ୟୁକ୍ରେନର ସ୍କୁଲ-ସାଂସ୍କୃତିକ କେନ୍ଦ୍ର ଉପରେ ଆକ୍ରମଣ: ୨୧ ମୃତ
କ୍ୱିଭ୍,୧୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୨ ଦିନରେ ପହଞ୍ଚିଛି। ୟୁକ୍ରେନ ଉପରେ ଏବେ ବି ରୁଷିଆ ସୈନ୍ୟ ରକେଟ ଓ ମିଶାଇଲ ମାଡ଼ କରୁଥିବା ବେଳେ ଗୁରୁବାର ଦେଶର ୩ଟି ସହରରେ ବଡ଼ ଆକ୍ରମଣ ହୋଇଛି।…
ଆଇସିଜେ ରାୟକୁ ମାନିଲାନି ରୁଷିଆ
ହେଗ୍/ମସ୍କୋ,୧୭ା୩: ୟୁକ୍ରେନ୍ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ନେଦରଲାଣ୍ଡ୍ସର ହେଗ୍ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବୁଧବାର ରୁଷିଆକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ମସ୍କୋ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିଜେ ରାୟକୁ ରୁଷିଆ ମାନିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ ଶୁଣାଇଦେଇଛି।…
ଶୁକ୍ରବାର ଜିନ୍ପିଙ୍ଗ୍ଙ୍କ ସହ ଆଲୋଚନା କରିବେ ବାଇଡେନ୍
ଓ୍ବାଶିଂଟନ୍, ୧୭ା୩: ୟୁକ୍ରେନ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍ପିଙ୍ଗ୍ ଶୁକ୍ରବାର ଆଲୋଚନା କରିବେ। ଗୁରୁବାର ଏନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଚାଇନା ଓ ଆମେରିକା ମଧ୍ୟରେ…
ବାଇଡେନ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ
ଓ୍ବାଶିଂଟନ୍, ୧୭ା୩: ଭାରତୀୟ ବଂଶୋଦ୍ଭବ ଡା. ଆଶିଷ ଝାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ବାଇଟ୍ ହାଉସ୍ର କୋଭିଡ୍ ରେସ୍ପନ୍ସ କୋଅର୍ଡିନେଟର ଭାବେ ନିଯୁକ୍ତି ଦେଇଛନ୍ତି। ଆସନ୍ତା ମାସରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ…
ବିଧାନ ପରିଷଦ ପ୍ରାର୍ଥୀ ଘୋଷଣା କଲା ଏସ୍ପି
ଲକ୍ଷ୍ନୌ,୧୭।୩: ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନ ପାଖେଇ ଆସୁଛି। ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ସମାଜବାଦୀ ପାର୍ଟି(ଏସ୍ପି) ଏବେ ବିଧାନ ପରିଷଦ ପାଇଁ ଅଣ୍ଟା ଭିଡିଛି। ପୂର୍ବରୁ ବିଧାନ ପରିଷଦ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିବା ବେଳେ…
ସ୍ବର ବଦଳାଇଲେ ସିଦ୍ଧୁ: ଇସ୍ତଫା ପରେ ମାନଙ୍କୁ କଲେ ପ୍ରଶଂସା
ଚଣ୍ଡିଗଡ଼,୧୭।୩: ପ୍ରଥମ ଥର ପାଇଁ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କ୍ଷମତାକୁ ଆସିଛି। ବୁଧବାର ଏଏପି ମୁଖ୍ୟମନ୍ତ୍ରୀ ଚେହେରା ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ସରକାର ଗଠନ କରିଛନ୍ତି। ଅନ୍ୟପକ୍ଷରେ ପଞ୍ଜାବରେ ଖରାପ ପ୍ରଦର୍ଶନ କରି ପରାଜୟ…
ହୋଲିରେ ଧୋନୀଙ୍କ ପରିବା ଅଫର
ରାଞ୍ଚି,୧୭।୩: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ସହରବାସୀଙ୍କୁ ହୋଲିରେ ଏକ ଦମ୍ଦାର ଅଫର ଦେଇଛନ୍ତି। ଚଳିତ ଥର ଧୋନୀ ରାଞ୍ଚିବାସୀଙ୍କ ସହ ହୋଲି ପାଳିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ତାଙ୍କ ଫାର୍ମ ହାଉସ୍କୁ ୩ଦିନ…
ଜି-୨୩ରେ ପୁଣି ମାନସ ମନ୍ଥନ: ଆଉ କିଛି ସମୟ ପରେ ବସିବ ବୈଠକ
ନୂଆଦିଲ୍ଲୀ,୧୭।୩: ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳରେ ନୂତନ ନେତୃତ୍ୱ ପାଇଁ ଦାବି ଜୋର ଧରିଛି। ଏଥିପାଇଁ ଦଳରେ ଏବେ ମାନସ ମନ୍ଥନ ଚାଲିଛି। ଏଥିପାଇଁ ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ଜି-୨୩ ନେତାଙ୍କ ପୁଣି ଥରେ…
ଇସ୍ରାଏଲ୍ରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ
ଜେରୁଜେଲମ,୧୭।୩: ସାରା ବିଶ୍ୱରେ ପୁଣି ଥରେ କରୋନା ପ୍ରକୋପ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନରୁ ଚାଇନାରେ ଲଗାତାର ୩ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୋଟିଏ ପଟେ ଚାଇନାରେ କରୋନା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୭ା୩(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୧୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୭,୧୫୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ସଞ୍ଜୟ: ସାକ୍ଷାତକାରକୁ ନେଇ ଉଠିଲା ପ୍ରଶ୍ନ
ଆବୁ ଧାବି,୧୭।୩: ୨୦୧୬ରେ ହୋଇଥିବା ଉରି ଆକ୍ରମଣ ପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ପୂର୍ବ ଭଳି ଆଉ ସମ୍ପର୍କ ନାହିଁ। ୨ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି। ସେହିଦିନଠାରୁ ଭାରତରେ ପାକିସ୍ତାନୀ କଳାକାରମାନଙ୍କୁ ବାରଣ କରାଯିବା ସହ ପାକିସ୍ତାନ କଳାକାରଙ୍କ…
‘ଅଢେଇ ବର୍ଷ ମୁଁ, ଅଢେଇ ବର୍ଷ ତୁମେ ହେବ ମୁଖ୍ୟମନ୍ତ୍ରୀ’
ପାଟନା,୧୭।୩: ବିହାରର ରାଜନୀତି ପୁଣି ଥରେ ରୋଚକ ମୋଡ଼ ନେଉଛି। ଏଥର ପ୍ରସଙ୍ଗ ଭାଜପା ଏବଂ ଜେଡିୟୁ ମଧ୍ୟରେ ନୁହେଁ, ବରଂ ବିକାଶଶୀଳ ଇନସାନ ପାର୍ଟି ସଭାପତି ମୁକେଶ ସାହାଣୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି। ମୁକେଶ ଏନଡିଏ ସହିତ ନ…
Archives


