ନୂଆ ସେନାଧ୍ୟକ୍ଷଙ୍କ ସମ୍ମୁଖରେ ୪ ଆହ୍ବାନ…
ନୂଆଦିଲ୍ଲୀ, ୧୯।୪ : ଲ୍ୟୁଟନାଟ୍ ଜେନେରାଲ ମନୋଜ ପାଣ୍ଡେ ୩୦ ଏପ୍ରିଲରେ ନୂତନ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ ଭାରତୀୟ ସେନାର ପ୍ରଥମ ବ୍ୟକ୍ତି ଯିଏ ଇଞ୍ଜିନିୟର୍ସ କର୍ପସରୁ ଆସିଛନ୍ତି। ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷରୁ ଅଧିକ…
ଗାଡ଼ିରେ ବସିବା ପରେ ‘କାହିଁକି କେହି କାନ୍ଦୁନ’ ବୋଲି ପଚାରିଲେ ବଧୂ; ଜବାବ ଶୁଣି…
ସାରା ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଗୋଟିଏରୁ ବଳି ଆରେକ ମଜାଦାର ଭିଡିଓ ଭାଇରାଲ ମଧ୍ୟ ହେଉଛି। ସେଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଭାବବିହ୍ବଳ କରୁଛି। ତେବେ ସେଭଳି ଏକ…
ଭିଜିଲାନ୍ସ ଜାଲରେ ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ
ବରଗଡ଼ ଅଫିସ,୧୯।୪- ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ନୂତନ ହୋଟେଲ ପାଇଁ ଖାଦ୍ୟ ନିରାପତ୍ତା ଲାଇସେନ୍ସ ପାଇଁ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେ ମଙ୍ଗଳବାର ଧରାପଡିଛନ୍ତି। ତାଙ୍କ…
ଟସ୍ ଜିତିଲା ଏଲ୍ଏସ୍ଜି, ବୋଲିଂ ନିଷ୍ପତ୍ତି…
ମୁମ୍ବାଇ, ୧୯।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଡ. ଡି.ଓ୍ବାଇ. ପାଟିଲ…
‘ମୁଁ ରଣବୀର, ଆଲିଆଙ୍କ ସ୍ବାମୀ, ମୋର ସବୁ ଶାଳୀଙ୍କୁ ୧୨ ଲକ୍ଷ ଦେବି’
ବମ୍ବେ: ନିକଟରେ ହାତକୁ ଦୁଇହାତ ହୋଇଛନ୍ତି ରଣବୀର କପୁର-ଆଲିଆ ଭଟ୍ଟ। ଏହି ହାଇପ୍ରୋଫାଇଲ ବିବାହର ଫଟୋଗୁଡ଼ିକୁ ପରିବାରଲୋକେ ଧିରେ ଧିରେ ଶେୟାର କରୁଛନ୍ତି। ସେଥିରୁ କିଛି ବେଶ ଚର୍ଚ୍ଚାରେ ରହୁଛି। ସେଭଳି ଗୋଟିଏ ଫଟୋ ଏବେ ଚର୍ଚ୍ଚାରେ। ଫଟୋଟିରେ ଶାଳୀମାନଙ୍କ ଗହଣରେ…
୩୦୦ ନିର୍ବାଚନୀ ହିଂସା ବେଘରଙ୍କ ପୁନର୍ବାସ ପାଇଁ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ …
କୋଲକାତା, ୧୯।୪ : ପଶ୍ଚିମବଙ୍ଗ ନିର୍ବାଚନ ହିଂସାରେ ବେଘର ହୋଇଥିବା ୩୦୦ ଲୋକଙ୍କ ପୁନର୍ବାସ ପାଇଁ ସମିତି ଗଠନ କରିବାକୁ ମଙ୍ଗଳବାର କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଦୁଇ ଜଣିଆ କମିଟି ଗଠନ କରିବାକୁ ହାଇକୋର୍ଟ କହିଛନ୍ତି। ଏହି…
ଡିଗ୍ରୀ ଥାଇ ଚାକିରି ମିଳିଲାନି: ଏବେ କଲେଜ ସମ୍ମୁଖରେ ଚା’ ବିକି ଚର୍ଚ୍ଚାରେ…
ଦେଶରେ ବେକାରୀ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ। ବିଶେଷକରି ଯୁବଗୋଷ୍ଠୀଙ୍କୁ ଏ ନେଇ କହିବାର ଆବଶ୍ୟକତା ନାହିଁ। ସୋସିଆଲ ମିଡିଆ ହେଉ ଅବା ଅନ୍ୟ କୌଣସି ପ୍ଲାଟଫର୍ମ, ସର୍ବଦା ବେକାରୀ ବିଷୟରେ ଚର୍ଚ୍ଚା ହୋଇଥାଏ। ଉଚ୍ଚଶିକ୍ଷିତ ହେବା ସତ୍ତ୍ୱେ ଚାକିରିଟିଏ ନ…
ଶାହାବାଜ୍ ଶରିଫ୍ଙ୍କ ୩୪ ମନ୍ତ୍ରୀ ନେଲେ ଶପଥ…
ଇସଲାମାବାଦ, ୧୯।୪ : ଇସଲାମାବାଦର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଡ. ଆରିଫ୍ ଆଲଓ୍ବି ଶପଥ ପାଠ କରାଇବାକୁ ସୋମବାର ମନା କରିବାରୁ ସିନେଟ ଅଧ୍ୟକ୍ଷ ସାଦିକ୍ ସଞ୍ଜରାନିଙ୍କ ଦ୍ୱାରା ମଙ୍ଗଳବାର ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ…
ହାଇସ୍କୁଲ ନିକଟରେ ୩ ବୋମା ବିସ୍ଫୋରଣ, ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା…
କାବୁଲ, ୧୯।୪ : ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମ ଅଞ୍ଚଳରେ ଥିବା ଏକ ହାଇସ୍କୁଲ ନିକଟରେ ମଙ୍ଗଳବାର ୩ ବୋମା ବିସ୍ଫୋରଣ ଘଟିଛି। ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଘଟଣାରେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି…
ହ୍ୟାଟ୍ରିକ୍ ପରେ ପୁରୁଣା ଷ୍ଟାଇଲ୍ରେ ପୋଜ୍: ୨୦୨୨ରେ ୨୦୧୯ କଥାକୁ ମନେପକାଇଲେ…
ମୁମ୍ବାଇ,୧୯।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ରେ ହ୍ୟାଟ୍ରିକ୍ ନେଇ ଚର୍ଚ୍ଚାରେ ରାଜସ୍ଥାନ ରୟାଲ୍ସ ବୋଲର ୟୁଜବେନ୍ଦ୍ର ଚହଲ। ବ୍ରାବୋନ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ଚଳିତ ଆଇପିଏଲ୍ର ପ୍ରଥମ ହ୍ୟାଟ୍ରିକ୍ ନେଇଛନ୍ତି ସେ। ଏହାକୁ ନେଇ ତାଙ୍କ ଦଳ କୋଲକାତା ନାଇଟ୍…
ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଏହି କ୍ରିକେଟର
ନୂଆଦିଲ୍ଲୀ,୧୯।୪: କ୍ରିକେଟଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନେଦରଲ୍ୟାଣ୍ଡ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ଅଷ୍ଟ୍ରେଲିଆର ପୂର୍ବତନ ଉଇକେଟ କିପର୍ ରଆନ୍ କ୍ୟାମ୍ପବେଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଶନିବାର ତାଙ୍କୁ ହୃଦ୍ଘାତ ହେବା ପରେ ୟୁକେର ଏକ ଡାକ୍ତରଖାନାରେ ଭର୍ତ୍ତି…
ନିଯୁକ୍ତି କ୍ଷେତ୍ର ଚଳଚଞ୍ଚଳ, ମାର୍ଚ୍ଚରେ ୬ ପ୍ରତିଶତ ବୃଦ୍ଧି, ମୁମ୍ବାଇ-କୋଏମ୍ବାଟୁରରେ ଅଧିକ…
ନୂଆଦିଲ୍ଲୀ, ୧୯।୪ : ଏକ ରିପୋର୍ଟ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଘଟିଛି। ଏହା ସହିତ, ଚାକିରୀ ବଜାର ମଧ୍ୟ ସ୍ବାଭାବିକ ସ୍ଥିତିକୁ ଫେରିବାରେ ଲାଗିଛି। ଇତିମଧ୍ୟରେ ବିଭିନ୍ନ କମ୍ପାନୀ ସେମାନଙ୍କର…
Archives


