ଶ୍ରୀଲଙ୍କାକୁ ୧୫ ହଜାର ଲିଟର କିରୋସିନ ପଠାଇଲା ଭାରତ, ୭ ଶହ ଧୀବରଙ୍କୁ ମିଳିବ ସହାୟତା…
ନୂଆଦିଲ୍ଲୀ/କଲମ୍ବୋ, ୩୧।୫ : ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇ ଯାଇଛି। ଫଳରେ ଖାଦ୍ୟ ସାମଗ୍ରୀ, ଇନ୍ଧନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଜିନିଷ ଆମଦାନୀରେ…
୫୧ ଲୋକଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ…
ତେହେରାନ, ୩୧।୫ : ଇରାନରେ, ୫୧ ଜଣଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ ନିର୍ଦ୍ଦେଶ ଜାରି କରାଯାଇଛି। ବୈବାହିକ ସମ୍ପର୍କରେ ନିଜ ସାଥୀଙ୍କୁ ପ୍ରତାରଣା କରିଥିବାରୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଏଭଳି ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଲୋକମାନଙ୍କୁ ପଥର ଫିଙ୍ଗି…
ତାଇଓ୍ବାନ ଆକାଶ ମାର୍ଗରେ ୩୦ ଚାଇନା ବିମାନର ଅନୁପ୍ରବେଶ…
ତାଇପେ, ୩୧।୫ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଇୱାନକୁ ସମର୍ଥନ କରିବା ପରେ ଚାଇନା କ୍ରୋଧରେ ଲାଲ ହୋଇଯାଇଛି। ବାଇଡେନଙ୍କ ଘୋଷଣା ପରେ ଚାଇନାର ୩୦ଟି ଯୁଦ୍ଧ ବିମାନ ଏକାସାଙ୍ଗରେ ତାଇୱାନର ଆକାଶ ମାର୍ଗରେ ଅନୁପ୍ରବେଶ କରିଛି। ଚାଇନାର ଯୁଦ୍ଧ…
ବାଇଡେନ-ପୁଟିନ୍-ଜିନପିଙ୍ଗ୍-କିମ୍ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କଳ୍ପନାଜଳ୍ପନା…
ଓ୍ବାଶିଂଟନ/ମସ୍କୋ/ବେଜିଂ/ପୋଙ୍ଗୟାଙ୍ଗ, ୩୧।୫ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଚାଇନା ଏବଂ ରୁଷିଆ ପ୍ରତିପକ୍ଷ ଶି ଜିନପିଙ୍ଗ୍ ଏବଂ ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅନ୍ତର୍ଜାତୀୟସ୍ତରରେ ନାନା କଳ୍ପନାଜଳ୍ପନା ଜାରି ରହିଛି। ୭୯ ବର୍ଷିୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବାର୍ଦ୍ଧକ୍ୟ…
୧୦ କୋଟି ହିତାଧିକାରୀଙ୍କ ସଞ୍ଚୟ ଖାତାକୁ ୨୧ ହଜାର କୋଟି ଗଲା…
ନୂଆଦିଲ୍ଲୀ, ୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅନ୍ତର୍ଗତ ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ସଞ୍ଚୟ ଖାତାକ ୨୧ ହଜାର କୋଟି ଟଙ୍କା ପଠାଇଛନ୍ତି। କରିଛନ୍ତି। ପିଏମ-କିଷାନ ଯୋଜନା ଏକାଦଶ କିସ୍ତି…
ତ୍ୱଚା ପାଇଁ ବରଦାନ ଅଣ୍ଡା
ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ମହିଳାମାନେ ବିଭିନ୍ନ ଉପାଦାନ ବ୍ୟବହାର କରିଥାନ୍ତି। ତେବେ ଆପଣ ଜାଣନ୍ତି କି, ଅଣ୍ଡାରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ। ଏହାକୁ ବ୍ୟବହାରକରି ଆପଣ ପ୍ରାକୃତିକ ଉପାୟରେ ନିଜ ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ… ବେଦାଗ ସୁନ୍ଦର…
୫୦ ସେକେଣ୍ଡର ବିଜ୍ଞାପନ ପାଇଁ ଏତିକି ଟଙ୍କା ନେଲେ ନୟନତାରା
ଦେଶରେ ଆଜିକାଲି ସାଉଥ ସିନେମା କ୍ରେଜ୍ ଚାଲିଛି। ‘ପୁଷ୍ପା’, ‘ଆରଆରଆର’, ‘କେଜିଏଫ’ର ସଫଳତା ପରେ ସାଉଥ ସିନେମା ଷ୍ଟାର୍ଙ୍କ ଗୋଡ ତଳେ ଲାଗୁନି। ଏହି ଷ୍ଟାର୍ମାନେ ବଲିଉଡ୍ ଷ୍ଟାର୍ଙ୍କୁ ଟକ୍କର ଦେବା ଆରମ୍ଭ କଲେଣି। ସାଉଥ ସିନେମାର ଅଭିନେତ୍ରୀ ନୟନତାରା ଯଦିଓ…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା କମିଲା…
ନୂଆଦିଲ୍ଲୀ, ୩୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
‘ଭୋଟ ବ୍ୟାଙ୍କ୍ ନୁହେଁ, ଆମେ ନୂଆ ଭାରତ ଗଢିବାକୁ ଆସିଛୁ’
ଶିମ୍ଲା,୩୧।୫: କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶିମଲାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ସକାଳ ୧୧ଟାରେ ଶିମଲାରେ ପହଞ୍ଚି ରୋଡ ଶୋ’ କରି ରିଜ୍ରେ ଆୟୋଜିତ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…
ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ରୋହିତ, କୋହଲିଙ୍କ ସ୍ଥାନ ନାହିଁ
ମୁମ୍ବାଇ,୩୧।୫: ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିବା ଏକରୁ ଅଧିକ ଖେଳାଳି ଚୟନ କରି ନିଜର ସର୍ବଶ୍ରେଷ୍ଠ ଆଇପିଏଲ ଏକାଦଶ ପ୍ରସ୍ତୁତ କରିଛନ୍ତି। ସଚିନ ଏହି ଦଳର ଅଧିନାୟକ ଭାବରେ ଗୁଜରାଟ ଟାଇଟାନ୍ସ ଦଳର…
ରିଜ ମଇଦାନରେ ମୋଦି
ଶିମଲା,୩୧ ।୫: ଭାରତୀୟ ଜନତା ପାର୍ଟି(ଭାଜପା)ଶାସନକୁ ୮ ବର୍ଷ ପୂରଣ ହୋଇଛି । ଏହି ବର୍ଷ ପୂର୍ତ୍ତିର ଖୁସି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଶିମଲାର ରିଜ ମଇଦାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ମୋଦିଙ୍କୁ ପାଖରୁ ଦେଖିବା ଓ…
ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ
ଶ୍ରୀନଗର,୩୧।୫: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ଆତଙ୍କବାଦୀମାନେ କୁଲଗାମର ଗୋପାଳପୁରରେ ଜଣେ ଶିକ୍ଷୟିତ୍ରୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ସୁରକ୍ଷା ବାହିନୀ ଦ୍ୱାରା ସମଗ୍ର ଅଞ୍ଚଳକୁ କର୍ଡନ କରିବା ପାଇଁ ସର୍ଚ୍ଚ ଅପରେଶନ ଚାଲିଛି। କଶ୍ମୀର ପୋଲିସ ଟୁଇଟ କରି…
Archives


