ଦେବଗଡ଼ ବିଧାୟକଙ୍କୁ ଗିରଫ ପ୍ରତିବାଦ: ଶୁକ୍ରବାର ଏସ୍ପି ଅଫିସ ଆଗରେ ଧାରଣା ଦେବ ଭାଜପା
ଭୁବନେଶ୍ୱର,୫।୫(ବ୍ୟୁରୋ): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଶୁକ୍ରବାର ରାଜ୍ୟର ସମସ୍ତ ଏସ୍ପି ଅଫିସ ଆଗରେ ଭାଜପା ଧାରଣା ଦେବ। ଏନେଇ ଭାଜପାର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ଏହାଛଡ଼ା ତିଲେଇବଣି ବିଡିଓଙ୍କୁ ଗିରଫ…
‘ରାହୁଲ ଗାନ୍ଧୀ ଜଣେ ବିନମ୍ର, ସରଳ ବ୍ୟକ୍ତି’
ନୂଆଦିଲ୍ଲୀ,୫।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେପାଳ ଗସ୍ତକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ରାହୁଲ ନେପାଳ ଯାଇଥିବାବେଳେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ସେ…
ଟ୍ରୋଲିଂ ପରେ ଓଜନ କମାଇ ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ
ବମ୍ବେ: ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ତିନି ମାସ ପରେ ମୋଟା ହୋଇଯିବାକୁ ନେଇ ଟ୍ରୋଲ ହୋଇଥିଲେ ହରନାଜ୍ ସାନ୍ଧୁ। ଟ୍ରୋଲିଂକୁ ନେଇ ସେ କଡ଼ା ଜବାବ ମଧ୍ୟ ଦେଇଥିଲେ। ହେଲେ ଏବେ ସେ ପୁଣି ଥରେ ନିଜ ଟ୍ରାନ୍ସଫର୍ମେଶନ୍କୁ ନେଇ ଚର୍ଚ୍ଚାରେ।…
୨ ବର୍ଷ ପରେ ଏଥର ରଥଯାତ୍ରାରେ ସାମିଲ ହେବେ ଭକ୍ତ
ପୁରୀ ଅଫିସ,୫ା୫: ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଏନେଇ ପ୍ରଶାସନ ପକ୍ଷରୁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକ ପରେ ପୁରୀ ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ୨ ବର୍ଷ ପରେ ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରାରେ…
ଜେଲ୍ରୁ ମୁକୁଳିବା ପରେ ହସ୍ପିଟାଲ ଗଲେ ନବନୀତ
ମୁମ୍ବାଇ,୫।୫: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ଅମରାବତୀର ନିର୍ଦ୍ଦଳୀୟ ଏମ୍ପି ନବନୀତ ରାଣା ଦୀର୍ଘ ୧୨ ଦିନ ପରେ ଗୁରୁବାର ଜେଲ୍ରୁ ମୁକୁଳିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସମୟ ପୂର୍ବରୁ ସେ ଜେଲ୍ରୁ ମୁକୁଳିଥିବା ଜଣାପଡ଼ିଛି। ତେବେ ଗୁରୁବାର ସନ୍ଧ୍ୟାରେ…
ଧୋନୀ-ରୋହିତ ପ୍ଲେ-ଅଫ୍ ଦୌଡ଼ରୁ ବାହାର ! ଟପ୍-୪ ଦୌଡ଼ରେ…
ମୁମ୍ବାଇ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)୨୦୨୨ରେ ଏଯାବତ ୪୯ ମ୍ୟାଚ୍ ଖେଳା ସରିଛି। ଦଳଗୁଡ଼ିକର ପ୍ରଦର୍ଶନ ଅନୁଯାୟୀ ପ୍ଲେ ଅଫ୍ ପାଇଁ ୮ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବିଶେଷକରି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ…
କିମ୍ଙ୍କ ନୂଆ ନିୟମ: ଟାଇଟ୍ ପ୍ୟାଣ୍ଟ୍ ପିନ୍ଧିଲେ ମିଳିବ ଏମିତି ଦଣ୍ଡ
ଉତ୍ତର କୋରିଆ ହେଉଛି ବିଶ୍ୱର ସବୁଠାରୁ ଗୁପ୍ତ ଦେଶ। ଏଠାରେ ସବୁକିଛି ଏକଛତ୍ରବାଦୀ ଶାସକ କିମ୍-ଜୋଙ୍ଗ୍-ଉନ୍ଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏଭଳି ପରିସ୍ଥିତିରେ ଏକଛତ୍ରବାଦୀ ଶାସନର ଇଚ୍ଛା ବିରୋଧରେ ଦେଶର କୌଣସି ସୂଚନା ବାହାରକୁ ଆସିପାରିବ ନାହିଁ। ଏହି ଏକଛତ୍ରବାଦୀ ଶାସକ…
ସଂଘାଇ ପରେ ଏବେ ବେଜିଂ ପାଳି: ହେବ ଲକ୍ଡାଉନ
ବେଜିଂ,୫।୫: ଗୋଟିଏ ପଟେ ସାରା ବିଶ୍ୱରେ ଯେଉଁଠି କରୋନା ନିୟନ୍ତ୍ରଣରେ ଆସୁଥିବା ବେଳେ କିନ୍ତୁ ଏନ୍ତୁଡିଶାଳ କୁହାଯାଉଥିବା ଚାଇନାର ସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି। ଚାଇନାର ସଂଘାଇ ପରେ ଏବେ ରାଜଧାନୀ ବେଜିଂରେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି। କରୋନା…
୧୨ ରୁଷିଆ ଜେନେରାଲଙ୍କୁ ହତ୍ୟା କରିଥିବା ଦାବି କଲା ୟୁକ୍ରେନ
କ୍ୱିଭ୍,୫।୫: ଦୁଇ ମାସରୁ ଅଧିକ ସମୟ ଧରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଥିବା ବେଳେ ଏହି ଯୁଦ୍ଧରେ ବହୁ ସଂଖ୍ୟକ ସୈନ୍ୟ ଏବଂ ସାଧାରଣ ନାଗରିକ ନିଜର…
‘ଆମେ ନେବୁନି କି କାହାକୁ ନେବାକୁ ଦେବୁନି’
ଛତ୍ରପୁର,୫।୫(ଡି.ଏନ୍.ଏ. )- ଗଞ୍ଜାମ ଜ଼ିଲା ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ କାଉନସିଲରମାନଙ୍କୁ ଗୁରୁବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ବିକାଶର ମନ୍ତ୍ର ଦେଇଛନ୍ତି। ‘ଆମେ ନେବୁନି କାହାକୁ ନେବାକୁ ଦେବୁନି’ ଏହି ନୀତିରେ ଚାଲିବାକୁ ଜ଼ିଲାପାଳ ଉପସ୍ଥିତ କାଉନସିଲରମାନଙ୍କୁ ପରାମର୍ଶ…
ଡ୍ରୋନ୍ ସାହାଯ୍ୟରେ ଆଇସ୍କ୍ରିମ୍ ଡେଲିଭରି: ଏହି ଦୁଇ ସହରରେ ଆରମ୍ଭ ହୋଇଛି ସେବା
ଆକାଶରେ କିମ୍ବା ଘରର ଛାତ ଉପରେ ଡ୍ରୋନ୍ ଉଡୁଥିବାର ନିଶ୍ଚିତ ଦେଖିଥିବେ। ଏହି ଡ୍ରୋନ୍ ସହାୟତାରେ ଅନେକ ସ୍ଥାନରେ ଗୋପନୀୟ ଫଟୋ ଉଠାଯାଏ। ଏହା ଦ୍ୱାରା ଆତଙ୍କବାଦୀ ଆକ୍ରମଣ ବି ହୋଇଥାଏ। ମାତ୍ର କିଛି ଡ୍ରୋନ୍କୁ ଏବେ ସାମଗ୍ରୀ ପଠାଇବାରେ ବ୍ୟବହାର…
ବିକିଙ୍କୁ ଛୁଇଁବା ମାତ୍ରେ ଯୁବତୀଙ୍କ ଆଖିରେ ଆସିଗଲା ଲୁହ
ବଲିଉଡ ଅଭିନେତା ବିକି କୌଶଲ ନିଜ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବିକିଙ୍କ ଝଲକ୍ ଟିକେ ପାଇବାକୁ ପ୍ରଶଂସକ ଅପେକ୍ଷା କରିଥାନ୍ତି। ନିକଟରେ ଜଣେ ଯୁବତୀ ବିକିଙ୍କୁ ଦେଖି ଭାବପ୍ରବଣ ହୋଇପଡିଥିଲେ। ଏହାର ଭିଡିଓ ସୋସିଆଲ…
Archives


