Home

ଥରେ ପୁଟିନ ଦେଖନ୍ତୁ ଏହି ଦୃଶ୍ୟ: ଆହତ ଶିଶୁକୁ ଧରି ଭୋ ଭୋ କାନ୍ଦିଲେ ଡାକ୍ତର

କ୍ୱିଭ,୨୮ ।୨: ୟୁକ୍ରେନ ଉପରେ ଫେବୃୟାରୀ ୨୪ରୁ ଲାଗାତାର ଭାବେ ରୁଷିଆ ଆକ୍ରମଣ କରି ଚାଲିଛି । ଏଥିରେ ବହୁ ଧନ ଜୀବନ ନଷ୍ଟ ହେବା ସହ ଏପର୍ଯ୍ୟନ୍ତ ୩୫୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏମାନଙ୍କ ମଧ୍ୟରେ…

ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ଅନ୍ତର୍ଜାତୀୟସ୍ତରରେ ସଙ୍କଟ ସୃଷ୍ଟି ହୋଇଛି। ଯୁଦ୍ଧରେ ବହୁ କ୍ଷତି ସହିବା ଏବଂ ରୁଷିଆର ରାଷ୍ଟ୍ରପତି ବ୍ଲାଡିିମୀର ପୁଟିନଙ୍କ ପରମାଣୁ ଆକ୍ରମଣର ଧମକ ପରେ ୟୁକ୍ରେନ ଶାନ୍ତି ଆଲୋଚନା ପାଇଁ…

ଜାତୀୟ ବିଜ୍ଞାନ ଦିବସ : କିଛି କଥା

ଆ ମ ଦେଶରେ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି। ଦେଶରେ ବିଜ୍ଞାନର ପ୍ରଚାର ଓ ପ୍ରସାର କରି ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏହା…

ରୁଷିଆ ଆକ୍ରମଣରେ ୧୪ ଶିଶୁଙ୍କ ସମେତ ୩୫୨ ୟୁକ୍ରେନ୍ ନାଗରିକ ମୃତ, ୧୦୦୦ରୁ ଅଧିକ ଆହତ

କ୍ୱିଭ,୨୮ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି । ରୁଷିଆର ମିଶାଇଲ ଆକ୍ରମଣରେ ଥରହର ହୋଇ ଉଠିଛି ୟୁକ୍ରେନ୍ ଭୂମୀ । ଏଥିରେ ଉଭୟ ଧନଜୀବନ କ୍ଷୟକ୍ଷତି ହୋଇ ଚାଲିଛି । ଏଭଳି ପରିସ୍ଥିତିରେ ୟୁକ୍ରେନ ଗୃହ ମନ୍ତ୍ରଣାଳୟ…

କିଡ୍‌ନୀ ପାଇଁ କ୍ଷତିକାରକ ବାସିଖାଦ୍ୟ

କୌଣସି ଖାଦ୍ୟ ଅଧିକ ରାନ୍ଧି ଦେଇଥିଲେ, ସେସବୁ ନଷ୍ଟ ନହେବା ପାଇଁ ଆପଣ ତାକୁ ଫ୍ରିଜ୍‌ରେ ରଖିଥା’ନ୍ତି। ହେଲେ ବିଶେଷଜ୍ଞଙ୍କ ଅନୁସାରେ ଖାଦ୍ୟ ବେଶିଦିନ ଫ୍ରିଜ୍‌ରେ ରହିଲେ ସେଥିରେ ଫଙ୍ଗସ୍‌ ହୋଇଯାଏ। ଏହି ଖାଦ୍ୟକୁ ଖାଇବା ଦ୍ୱାରା ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ ହୋଇପାରେ।…

୩୫୦୦ ରୁଷିଆ ସୈନ୍ୟଙ୍କ ଜୀବନ ଗଲାଣି…

ମସ୍କୋ/କ୍ୱିଭ୍‌,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଦାବି କରିଛି ଯେ ଇତିମଧ୍ୟରେ ୩୫୦୦ ରୁଷିଆ ସୈନିକଙ୍କ ଜୀବନ ଗଲାଣି। ଏହା ସହିତ ୨୦୦ ରୁଷୀୟ ସୈନ୍ୟ ଯୁଦ୍ଧବନ୍ଦୀ ହୋଇଛନ୍ତି। ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ…

ବିଜ୍ଞାନ ଭାବନା

ଇଂରେଜ ପଦାର୍ଥ ବିଜ୍ଞାନୀ ଜନ୍‌ ଜିମ୍ୟାନ୍‌ କହିଥିଲେ,‘ବିଜ୍ଞାନ ହେଉଛି ସାମାଜିକ।’ ତେଣୁ ସମାଜ ବା ଜନସାଧାରଣଙ୍କ ସହ ବିଜ୍ଞାନ ଓତପ୍ରୋତ ଭାବେ ଜଡ଼ିତ। ତେଣୁ ବୈଜ୍ଞାନିକ ଆବିଷ୍କାର-ଉଦ୍ଭାବନାରେ କେବଳ ବୈଜ୍ଞାନିକମାନଙ୍କର ସ୍ବାର୍ଥ ନିହିତ ନ ଥାଏ। ଏହା ହେଉଛି ସମସ୍ତଙ୍କର ଅଧିକାରଭୁକ୍ତ।…

ସିଦ୍ଧିଦୁର୍ଗା ପାହାଡ଼ରୁ ଆସିଥିଲା ୭୩୦ ପଥର

ବରେନ୍‌ ପାହାଡ଼ ପଥର ଚିହ୍ନଟ ଦଳର ଦଳପତି ଥିଲେ ଗଦେଇ ମହାରଣା। ଗଦେଇ ମହାରଣା ଆଜି ନାହାନ୍ତି କି ବରେନ୍‌ ପାହାଡ଼ ବି ନାହିଁ। ତରାବୋଇ ଗଁାଲୋକେ ଚାଉଳ କେବଳ ଯୋଗେଇଥିଲେ ତା’ନୁହେଁ, ସେ ଗଁାରେ ଦିନେ ପଥୁରିଆଙ୍କ ପାଇଁ ଶିବିର…

ଯୁଦ୍ଧ ସଙ୍କଟରେ ଅସ୍ତ୍ରଶସ୍ତ୍ର ବ୍ୟବସାୟ ବଢ଼ିଲା, ଜର୍ମାନୀ କିଣିବ ଏଫ୍‌-୩୫ ବିମାନ…

ବର୍ଲିନ,୨୮।୨  : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟସ୍ତରରେ ଅସ୍ତ୍ରଶସ୍ତ୍ର ବ୍ୟବସାୟ ବୃଦ୍ଧି ପାଇଛି। ଯୁଦ୍ଧକୁ ଦୃଷ୍ଟିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ନିଜ ପ୍ରତିରକ୍ଷା ବଜେଟରେ ବଢ଼ାଇଛି। ଜର୍ମାନୀ ଏହାର ପ୍ରତିରକ୍ଷା ବଜେଟକୁ ଦ୍ୱିଗୁଣିତ…

କେନ୍ଦ୍ରାପଡ଼ା ଜିଲାର ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ

କେନ୍ଦ୍ରାପଡ଼ା ଅଫିସ,୨୮ା୨: କେନ୍ଦ୍ରାପଡ଼ା ବ୍ଲକର ୫ ନଂ. ଜିଲା ପରିଷଦ ଜୋନର ଚାରିଗଁା ପଞ୍ଚାୟତ ସରପଞ୍ଚ ଭାରତୀ ମଲ୍ଲିକ, ସମିତିସଭ୍ୟ ମମତା ରାଉତ, ଢ଼ୋଲ ସରପଞ୍ଚ ପ୍ରଫୁଲ୍ଲ ମଲ୍ଲିକ, ସମିତିସଭ୍ୟ ଅକ୍ଷୟ ସାହୁ, ଘାଘରା ସରପଞ୍ଚ ପ୍ରିୟଦର୍ଶନୀ ବିଶ୍ୱାଳ, ସମିତିସଭ୍ୟ କୁଞ୍ଜବିହାରୀ…

ବିଜେଡି ବଢିଛି, ଭାଜପା କମିଛି

ଯାଜପୁର ଅଫିସ,୨୮ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ଫଳାଫଳ ଭାଜପା ଓ କଂଗ୍ରେସକୁ ନିରାଶ କରିଛି। ସମସ୍ତ ୧୦ ଆସନକୁ ବିଜେଡି ହାତେଇ ନେଇଛି। ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଅବଲୋକନ…

୩ ଦିନରେ ୧୧୫୬ ଭାରତୀୟ ଏୟାର ଲିଫ୍ଟ…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫ ଦିନ ଧରି ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସ୍ବଦେଶ ଫେରାଇ ଅଣାଯାଉଛି। ଗତ ୩ ଦିନରେ ମୋଟ ୧୧୫୬ ଜଣ ଭାରତୀୟଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri