍ୟକ୍ଷମ କରାଯିବ। ଏହି ୬୪ଟି ବିଦ୍ୟାଳୟରେ ଜୁନ୍‌ ୧୭ ତାରିଖଠାରୁ ୬ଷ୍ଠ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ।…

୨୦୨୨ ରୁ ୨୦୨୬ ମଧ୍ୟରେ ରେକର୍ଡ ଭାଙ୍ଗିବ ତାତି…

ଲଣ୍ଡନ, ୧୦।୫ : ଗ୍ଲୋବାଲ ୱାର୍ମିଂ ଉପରେ ଅନେକ ବିଶେଷଜ୍ଞ ତାପମାତ୍ରା ବୃଦ୍ଧି ଉପରେ ରୋକ ଲଗାଇବାକୁ ବିଶ୍ୱ ନେତାମାନଙ୍କୁ ନିବେଦନ କରୁଛନ୍ତି। ପୃଥିବୀର ତାପମାତ୍ରାକୁ ୧.୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ଅନୁରୋଧ…

ଗ୍ରାହମ ଥର୍ପେ ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ, ୧୦ା୫: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଓ କୋଚ୍‌ ଗ୍ରାହମ ଥର୍ପେ ଗୁରୁତର ଭାବେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦେଶର ପ୍ରଫେସନାଲ କ୍ରିକେଟର୍ସ ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଏନେଇ ସୂଚନା ଦିଆଯାଇଛି। ୫୨ ବର୍ଷୀୟ ଥର୍ପେ ଇଂଲଣ୍ଡ କୋଚିଂ…

କୁତବ୍‌ ମିନାର ନେଇ ବିବାଦ ଘନେଇଲା, ୨୭ ହିନ୍ଦୁ- ଜୈନ ମନ୍ଦିର ଅବଶେଷରେ ହୋଇଛି ନିର୍ମିତ…

ନୂଆଦିଲ୍ଲୀ, ୧୦।୫ : ଅଯୋଧ୍ୟା ପରେ କାଶୀ, ମଥୁରା, ତାଜମହଲ ଏବଂ ବର୍ତ୍ତମାନ ଦିଲ୍ଲୀର କୁତବ୍‌ ମିନାରକୁ ନେଇ ବିବାଦ ଘନେଇବାରେ ଲାଗିଛି। ହିନ୍ଦୁ ସଂଗଠନର ନେତାମାନେ ମଙ୍ଗଳବାର ମିନାରରେ ହନୁମାନ ଚଲିସା ପାଠ କରିବାକୁ ଘୋଷଣା କରିଥିଲେ। ତେବେ ଏହାପୂର୍ବରୁ…

ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳିବ ଭାରତ

ମେଲବୋର୍ନ, ୧୦ା୫: ଭାରତୀୟ କ୍ରିକେଟ ଟିମ୍‌ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଆଇସିସି ଟି୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ମଧ୍ୟ ନିଜ ଦେଶରେ ଜିମ୍ବାଓ୍ବେ, ନ୍ୟୁଜିଲାଣ୍ଡ,…

ବିନିତା କରିଥିଲେ ଟୁଇଟର ଡିଲ୍‌…

ଓ୍ବାଶିଂଟନ୍‌, ୧୦।୫ : ଟେସ୍‌ଲା ସିଇଓ ଏଲନ୍‌ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍‌ର ଟୁଇଟର କିଣିବା ନେଇ ନାନା ପ୍ରକାର ଚର୍ଚ୍ଚା ଜାରି ରହିଛି। ଏବେ ଏ ସମ୍ପର୍କରେ ଏକ ନୂଆ ଖବର ସାମ୍ପନାକୁ ଆସିଛି। ଏହି ଡିଲ୍‌ରେ ଟୁଇଟର ସିଇଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?