ସମର୍ପଣର ପର୍ବ
ଏଥର ଆଉ ନାହିଁ ଲକ୍ଡାଉନ କଟକଣା। ମନ୍ଦିର ସାଙ୍ଗକୁ ଦୋକାନ ବଜାର ବି ଖୋଲା। ତେଣୁ ବିଧି ମୁତାବକ ସାବିତ୍ରୀ ପାଳନ କରିବା ପାଇଁ ବେଶ୍ ଉତ୍ସାହିତ ନାରୀମାନେ… ସେବା ଓ ସତୀତ୍ୱ ବଳରେ ସ୍ତ୍ରୀଟିଏ ତା’ ସ୍ବାମୀଙ୍କୁ ମୃତ୍ୟୁମୁଖରୁ ଫେରାଇ…
ଦୁର୍ନୀତି ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇଲେ ମାନ
ଚଣ୍ଡିଗଡ଼,୨୪।୫: ଦୁର୍ନୀତି ବିରୋଧରେ ଶକ୍ତ ମନୋଭାବ ଦେଖାଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ନୀତି ଅଭିଯୋଗରେ ନିଜ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଭଗଓ୍ବନ୍ତ ମାନ ବରଖାସ୍ତ କରିଛନ୍ତି। ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତିର ପ୍ରମାଣ ମିଳିବା…
କ୍ୱାଡ ଶିଖର ସମ୍ମିଳନୀରେ ମୋଦିଙ୍କ ପ୍ରଶଂସା, ବାଇଡେନ କହିଲେ ଭାରତ ସଫଳ ଚାଇନା ଫେଲ
ଟୋକିଓ,୨୪ ।୫: ଟୋକିଓ କ୍ୱାଡ ସମ୍ମିଳନୀର ଏକ ଅଧିବେଶନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କୋଭିଡ ମହାମାରୀକୁ ଲୋକତାନ୍ତ୍ରୀକ ଭାବେ ସଫଳ ଭାବେ ସାମ୍ନା କରିିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଥିଲେ । ସେ ମହାମାରୀ ସହ ଲଢିବାକୁ ନେଇ ଭାରତର…
ଭାରତ-ଆମେରିକା ସହଭାଗିତାକୁ ଆହୁରି ଆଗକୁ ନେବାକୁ ମୁଁ ପ୍ରତିଶ୍ରୁତିବଦ୍ଧ: ବାଇଡେନ୍
ଟୋକିଓ,୨୪।୫: : ଜାପାନରେ ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କୁ ନେଇ କ୍ୱାଡ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଛି। କ୍ୱାଡ୍ ସମ୍ମିଳନୀର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ନିର୍ବାଚନ ଡ୍ୟୁଟି କରୁଛନ୍ତି କି ଧୋନୀ? ଲୋକଙ୍କ ଭିଡ ପରେ ଜଣାପଡିଲା ପ୍ରକୃତ ରହସ୍ୟ
ରାଞ୍ଚି,୨୪।୫:ଆଇପିଏଲ୍ ୨୦୨୨ରେ ଚେନ୍ନାଇ ସୁପର୍ କିଙ୍ଗ୍ସ(ସିଏସ୍କେ)ର ଯାତ୍ରା ସମାପ୍ତ ହୋଇଛି। ଚଳିତ ସିଜିନ୍ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ସିଏସ୍କେ ପଏଣ୍ଟ ଟେବୁଲରେ ନବମ ସ୍ଥାନ ଅଧିକାର କରିଥିଲା। ଧୋନୀ ଝାଡଖଣ୍ଡର ରାଜଧାନୀ ରାଞ୍ଚିରୁ ଆସିଛନ୍ତି। ଏବେ ଝାଡଖଣ୍ଡରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ…
୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଗଠନ ହେଲା ଟାସ୍କ ଫୋର୍ସ
ନୂଆଦିଲ୍ଲୀ,୨୪।୫: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଏବେଠାରୁ ନିଜର ରଣନୀତି ପ୍ରସ୍ତୁତ କରିବାକୁ ଲାଗିପଡ଼ିଲାଣି। ମଙ୍ଗଳବାର ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କଂଗ୍ରେସରେ ଆଠ ଜଣିଆ ସଦସ୍ୟ ବିଶିଷ୍ଟ ରାଜନୈତିକ ବ୍ୟାପାର କମିଟି ଏବଂ ୨୦୨୪…
ଆଜି ପ୍ଲେ ଅଫ୍ରେ ଗୁଜରାଟ-ରାଜସ୍ଥାନ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍
କୋଲକତା,୨୪।୫:ଆଇପିଏଲ ୨୦୨୨ର ପ୍ଲେ ଅଫ ମ୍ୟାଚ୍ ଆଜିଠୁ ଆରମ୍ଭ ହେବ। କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଲିଫାୟର୍-୧ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟାନ୍ସକୁ ଭେଟିବ। କ୍ୱାଲିଫାୟର ୧ର ବିଜେତା ଦଳ ଆଇପିଏଲ ୨୦୨୨ର ଫାଇନାଲ ପାଇଁ ଟିକେଟ ପାଇବ। ତେଣୁ…
ଚହଲଙ୍କୁ ପଛରୁ କିକ୍ ମାରିଲେ ଗୁଜରାଟ ଟାଇଟାନ୍ସ କୋଚ୍
କୋଲକତା,୨୪।୫: ଗୁଜରାଟ ଟାଇଟାନ୍ସ ଦଳର ମୁଖ୍ୟ କୋଚ ଆଶିଷ ନେହେରା ଆଇପିଏଲ ୨୦୨୨ କ୍ୱାଲିଫାୟର ୧ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ ବୋଲର ୟୁଜଭେନ୍ଦ୍ର ଚହଲଙ୍କୁ ପଛରୁ ଏକ କିକ୍ ମାରିଛନ୍ତି। ଏହାର ଫଟୋ ଗୁଜରାଟ ଟାଇଟାନ୍ସ ଦ୍ୱାରା ସୋସିଆଲ ମିଡିଆ…
ମୁଖ୍ୟମନ୍ତ୍ରୀଙ୍କ ଉପରେ ଆପତ୍ତିଜନକ ପୋଷ୍ଟ କଲେ ୧୫ ବର୍ଷର ବାଳକ: ମିଳିଲା ନିଆରା ଦଣ୍ଡ
ମୁରାଦାବାଦ୍,୨୪।୫: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପରେ ସୋସିଆଲ୍ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ୧୫ ବର୍ଷୀୟ ବାଳକଙ୍କୁ ଏକ ନିଆରା ଦଣ୍ଡ ଦିଆଯାଇଛି। କିଶୋର ନ୍ୟାୟ ବୋର୍ଡ(ଜେଜେବି) ପକ୍ଷରୁ ବାଳକଙ୍କୁ ଦଣ୍ଡ ସ୍ବରୂପ ୧୫ ଦିନ ପାଇଁ…
ପାକିସ୍ତାନରେ ବଢୁଛି ଆର୍ଥତ୍କ ସଙ୍କଟ:ପେଟ୍ରୋଲ ଏବଂ ଡିଜେଲ ବଞ୍ଚାଇବା ପାଇଁ ଆସିବ ନୂଆ ଯୋଜନା
ଇସଲାମାବାଦ୍,୨୪।୫: ଗତ ବର୍ଷେ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ନୂଆ ସରକାର ଆସିବା ପରେ ମଧ୍ୟ ସୁଧୁରିବାର ନାଁ ଧରୁନି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଆର୍ଥିକ ସମସ୍ୟାକୁ ଆହୁରି ବଢାଇ ଦେଇଛି। ଏହି…
‘ମୁଁ ଜଣେ ହିନ୍ଦୁ, ଚାହିଁଲେ ଗୋମାଂସ ଖାଇପାରିବି’
ବେଙ୍ଗାଲୁରୁ,୨୪।୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ସିଦ୍ଧରମୈୟା ଗୋମାଂସ ନିଷେଧ ବିବାଦକୁ ପୁଣି ତାଜା କରିଦେଇଛନ୍ତି। ସେ କହିଛନ୍ତି, ମୁଁ ଜଣେ ହିନ୍ଦୁ ଏବଂ ଏପର୍ଯ୍ୟନ୍ତ ଗୋମାଂସ ଖାଇ ନାହିଁ, କିନ୍ତୁ ମୁଁ ଚାହିଁଲେ ନିଶ୍ଚିତ ଭାବରେ ଏହାକୁ…
କମୁନି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୦୨୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୪୭ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…

