ସେହ୍ବାଗ କହିଲେ, ‘ନାଁ ସାର୍ବଜନୀନ କରନ୍ତୁ ଚହଲ’
ନୂଆଦିଲ୍ଲୀ,୮।୪: ସାଥୀ ଖେଳାଳିଙ୍କ ମଧ୍ୟରେ ନିଜର ମଜାଳିଆ ସ୍ବଭାବ ଏବଂ ବ୍ୟବହାରକୁ ନେଇ ଜଣାଶୁଣା ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ୯ ବର୍ଷ ପୂର୍ବେ ସମ୍ମୁଖୀନ ହୋଇଥିବା ଏକ ଘଟଣା ଉପରୁ ପରଦା ହଟାଇ ଚର୍ଚ୍ଚାରେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟୁଇଟ୍…
ଖବରଦାତାଙ୍କ ଗୋଡ଼ରେ ବେଡ଼ି: ବଦଳିଲେ ନୀଳଗିରି ଥାନା ଆଇଆଇସି
ବାଲେଶ୍ୱର ଅଫିସ,୮।୪: ବାଲେଶ୍ୱର ଜିଲା ନୀଳଗିରିର ଖବରଦାତା ଲୋକନାଥ ଦଳେଇଙ୍କୁ ବେଡ଼ି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନୀଳଗିରି ଥାନା ଆଇଆଇସି ଦ୍ରୋପଦୀ ଦାସଙ୍କ ସହ ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ…
କରୋନାରେ ମୃତ୍ୟୁ ଲାଗି ମିଳିବ କ୍ଷତିପୂରଣ: ଆବେଦନ ତାରିଖ ବଢ଼ାଇଲେ ରାଜ୍ୟ ସରକାର
ଭୁବନେଶ୍ୱର,୮।୪(ବ୍ୟୁରୋ): ସରକାର କୋଭିଡ୍ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବେ। ନଭେମ୍ବର ୩ ତାରିଖରୁ ରାଜ୍ୟରେ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ଏହି କ୍ଷତିପୂରଣ ପାଇବା ନିମନ୍ତେ…
ପାକିସ୍ତାନ: କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲଦଣ୍ଡ
ଇସଲାମାବାଦ,୮।୪: ଜମାତ-ଉଦ-ଦାଓ୍ବା ମୁଖ୍ୟ, କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କୁ ଲାଗିଛି ଶକ୍ତ ଧକ୍କା। ଆତଙ୍କବାଦ ସହ ଜଡ଼ିତ ଦୁଇଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିଲାଗି ତାଙ୍କୁ ପାକିସ୍ତାନର ଆତଙ୍କବାଦୀ…
୪୦ ବର୍ଷର ବୟସ ବ୍ୟବଧାନ, ତଥାପି ଜବରଦସ୍ତ କେମେଷ୍ଟ୍ରୀ
ପ୍ରେମ ନା ବୟସ ଦେଖେ, ନା ଜାତି, ନା ଧର୍ମ। ସେଥିପାଇଁ ତ ଜଣେ କେବେ, କେଉଁଠି, କେତେବେଳେ ଆଉ କାହା ପ୍ରେମରେ ପଡେ ଜାଣିପାରେନା। ସେଭଳି ଏକ ପ୍ରେମଯୁଗଳଙ୍କ କାହାଣୀ ଏବେ ଚର୍ଚ୍ଚାରେ। ‘ଦ କିଙ୍ଗ ଆଣ୍ଡ କୁଇନ୍ ଅଫ୍…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବିବାଦ ପରେ ହାଇକୋର୍ଟଙ୍କ ଜବାବ ତଲବ
କଟକ ଅଫିସ,୮।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଧିରେଧିରେ ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରକଳ୍ପର ବୈଧତା ଉପରେ ପ୍ରଶ୍ନ ଉଠିବା ପରେ ଶୁକ୍ରବାର ଏହାକୁ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି। ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ…
ରେଲଓ୍ବେ ଷ୍ଟେସନ୍ରେ ମିଶାଇଲ୍ ମାଡ଼: ୩୦ ମୃତ, ୧୦୦ରୁ ଊର୍ଦ୍ଧ୍ୱ ଆହତ
କ୍ୱିଭ୍,୮।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୪ ଦିନରେ ପହଞ୍ଚିଛି। ଏହି ଯୁଦ୍ଧ କେବେ ସମାପ୍ତ ହେବ ତାହା କାହାକୁ ଜଣାନାହିଁ। ବେଳକୁ ବେଳ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରୁଛି। ଇତିମଧ୍ୟରେ ଶୁକ୍ରବାର ପୂର୍ବ…
ପ୍ରକାଶ ପାଇଲା ଓଟିଇଟି ପରୀକ୍ଷାଫଳ
କଟକ ଅଫିସ,୮।୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି। ପରୀକ୍ଷାର୍ଥୀମାନେ ଏହି ଓ୍ବେବ୍ସାଇଟକୁ ଯାଇ ନିଜର ରୋଲ ନମ୍ବର ଓ ଜନ୍ମ…
ଆଇପିଏଲ ୨୦୨୨: ଅରେଞ୍ଜ-ପର୍ପଲ କ୍ୟାପ୍ ରେସ୍ରେ ଅଛନ୍ତି କେଉଁ ଖେଳାଳି ଜାଣନ୍ତୁ
ପୁଣେ,୮।୪: ଆଇପିଏଲ ୨୦୨୨ରେ ଏପର୍ଯ୍ୟନ୍ତ ୧୫ଟି ମ୍ୟାଚ ଖେଳାଯାଇଛି। ଏହି ସମୟ ମଧ୍ୟରେ କୋଲକାତା ନାଇଟ ରାଇଡର୍ସ ପଏଣ୍ଟ ଟେବୁଲ ଶୀର୍ଷରେ ଅଛି। କେକେଆର୍ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୬-୬ ପଏଣ୍ଟ ପାଇଛନ୍ତ। କିନ୍ତୁ ନେଟ ରନ ହାର ଦୃଷ୍ଟିରୁ…
ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଚହଲ
ପୁଣେ,୮।୪: ଟିମ ଇଣ୍ଡିଆର ସ୍ପିନର ୟୁଜଭେନ୍ଦ୍ର ଚହଲ ଦୀର୍ଘ ଦିନ ଧରି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଖେଳୁଛନ୍ତି। ସେ ୨୦୧୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ରେ ଯୋଗଦେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ଥିଲେ। ଚଳିତ ଆଇପିଏଲ୍ରେ ଚହଲ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମା’ ମୃତ, ଝିଅ-ଜ୍ୱାଇଁ ଗୁରୁତର
ବାଲେଶ୍ୱର ଅଫିସ,୮ା୪: ବାଲେଶ୍ୱର ସଦର ଥାନା ଅଧୀନସ୍ଥ ନହରପାଟଣା-ଫୁଲାଡ଼ି ଜାତୀୟ ରାଜପଥରେ ଶୁକ୍ରବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ , ୪୦୭ ଏବଂ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବାଇକ୍ରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା…
ମାଲିକଙ୍କୁ ଏମିତି ପ୍ରଶ୍ନ ପଚାରି ଚାକିରି ହରାଇଲେ କର୍ମଚାରୀ, ଜାଣିଲେ…
ସାଧାରଣତଃ ନୂଆ ଚାକିରି ପାଇଲେ ସମସ୍ତେ ଖୁସି ହୁଅନ୍ତି, କିନ୍ତୁ ଚାକିରି କରିବାକୁ ଯାଇଥିବା ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ। ଫଳରେ ସେମାନେ ଚାକିରିରେ ଯୋଗଦେବା ପୂର୍ବରୁ ଉତ୍ତର ଖୋଜିବାକୁ ଚେଷ୍ଟା କରନ୍ତି, କାରଣ ଯୋଗଦେବା ପରେ କୌଣସି ପ୍ରକାରର…
Archives


