ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା: ୫ ତୀର୍ଥଯାତ୍ରୀ ମୃତ, ଅନେକ ନିଖୋଜ
ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ବାଦଲ ଫଟା ବର୍ଷା ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ତୀର୍ଥଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ଆଇଟିବିପିର ଟିମ୍ ରିଲିଫ୍ ଏବଂ…
ଉର୍ଫି ଜଣେ ଫ୍ୟାଶନ୍ ଆଇକନ୍: ରଣବୀର
ବମ୍ବେ: ଯିଏ ନିଜର ଅଜବଗଜବ ପରିଧାନକୁ ନେଇ ସର୍ବଦା ରହିଥାନ୍ତି ଚର୍ଚ୍ଚାରେ, ତାଙ୍କର ବଡ଼ ପ୍ରଶଂସକ ପାଲଟିଛନ୍ତି ବଲିଉଡ୍ ସୁପରଷ୍ଟାର ରଣବୀର ସିଂହ। ଆମେ କହୁଛୁ ଉର୍ଫି ଜାଭେଦଙ୍କ ବିଷୟରେ। ସର୍ବଦା ଅଭିନେତ୍ରୀ ନିଜର ସ୍ବତନ୍ତ୍ର ବେଶଭୂଷାକୁ ନେଇ ସୋସିଆଲ ମିଡିଆରେ…
ହସ୍ପିଟାଲ୍ରେ ଏଜାଜ୍ ଖାଁ
ବମ୍ବେ: ଟେଲିଭିଜନ ଷ୍ଟାର ତଥା ବିଗ୍ବସ୍ର ପ୍ରତିଯୋଗୀ ଥିବା ଏଜାଜ୍ ଖାଁ ଅସୁସ୍ଥ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଟାଇଫଏଡ୍ରେ ପୀଡ଼ିତ ଥିବା ଜଣାପଡ଼ିଛି। ଏଜାଜ୍ ନିଜର ସ୍ବାସ୍ଥ୍ୟ ବିଷୟରେ ନିଜର ସୋସିଆଲ ମିଡିଆରେ ପ୍ରଂଶସକଙ୍କୁ ଜଣାଇଛନ୍ତି। ଇନଷ୍ଟାଗ୍ରାମ ଷ୍ଟୋରୀରେ…
ଆବେଙ୍କ ହତ୍ୟାକାରୀ ଗିରଫ, କହିଲେ କେଉଁ କାରଣରୁ ମାରିଥିଲେ ଗୁଳି
ଟୋକିଓ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶୁକ୍ରବାର ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ତାଙ୍କୁ ପଛପଟୁ ଗୁଳି କରାଯାଇଥିଲା। ଆବେଙ୍କ ବେକର ଡାହାଣ ପାର୍ଶ୍ୱରେ ଗୁଳି ବାଜିଥିବାରୁ ତାଙ୍କ ଛାତିରେ ଆଭ୍ୟନ୍ତରୀଣ ରକ୍ତତ୍ସାବ ହୋଇଥିଲା।…
ଟିଜର ରିଲିଜ୍ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବିକ୍ରମ
ମୁମ୍ବାଇ: ସାଉଥ ସିନେମାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ତାମିଲ ଅଭିନେତା ବିକ୍ରମ ଶୁକ୍ରବାର ହୃଦ୍ଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ୫୬ ବର୍ଷୀୟ ବିକ୍ରମଙ୍କୁ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ସେ…
କରୋନା ପରେ ଚିନ୍ତା ବଢ଼ାଇଲା ମାରବର୍ଗ ସଂକ୍ରମଣ
କେପ୍ ଟାଉନ୍,୮।୭: ବିଶ୍ୱ ଗତ ୨ବର୍ଷରୁ ଉର୍ଦ୍ଧ୍ୱ ହେଲା କରୋନା ମହାମାରୀ ସହ ସଂଘର୍ଷ କରୁଛି। ଇତିମଧ୍ୟରେ ଆଉ ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ବର୍ତ୍ତମାନ ପଶ୍ଚିମ ଆଫ୍ରିକାର ଘାନାରେ ବିପଜ୍ଜନକ ସଂକ୍ରମଣ ମାରବର୍ଗ ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ,…
ଭାରତ ଉପରେ ମାଲେସିଆ-ଇଣ୍ଡୋନେସିଆର ସାଇବର ଷ୍ଟାଇକ୍
ଅହମ୍ମଦାବାଦ,୮।୭: ଦେଶରେ ଗତ କିଛି ଦିନ ହେଲା ନୁପୁର ଶର୍ମାଙ୍କ ବିବାଦୀୟ ମନନ୍ତବ୍ୟ ପରେ ହିଂସାକାଣ୍ଡ ଘଟିଚାଲିଛି। ଏଭଳି ସ୍ଥିତିରେ ମାଲେସିଆ ଏବଂ ଇଣ୍ଡୋନେସିଆର ମୁସଲମାନ ହ୍ୟାକରମାନେ ଭାରତ ବିରୋଧରେ ସାଇବର ଯୁଦ୍ଧ ଆରମ୍ଭ କରିଛନ୍ତି। ଦୁଇ ଦେଶର ହ୍ୟାକର ଗୋଷ୍ଠୀ…
ୟୁପି ଉପମୁଖ୍ୟମନ୍ତ୍ରୀଙ୍କ ଶଶୂର ଘର ଗାଁ ନାମ ବଦଳାଇବାକୁ ପ୍ରସ୍ତାବ
କୋଶାମ୍ବି,୮।୭: ଉତ୍ତରପ୍ରଦେଶର କୋଶାମ୍ବିରେ ଜିଲା ପଞ୍ଚାୟତ ବୈଠକରେ ଅଫଜଲପୁରୱାରୀ ଗାଁର ନାମ ପରିବର୍ତ୍ତନ ପାଇଁ ଦାବି ହୋଇଛି। ଜିଲା ପଞ୍ଚାୟତ ସଦନର ଅନୁଷ୍ଠିତ ଏହି ବୈଠକରେ ଜିଲା ପଞ୍ଚାୟତ ସଦସ୍ୟ ତୁଫାନ ସିଂ ଯାଦବ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବିଶେଷ…
ମୁଖ୍ୟମନ୍ତ୍ରୀରୁ ପରିଚୟ, ପ୍ରଧାନମନ୍ତ୍ରୀ ପରେ ଗଭୀର ହେଲା ବନ୍ଧୁତ୍ୱ
ନୂଆଦିଲ୍ଲୀ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ରିୟମାଣ ହୋଇ ଟୁଇଟ କରିିଛନ୍ତି। ସେ କହିଛନ୍ତି, ସିଞ୍ଜୋ ଆବେ ମୋର ଜଣେ ପ୍ରିୟ ବନ୍ଧୁ ଥିଲେ ତାଙ୍କ ଦେହାନ୍ତ ମୋତେ…
ସିଞ୍ଜୋ ଆବେଙ୍କ ବିୟୋଗରେ ଏକ ଦିନିଆ ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଲୀ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ନାରା ସହରରେ ଏକ ନିର୍ବାଚନୀ ପ୍ରଚାର ସଭାରେ ଉଦ୍ବୋଧନ ଦେଉଥିବା ବେଳେ ଗୁଳି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆବେଙ୍କ ବିୟୋଗରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି…
ପରଲୋକରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ
ଟୋକିଓ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶୁକ୍ରବାର ପରଲୋକ ଘଟିଛି। ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ୨ଟି ଗୁଳି ଚଳାଇଥିଲେ। ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବପର…
ନବୀନଙ୍କୁ ଭାଇ କହିଲେ ଦ୍ରୌପଦୀ
ଭୁବନେଶ୍ୱର,୮ା୭: ଏନ୍ଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସକାଳେ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆସିଥିଲେ। ଏଠାରେ ପହଞ୍ଚିବା ପରେ ସିଧା ଅତିଥି ଭବନ ଯାଇଥିଲେ। ସେଠାରୁ ପୁଣି ବିଧାନସଭା ଆସିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ…

