Home

ଅଧିନାୟକ ପଦ ଛାଡିଲେ ରୁଟ୍‌

ଲଣ୍ଡନ,୧୫।୪: ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଜୋ ରୁଟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ଯୋଗୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ରୁଟ ଦୀର୍ଘ ସମୟ ଧରି ଇଂଲଣ୍ଡର ଅଧିନାୟକ…

ବିମାନ ଯାତ୍ରୀଙ୍କ ମୋବାଇଲରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୧୫ା୪: ଇଣ୍ଡିଗୋ ବିମାନ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିଯାଇଥିଲା। ଏନେଇ ତୁରନ୍ତ କ୍ରୁ ମେମ୍ବରଙ୍କୁ ସୂଚନା ଦିଆଯାଇଥିଲା। ପରେ କ୍ରୁ ସଦସ୍ୟମାନେ ନିଆଁକୁ ଆୟତ୍ତ କରିଥିଲେ। ଡିଜିସିଏର ବରିଷ୍ଠ ଅଧିକାରୀ କହିଛନ୍ତି, ଏ-୩୨୦ ନିୟୋ ବିମାନ ଭିଟି-ଆଇଜେଭି କିପ୍‌ ବିମାନ ନମ୍ବର…

ଡ୍ୟୁଟି ସହ ରାସ୍ତାକଡ଼ରେ ପିଲାଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି ଟ୍ରାଫିକ ପୋଲିସ

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥା’ନ୍ତି। ଆଜିର ସମୟରେ କିଛି ଲୋକ ନିଜର ଲାଭ ବ୍ୟତୀତ ଅନ୍ୟ କିଛି ବିଷୟରେ ଚିନ୍ତା କରୁ ନ ଥିବା ବେଳେ ଜଣେ ଟ୍ରାଫିକ ପୋଲିସ ଗରିବ ପିଲାଙ୍କ ପାଇଁ…

ନଓ୍ବାଜ ଫେରିବା ପରେ ଶାହାବାଜ ଛାଡ଼ିବେ କି ପ୍ରଧାନମନ୍ତ୍ରୀ ପଦ

ଇସଲାମାବାଦ,୧୫ା୪: କିଛିଦିନ ଧରି ପାକିସ୍ତାନରେ ଉଠିଥିବା ରାଜନୈତିକ ଝଡ଼ ଶାନ୍ତ ପଡ଼ିଗଲା, କିନ୍ତୁ ଆଗାମୀ ଦିନରେ ଏଠାରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ରାଜନୈତିକ ବିଶେଷଜ୍ଞମାନେ ପାକିସ୍ତାନର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏହି ବିଶେଷଜ୍ଞଙ୍କ ମତରେ ନଓ୍ବାଜ…

‘ଦ କଶ୍ମୀର ଫାଇଲ୍ସ’ ପରେ ଏବେ ‘ଦ ଦିଲ୍ଲୀ ଫାଇଲ୍ସ’

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଫିଲ୍ମର ଏଭଳି ସଫଳତା ଦେଖିବା ପରେ ବିବେକ ଅଗ୍ନିହୋତ୍ରୀ ତାଙ୍କର…

ଶାକାହାରୀ କୁକୁର, ବାଡ଼ିବଗିଚାରୁ ସିଧା ତୋଳି ଖାଏ ଫଳମୂଳ

ସାଧାରଣତଃ କୁକୁରମାନେ ଆମିଷପ୍ରିୟ। ମାତ୍ର ସୋସିଆଲ ମିଡିଆରେ ଏକ କୁକୁରର ଫଟୋ ଭାଇରାଲ ହେଉଛି, ଯିଏ କି ପୂରା ଶାକାହାରୀ। କୁକୁରଟି କେବଳ ଫଳ ଏବଂ ପନିପରିବା ଖାଇଥାଏ। ସବୁଠୁ ବଡ଼ କଥା ହେଲା ଏହି କୁକୁର କୌଣସି କଟା ପନିପରିବା…

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହୃଦ୍‌ଘାତ

ମସ୍କୋ,୧୫।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫୧ ଦିନ ହେବ ଯୁଦ୍ଧ ଜାରି ରହିଛି। ସେପଟେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ଶୋଏଗୁ ହୃଦ୍‌ଘାତର ଶିକାର ହୋଇଛନ୍ତି। ଏହି କାରଣରୁ ତାଙ୍କୁ ଗତ କିଛି ଦିନ ହେବ ଦେଖିବାକୁ ମିଳିନାହିଁ ।…

ଜେଏନ୍‌ୟୁ ମୁଖ୍ୟ ଫାଟକରେ ସାଫ୍ରନ୍‌ ପତାକା

ନୂଆଦିଲ୍ଲୀ,୧୫।୪:ରାମ ନବମୀରେ ନନ୍‌ଭେଜ ଖାଇବାକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମାମଲା ସମାଧାନ ହୋଇପାରି ନ ଥିବାବେଳେ ଶୁକ୍ରବାର ସକାଳେ ଅନ୍ୟ ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି। ହିନ୍ଦୁ ସେନା ନାମକ ଏକ ସଂଗଠନ ପକ୍ଷରୁ ଜେଏନୟୁ…

ଆଖିପିଛୁଳାରେ ଭାଙ୍ଗିଦେଲେ ଷ୍ଟମ୍ପ୍‌: ପ୍ରଶଂସକ ଆଶ୍ଚର୍ଯ୍ୟ

ପୁଣେ,୧୫।୪: ଆଇପିଏଲ ୨୦୨୨ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୩୭ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଝଲକ ଦେଖିବାକୁ ମିଳିଛି। ସମସ୍ତ ତିନୋଟି ବିଭାଗ ବ୍ୟାଟିଂ, ବୋଲିଂ…

ଜୁନ୍‌ ୩ୟ ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ପ୍ରଶାନ୍ତ ମହାସାଗରରେ ‘ଲା-ନିନା’ ପ୍ରଭାବ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିବ। ଭାରତ ମହାସାଗରରେ ଡାଇପୋଲ ନକାରାତ୍ମକ ସ୍ଥିତି କାରଣରୁ ସମୁଦ୍ର ଉପରିଭାଗ ତାପମାତ୍ରା ବୃଦ୍ଧି ପାଇବ। ଫଳରେ ମୌସୁମୀ ଆଗମନରେ ସୁବିଧା ହେବ।…

ସାତଫେରା ବଦଳରେ ଚାରି ଫେରା ନେଲେ ଆଲିଆ-ରଣବୀର, କାରଣ କହିଲେ ଆଲିଆଙ୍କ ଭାଇ

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରଥମେ ଆଲିଆ ତାଙ୍କ ସୋସିଆଲ ମିଡିଆରେ ନିଜର ବିଶେଷ ଦିନର ଫଟୋ ଶେୟାର କରିଥିଲେ, ଯାହା ଖୁବ୍‌ ଭାଇରାଲ ହୋଇଥିଲା। ଦୁହିଁଙ୍କର ଫଟୋ ଦେଖିବା ପାଇଁ ଉତ୍ସାହର…

ବିବାହ ଚାଲିଥିବାବେଳେ ହଠାତ୍‌ କାନ୍ଦିଲେ ଆଲିଆ

ଶେଷରେ ହାତକୁ ଦି’ ହାତ ହୋଇଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ହିନ୍ଦୁ ରୀତିନୀତି ସହ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଏପ୍ରିଲ ୧୩ରୁ ଦୁହିଁଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମେହେନ୍ଦି ପରେ ହଳଦୀ ଓ ବାହାଘର ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri