Home

ଜ୍ଞାନବାପି ସର୍ଭେ ରାୟ ଦେଇଥିବା ଜଜ୍‌ଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, ୯ା୬: ଉତ୍ତରପ୍ରଦେଶ ଜ୍ଞାନବାପି ମସ୍‌ଜିଦ୍‌ରେ ଭିଡିଓଗ୍ରାଫି ସର୍ଭେ ପାଇଁ ରାୟ ଦେଇଥିବା ବାରାଣସୀ କୋର୍ଟ ଜଜ୍‌ ରବି କୁମାର ଦିବାକରଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ତାଙ୍କ ନିକଟକୁ ଆସିଥିବା ଏକ ଧମକପୂର୍ଣ୍ଣ ଚିଠି ବାବଦରେ ସେ ପୋଲିସ…

ସୋନିଆଙ୍କ ନୂଆ ରିପୋର୍ଟ ବି କରୋନା ପଜିଟିଭ, ଇଡି ପାଖରୁ ମାଗିଲେ ୩ ସପ୍ତାହ ସମୟ

ନୂଆଦିଲ୍ଲୀ,୯ ।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱିତୀୟ ରିପୋର୍ଟ ବି କରୋନା ପଜିଟିଭ ଆସିଛି । ଏହାପରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ପତ୍ର ଲେଖି ପଚରାଉଚରା ପାଇଁ ୩ ସପ୍ତାହର ସମୟ ମାଗିଛନ୍ତି । ସେ ଇଡିକୁ ୩ ସପ୍ତାହ…

୧୦୫ ଘଣ୍ଟାରେ ୭୫ କି.ମି. ରାଜପଥ

ନୂଆଦିଲ୍ଲୀ, ୯ା୬: ମହାରାଷ୍ଟ୍ରର ଅମରାବତୀରୁ ଅକୋଲା ପର୍ଯ୍ୟନ୍ତ ୭୫ କିଲୋମିଟର ରାସ୍ତା ଖୁବ୍‌ କମ୍‌ ସମୟରେ ଶେଷ ହୋଇଥିବା ଦୀର୍ଘତମ ରାଜପଥ ଭାବେ ବିଶ୍ୱ ରେକର୍ଡ କରିଛି। ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଦ୍ୱାରା ମାତ୍ର ୧୦୫ ଘଣ୍ଟା ୩୩…

ଲଦାଖ ନିକଟରେ ସାମରିକ ପ୍ରସ୍ତୁତି ଚଳାଇଛି ଚାଇନା

ନୂଆଦିଲ୍ଲୀ,୮ା୬: ଲଦାଖ ଅଞ୍ଚଳରେ ଚାଇନା କମ୍ୟୁନିଟି ପାର୍ଟିର ଆଚରଣ ଠିକ୍‌ ଲାଗୁନାହିଁ। ଆମେରିକାର ସେନାର ପାସିଫିକ୍‌ କମାଣ୍ଡିଂ ଜେନେରାଲ ଚାଲର୍‌ସ ଏ ଫ୍ଲିନ୍‌ ବୁଧବାର କହିଛନ୍ତି, ଭାରତ ସୀମା ନିକଟରେ ଚାଇନା ଦ୍ୱାରା ସାମରିକ ପ୍ରସ୍ତୁତି କରାଯାଉଛି, ଯାହା ବିପଦଜ୍ଜନକ ଅଟେ…

ଶ୍ରମିକ ବଦଳରେ ମେଶିନ କରୁଛି କାମ

ବାଲିଗୁଡ଼ା,୮ା୬(ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ସରକାରୀ ନିୟମାନୁଯାୟୀ, ଏଠି ଶ୍ରମିକ କାମ କରିବା…

ହୋମ୍‌ ଓ୍ବାର୍କ ନ କରିବାରୁ ୫ ବର୍ଷର ଶିଶୁକନ୍ୟାକୁ ଏମିତି ଦଣ୍ଡ ଦେଲେ ମା’, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୮ା୬: ରାଜଧାନୀରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ମା’ ଯେ, ନିଜ ଜନ୍ମିତ ପିଲାକୁ ଏପରି ଦଣ୍ଡ ଦେଇପାରେ ତାହା ସହଜରେ ବିଶ୍ୱାସ କରି ହେଉନାହିଁ। ମାତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରୁ ଏହା ସ୍ପଷ୍ଟ…

୪୪୫ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟର ୫ମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରୂପାନ୍ତରିତ ୪୪୫ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ବାଲେଶ୍ୱର ଜିଲାର ୧୩୫ ହାଇସ୍କୁଲ, ପୁରୀର ୯୫, ନୟାଗଡ଼ର ୬୦, ଜଗତସିଂହପୁରର ୭୫ ଓ ଭଦ୍ରକର ୮୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି।…

ହିଟ୍‌ମ୍ୟାନ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାହୁଲ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳର କୋଚ ରାହୁଲ ଦ୍ରାବିଡ଼…

ଜର୍ମାନୀ ଯିବେ ବାଇଡେନ

ଓ୍ବାଶିଂଟନ,୮ା୬: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚଳିତମାସ ୨୫ ତାରିଖରେ ଦକ୍ଷିଣ ଜର୍ମାନୀର ସ୍କଲ୍‌ସ ଏଲମାଉ ଯାତ୍ରା କରିବେ। ଏଠାରେ ବରିଷ୍ଠ ନେତାଙ୍କ ସହ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ହ୍ବାଇଟ୍‌ ହାଉସର ପ୍ରେସ୍‌ ସଚିବ କରିନ…

ବାରବାଟୀ ମ୍ୟାଚ୍‌ ଖେଳିବେନି ରାହୁଲ

ନୂଆଦିଲ୍ଲୀ,୮ା୬: ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ନୈରାଶଜନକ ଖବର। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟ୍‌କା। ବାରବାଟୀ ମ୍ୟାଚ୍‌ ଖେଳିବେନି ଅଧିନାୟକ କେ.ଏଲ୍‌ ରାହୁଲ। ପ୍ରଥମ ମୁକାବିଲା ଗୁରୁବାର ଦିଲ୍ଲୀର ଅରୁଣ…

ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କଲେ ସ୍ବାମୀ

କୋରାପୁଟ,୮ା୬(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଛୋଟାଗୁଡ଼ା ଗ୍ରାମରେ ବୁଧବାର ସକାଳେ ଏକ ହତ୍ୟାକାଣ୍ଡ ହୋଇଛି। ପାରିବାରିକ କଳହରୁ ସ୍ତ୍ରୀ ଜାନକୀ ଦାମୀ (୨୩)ଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ସ୍ବାମୀ ଦାମୋଦର ଦାମୀ(୨୬)। ଆଜି ସକାଳେ ଏହି ଘଟଣା ଘଟିଥିବାବେଳେ…

ପୁଅର ଶାବଳ ମାଡ଼ରେ ମା’ଙ୍କ ଜୀବନ ଗଲା

କେନ୍ଦୁଝର,୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ବନବିହାରୀପୁର ନୂଆଗାଁ ମୁଣ୍ଡା ସାହିରେ ଜଣେ ନିଶାଶକ୍ତ ପୁଅ ବିଧବା ମା’ଙ୍କୁ ଶାବଳରେ ପିଟି ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତକ ଜଣକ ହେଲେ ଟୁଲେଇ ମୁଣ୍ଡା(୬୦)। ପୋଲିସ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?