Home

ପୁଣି ଦୀପିକାଙ୍କ ଜଲଓ୍ବା

ଫ୍ରାନ୍ସରେ ଚାଲିଥିବା ଫିଲ୍ମର ସବୁଠୁ ବଡ ଇଭେଣ୍ଟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁଣି ଜଲଓ୍ବା ଦେଖାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। କଳା ଗାଉନରେ ରେଡ୍‌ କାର୍ପେଟରେ ଏଣ୍ଟ୍ରି କରିଥିଲେ ସେ। ଦୀପିକାଙ୍କ ସୁନ୍ଦର ଅନ୍ଦାଜ୍‌ ସମସ୍ତଙ୍କୁ ଆକର୍ଷିତ କରିଥିଲା। ତେବେ…

କମ ସମୟ ମଧ୍ୟରେ ପ୍ରଭାବି ହେଲା କ୍ୱାଡ: ମୋଦି

ଟୋକିଓ,୨୪ ।୫: ଜାପାନର ଟୋକିଓରେ ଚାଲିଥିବା କ୍ୱାଡ ସମ୍ମିଳନୀରେ ୪ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ୟୁକ୍ରେନ୍‌-ରୁଷିଆ ପ୍ରସଙ୍ଗ ସମେତ ଅନ୍ୟ କିଛି ବିଷୟକୁ ନେଇ ଆଲୋଚନର ହୋଇଛି । ମଙ୍ଗଳବାର ବୈଠକ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଆଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ…

ଆରମ୍ଭ ହେଲା କ୍ୱାଡ ସମ୍ମିଳନୀ

ଟୋକିଓ,୨୪ ।୫: ଜାପାନ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୱାଡ ନେତାଙ୍କ ସହ ଚତୁର୍ଥ ଶିଖର ବୈଠକରେ ଯୋଗ ଦେଇଛନ୍ତି । କ୍ୱାଡ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଏଠାରେ ୪ ଦେଶର ରାଷ୍ଟ୍ର ମୁଖ୍ୟ ହିନ୍ଦ…

ପନ୍ତଙ୍କ ସହ ଧୋକା:୧.୫ କୋଟି ଟଙ୍କା ଠକି ନେଲେ ସାଥୀ କ୍ରିକେଟର୍‌

ମୁମ୍ବାଇ,୨୪।୫: ଜଣେ ହରିୟାଣା କ୍ରିକେଟର ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କଠାରୁ ୧.୫ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି। ସେହି କ୍ରିକେଟରଙ୍କ ନାମ ହେଉଛି ମ୍ରିନାଙ୍କ ସିଂ। ଚଳିତ ମାସରେ ଅନ୍ୟ ଏକ ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି।…

ଇନ୍ଦାଳୋ ପଞ୍ଚାୟତରେ ବସୁଧା ଯୋଜନା ବିଫଳ

ଡେରାବିଶ,୨୪ା୫(ସ୍ବ.ପ୍ର.):ଡେରାବିଶ ବ୍ଲକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଗରାଏ ପାଣି ପାଇଁ ସାଧାରଣ ଲୋକ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛତାଠାରେ ଥିବା ରାଜ୍ୟର ପ୍ରଥମ ସୋଲାର ପମ୍ପ ଅଚଳ ହୋଇପଡ଼ିଥିବା…

ଐତିହ୍ୟ ସଂରକ୍ଷଣ ପାଇଁ ମ୍ୟୁଜିୟମ ହେଉ

କେନ୍ଦ୍ରାପଡ଼ା ଅଫିସ, ୨୪ା୫:କେନ୍ଦ୍ରାପଡ଼ା ଜିଲାର ଆରାଧ୍ୟ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ଚାପଖେଳ ରୀତିନୀତି ଜାରି ରହିଛି। ଏହି ଅବସରରେ ଶାମଗୁଡ଼ିଆ ଗଁାର ଫକୀର ଚରଣ ବେହେରା ଏକ ଅଷ୍ଟଧାତୁ ନିର୍ମିତ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ନାରାୟଣ ମୂର୍ତ୍ତିକୁ ଇଚ୍ଛାପୁରସ୍ଥ ଚନ୍ଦନ…

‘ଦେଶର ଜନତାଙ୍କୁ ନୂଆ ବିକଳ୍ପ ଆବଶ୍ୟକ’

ଭୁବନେଶ୍ୱର, ୨୪।୫ (ବ୍ୟୁରୋ): ଭାରତୀୟ ରାଜନୀତିରୁ ପରିବାରବାଦକୁ ସମାପ୍ତ କରିବା ପାଇଁ ଯୁବ ଚେତନା ସଂଗ୍ରାମ କରୁଛି। ଗଁା, ଗରିବ ଶ୍ରେଣୀ, ଚାଷୀ, ଶ୍ରମିକ ଏବଂ ଯୁବବର୍ଗଙ୍କ ଉତ୍‌ଥାନ ପାଇଁ ପ୍ରୟାସ ଜାରି ରଖିଛି। ଗ୍ରାମ ସ୍ତରରେ ଯୁବ ଚେତନାର ସଂଗଠନକୁ…

ବିନା କାଗଜପତ୍ରରେ ଚାଲିଛି ସଫାରି ବସ୍‌

ବାରଙ୍ଗ,୨୪।୫(ଡି.ଏନ୍‌.ଏ.):ନନ୍ଦନକାନନ କର୍ତ୍ତୃପକ୍ଷ ଅଧିକ ରାଜସ୍ବ ଆଶାରେ ପାର୍କିଂ, ସଫାରି, ବ୍ୟାଟେରିଚାଳିତ ଅଟୋ ଓ ବୋଟିଂକୁ ଘରୋଇକରଣ କରିଛନ୍ତି। ହେଲେ ଘରୋଇକରଣ ପରେ ସେଗୁଡ଼ିକ ଉପରେ କର୍ତ୍ତୃପକ୍ଷ ନଜର ଦେଇ ନ ଥିବା ଅଭିଯୋଗ ହୋଇଛି, ଯାହାର ଉଦାହରଣ ସଫାରିରେ ଚାଲିଥିବା ବସ୍‌…

ଆଗକୁ ସାଉଥ୍‌ପୋଲ୍‌ ଆଣ୍ଟାର୍କଟିକା ଚଢ଼ିବା ଲକ୍ଷ୍ୟ:ସିଦ୍ଧାର୍ଥ

ପୁରୀ ଅଫିସ, ୨୪ା୫:ଏସିଆ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଆରୋହଣ କରିଥିବା ଓଡ଼ିଆ ପର୍ବତାରୋହୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ଓଡ଼ିଶା ଫେରିବା ପରେ ସୋମବାର ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସିଦ୍ଧାର୍ଥ…

ରାଜଧାନୀରେ ଖଣ୍ଡା ବୁଲାଇ ଆତଙ୍କ

ଭୁବନେଶ୍ୱର,୨୪।୫(ବ୍ୟୁରୋ):ହାତରେ ଧରିଥିଲେ ଖଣ୍ଡା ଓ ଷ୍ଟିଲ୍‌ ପାଇପ। ହାବୁଡ଼ରେ ଯାହା ପଡୁଥିଲା ହାଣୁଥିଲେ, ଭାଙ୍ଗୁ ଥିଲେ। ସ୍ଥାନୀୟ ଲୋକ ଓ କମିଶନରେଟ ପୋଲିସକୁ ଇଙ୍ଗିତ କରି ଧମକ ବି ଦେଉଥିଲେ। ଫଳରେ ଭୟରେ ପ୍ରାଣ ବିକଳରେ ବ୍ୟବସାୟୀ ଓ ଲୋକେ ଦୌଡିଥିଲେ।…

ନିର୍ବାଚିତ ହେଲେ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର, ୨୪।୫: (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏ୍‌ମ୍‌ସି)ର ଷ୍ଟାଣ୍ଡିଂ କମିଟି ଗଠନ ହେବାର ୨୦ଦିନ ପରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସୋମବାର ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୦ କମିଟି ମଧ୍ୟରୁ ନିୟମ ଅନୁଯାୟୀ କଣ୍ଟ୍ରାକ୍ଟସ୍‌ କମିଟିର…

ବର୍ଷାଙ୍କ ଅଭିଯୋଗର ତର୍ଜମା ଚାଲିଛି: ଡିସିପି

କଟକ ଅଫିସ, ୨୪ା୫:ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ୟୁଟ୍ୟୁବ୍‌ରେ ପୋଷ୍ଟ କରିଥିବା ୨ଟି ଭିଡିଓକୁ ନେଇ ରବିବାର ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଭିଡିଓରେ ତାଙ୍କର ଚରିତ୍ର ସଂହାର ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?