ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ, ସରୋଜ ମେହେର ଉପମୁଖ୍ୟ ସଚେତକ
ଭୁବନେଶ୍ୱର,୬ା୬(ବ୍ୟୁରୋ): ଜଗତ୍ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ ମିଳିଛି। ସେହିପରି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ସରକାରୀ ଦଳ ଉପ ମୁଖ୍ୟ ସଚେତକ କରାଯାଇଛି। ଏ ନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି…
ସରପଞ୍ଚ, ପୂର୍ବତନ ସମିତିସଭ୍ୟଙ୍କୁ ଅପହରଣ
ଚଣ୍ଡିଖୋଲ,୬ା୬(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ କିଛିଦିନ ତଳେ ଜଣେ ସରକାରୀ କର୍ମଚାରୀଙ୍କୁ ଅପହରଣ କରାଯାଇଥିବାବେଳେ ଶନିବାର ରାତିରେ ଉକ୍ତ ଥାନା ଅଧୀନ ନଳିପୁର ସରପଞ୍ଚ ଓ ପ୍ରାକ୍ତନ ସମିତିସଭ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖାଯାଇଥିଲା। ୫ଲକ୍ଷ ଟଙ୍କାଦେଲେ…
ରୋଗ ଭଲ ପାଇଁ ଖାଉଛନ୍ତି ବାଲି
ଗୋପାଳପୁର,୬ା୬(ଡି.ଏନ.ଏ.): ଔଷଧ ଖାଇଲେ ରୋଗ ଭଲ ହୁଏ। କିନ୍ତୁ ଜଣେ ବ୍ୟକ୍ତି ତାଙ୍କ ଗୋଡ଼ହାତ ବିନ୍ଧାରୁ ଉପଶମ ପାଇବା ପାଇଁ ବାଲି ଖାଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୀର୍ତ୍ତିପୁର ଗ୍ରାମରେ। ବାଲି ଖାଇଲେ ବି ତାଙ୍କର…
ଦୁର୍ନୀତି ଅଭିଯୋଗରେ ‘ଲେଡି ସିଙ୍ଘମ୍’ ଗିରଫ
ଗୁଆହାଟୀ,୬।୬: ଦୁର୍ନୀତି ଅଭିଯୋଗରେ ଆସାମ ପୋଲିସ ଅଫିସର ଜୁନମୋନି ରାଭାଙ୍କୁ ଗିରଫ କରାଯାଇଛି। ଗତ ମାସରେ ଜୁନମୋନି ତାଙ୍କ ଭାବିସ୍ବାମୀଙ୍କୁ ଗିରଫ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ତାଙ୍କୁ ‘ଲେଡି ସଙ୍ଘମ’ ଆଖ୍ୟା ଦିଆଯାଇଥିଲା। ଭାବିସ୍ବାମୀଙ୍କ ସହ ଠକେଇ କାରବାରରେ ମହିଳା…
ଅନିଶ୍ଚିତତାରେ ଅର୍ବାନ ହିଷ୍ଟ୍ରି ମ୍ୟୁଜିୟମ
ଭୁବନେଶ୍ୱର,୬।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି), ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ଏବଂ ସ୍ମାର୍ଟସିଟି ପକ୍ଷରୁ ରାଜଧାନୀର ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ସେଥିମଧ୍ୟରୁ କେତେକ କାର୍ଯ୍ୟକାରୀ ହେଉଥିବାବେଳେ ଆଉ କେତୋଟି ଯୋଜନା ଫାଇଲ ଭିତରେ ରହିଯାଉଛି। ସରକାର…
ପୀଡ଼ିତାଙ୍କ ପରିଚୟ ପ୍ରଘଟ କଲେ ଭାଜପା ବିଧାୟକ
ହାଇଦ୍ରାବାଦ,୬।୬ : ହାଇଦ୍ରାବାଦର ଜୁବିଲି ହିଲ୍ସ ଅଞ୍ଚଳରେ ଘଟିଥିବା ନାବାଳିକା ଗଣବଳାତ୍କାର ମାମଲାରେ ଭାଜପା ବିଧାୟକ ତଥା ଆଇନଜୀବୀ ରଘୁନନ୍ଦନ ରାଓ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ନାବାଳିକାଙ୍କ ଫଟୋ ଥିବା ଜଣାପଡ଼ିବା ପରେ ବିବାଦ ଦେଖାଦେଇଛି। ବିଧାୟକ ଭିଡିଓ…
ବୋରିସ୍ଙ୍କ ମୁଣ୍ଡରେ ଅନାସ୍ଥା ଖଣ୍ଡା
ଲଣ୍ଡନ, ୬ା୬: କୋଭିଡ୍ ଲକ୍ଡାଉନବେଳେ କଟକଣା ଉଲ୍ଲଂଘନ କରି ସରକାରୀ କାର୍ଯ୍ୟାଳୟ ପରିସରରେ ପାର୍ଟି କରିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କ ପାଇଁ ସମସ୍ୟା ବଢ଼ାଇଛି। ‘ପାର୍ଟିଗେଟ୍’ ପାଇଁ ବିରୋଧୀଙ୍କ ସମେତ ବୋରିସ୍ଙ୍କୁ ନିଜ ଦଳ କଞ୍ଜରଭେଟିଭ୍ ପାର୍ଟିର କେତେକ ସଦସ୍ୟ…
ନିୟମ ମାନୁନାହାନ୍ତି ବାର୍ ମାଲିକ
ଭୁବନେଶ୍ୱର,୬।୬(ବ୍ୟୁରୋ):: ରାଜଧାନୀର ବାର ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ରହିଥିଲେ ମଧ୍ୟ କେତେକ ବାର ମାଲିକ ନିୟମ ମାନୁ ନ ଥିବା ଦେଖିବାକୁ ମିଳିଛି। ବାରଗୁଡ଼ିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାନ୍ସ ଚାଲୁଥିବା ଖବର ପାଇ ଶନିବାର କମିଶନରେଟ ପୋଲିସ୍ର ଟିମ୍…
ଫ୍ରିଜ୍ରେ ମଦ ନ ରଖିବାରୁ ଦୋକାନୀଙ୍କୁ ମାଡ଼
ଭୁବନେଶ୍ୱର,୬।୬ (ବ୍ୟୁରୋ): ଫ୍ରିଜ୍ରେ ମଦ ପେଟି ରଖିବାକୁ ମନା କରିବାରୁ ଦୋକାନୀଙ୍କୁ ମାଡ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରି ବିହାର ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ ସିସିଟିଭିରେ ଏହି ଦାଦାଗିରିର ଦୃଶ୍ୟ ରହିଛି। ଦୋକାନ ମାଲିକ ଚିନ୍ମୟ ବିଶ୍ୱାଳ ଚନ୍ଦ୍ରଶେଖରପୁର ଥାନାରେ…
ନାହାନ୍ତି ଥାନାଧିକାରୀ, ବଢୁଛି ଅପରାଧ
ଭୁବନେଶ୍ୱର(ବ୍ୟୁରୋ)/ଯାଁଳା, ୬।୬(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଦିନକୁ ଦିନ ଜନବସତି ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଆଇନ ନିଶା କାରବାର, ହତ୍ୟା, ଚୋରି, ଲୁଟ୍ ଆଦି ଅପରାଧ ବଢ଼ି ଚାଲିଛି। ନାନା ଅବ୍ୟବସ୍ଥା ଘେରରେ ଥିବା ଏହି ଥାନା…
ଭାରତର କ୍ଷମା ଦାବିକଲା କାତାର
ନୂଆଦିଲ୍ଲୀ, ୬ା୬: କାନପୁର ହିଂସା ପରେ ଦେଶର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଫଳରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପା ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳ ଚାପରେ ପଡ଼ି ରବିବାର ନିଲମ୍ବନ…
ଗଛକଟାକୁ ନିଆରା ଢଙ୍ଗରେ ବିରୋଧ
ଭୁବନେଶ୍ୱର,୬।୬(ବ୍ୟୁରୋ): ଭୁବନେଶ୍ୱରରେ ବିଧାୟକ କ୍ୱାର୍ଟର୍ସ ନିର୍ମାଣ ପାଇଁ ପୁରୁଣା ଏମ୍ଏଲ୍ଏ କଲୋନୀରୁ ଶତାଧିକ ଗଛ କଟାଯିବା ପରେ ଆନ୍ଦୋଳନ ଜୋରଦାର ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନରେ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ, ପରିବେଶ ଓ ବୃକ୍ଷପ୍ରେମୀ,…

