Home

ଆଜିଠୁ ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଛି। ସାମୁଦ୍ରିକ ପ୍ରଚଳନ ସହିତ ଦକ୍ଷିଣ-ପଶ୍ଚିମ ଆଡ଼କୁ ତାହା ଗତି କରୁଛି। ଅନ୍ୟପକ୍ଷରେ ମୌସୁମୀ ଟ୍ରପ୍‌ ଲାଇନ୍‌ ବର୍ତ୍ତମାନ…

ବୋରିସଙ୍କ ନଁ।ରେ ସାଂଘାତିକ ଅଭିଯୋଗ

ଲଣ୍ଡନ, ୧୧ା୭: ବିବାଦୀୟ ହୋଇ ନିକଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍‌ ଜନ୍‌ସନ୍‌ଙ୍କ ବିରୋଧରେ ନୂଆ ଅଭିଯୋଗ ସାମ୍‌ନାକୁ ଆସିଛି। ୨୦୦୮ରେ ବୋରିସ୍‌ ଲଣ୍ଡନ ମେୟର ଥିବାବେଳେ କ୍ଷମତାର ଅପବ୍ୟବହାର କରି ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ…

ସ୍କୋଲଜ୍‌ଙ୍କ ପାର୍ଟିରେ ୯ ମହିଳାଙ୍କୁ ଦିଆଯାଇଥିଲା ଡ୍ରଗ୍ସ

ବର୍ଲିନ, ୧୧ା୭: ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲଜ୍‌ ଏବଂ ତାଙ୍କ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ଏମ୍‌ପି ଯୋଗଦେଇଥିବା ଏକ ପାର୍ଟିରେ ୯ ମହିଳାଙ୍କୁ ଡ୍ରଗ୍ସ ଦିଆଯାଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଦଳର ଜଣେ ମୁଖପାତ୍ର କାଟ୍‌ଜା ମସ୍ତ ସୂଚନା ଦେଇଛନ୍ତି।…

ଚାଇନାର ଋଣ କୂଟନୀତିରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୧ା୭: ଶ୍ରୀଲଙ୍କାର ସାମ୍ପ୍ରତିକ ଆର୍ଥିକ ସଙ୍କଟ ପାଇଁ ଚାଇନାକୁ ଦାୟୀ କରାଯାଉଛି। ଦ୍ୱୀପରାଷ୍ଟ୍ରରେ ନିଜ ପ୍ରତିରକ୍ଷା ସ୍ଥିତିକୁ ମଜଭୁତ କରିବା ପାଇଁ ବେଜିଂ କଲମ୍ବୋକୁ ଋଣ ଜାଲରେ ଛନ୍ଦି ଦେଇଥିଲା। ଚାଇନା ହେଉଛି ଶ୍ରୀଲଙ୍କାକୁ ଦ୍ୱିତୀୟ ବୃହତ୍‌ ଋଣ ପ୍ରଦାନକାରୀ ରାଷ୍ଟ୍ର।…

ରାଷ୍ଟ୍ରପତି ଭବନରେ ମଉଜ

କଲମ୍ବୋ,୧୧ା୭:ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ଆର୍ଥିକ ସଙ୍କଟ ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଦାୟୀ କରି ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି ବିକ୍ଷୋଭକାରୀ। ଗୋଟାବାୟାଙ୍କ ପତ୍ତା ମିଳୁ ନ ଥିବାବେଳେ ତାଙ୍କ ଇସ୍ତଫା ଦାବିରେ ସାଧାରଣ ଜନତା ଅଡ଼ିବସିଛନ୍ତି। ରାଷ୍ଟ୍ରପତି ଇସ୍ତଫା…

ଟାଇମ ମାଗାଜିନ୍‌ରେ ଶିଞ୍ଜୋ ଆବେ

ଓ୍ବାଶିଂଟନ୍‌/ଟୋକିଓ, ୧୧ା୭: ଜାପାନର ପରଲୋକଗତ ଲୋକପ୍ରିୟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଜଣାଶୁଣା ପତ୍ରିକା ‘ଟାଇମ୍‌’ ଶ୍ରଦ୍ଧାଞ୍ଜଳି ଦେଇଛି। ଟାଇମ୍‌ର ପ୍ରଚ୍ଛଦପଟରେ ଆବେଙ୍କ ଫଟୋ ସ୍ଥାନିତ କରାଯାଇଛି। ୨୦୦୬, ୨୦୦୭ ଓ ୨୦୧୪ ପରେ ଏହା ହେଉଛି ଆବେଙ୍କୁ…

‘ଆମେ ଶ୍ରୀଲଙ୍କା ସହ ଅଛୁ’

କଲମ୍ବୋ,୧୦।୭: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ପଡୋଶୀ ଦେଶର ଏଭଳି ସଙ୍କଟବେଳେ ଭାରତ ସହଯୋଗର ହାତ ବଢାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଭାରତ ହେଉଛି ଶ୍ରୀଲଙ୍କାର ନିକଟତମ ପଡ଼ୋଶୀ।…

ଭାରତକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ

ବର୍ମିଂହାମ,୧୦।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଭାରତ ସାମ୍ନାରେ ୨୧୬ ରନ୍‌ର ବିଶାଳ ଲକ୍ଷ୍ୟ ରଖିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍‌ ହରାଇ ୨୧୫ ରନ୍‌…

କହ୍ନେୟାଲାଲ ହତ୍ୟା ମାମଲା: ସପ୍ତମ ଅଭିଯୁକ୍ତ ଗିରଫ

ଉଦୟପୁର,୧୦।୭: ରାଜସ୍ଥାନର ଉଦୟପୁର ଦରଜି କହ୍ନେୟାଲାଲ ହତ୍ୟା ମାମଲାରେ ଏନଆଇଏ ସପ୍ତମ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଫରହାଦ ମହମ୍ମଦ ଶେଖ (୩୧) କହ୍ନେୟାଲାଲ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ଅନେକ ଦିନ…

ମହଣ ମହଣ ସୁନାରେ ଝଲସିଲେ ମହାପ୍ରଭୁ

ପୁରୀ ଅଫିସ୍‌,୧୦।୭: ରବିବାର ସିଂହଦ୍ୱାର ସମ୍ମୁଖରେ ରଥାରୁଢ ଦାରୁଦିଅଁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଝଲସିଛନ୍ତି ବିଶ୍ୱନିୟନ୍ତା। ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହୋଇଛି ଏହି ଦୁର୍ଲଭ ବେଶ। ହୋପ୍ରଭୁଙ୍କ ଏହି ବେଶକୁ ଲକ୍ଷ ଲକ୍ଷ ଭକ୍ତ…

ଟସ୍‌ ଜିତିଲା ଇଂଲଣ୍ଡ

ବର୍ମିହାମ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି -୨୦ ଆଜି ନଟିଂହାମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଦୁଇଟି ପରିବର୍ତ୍ତନ କରିଛି।…

୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ମୁମ୍ବାଇ,୧୦।୭: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ରାଜ୍ୟରେ ରାଜନୈତିକ ଡ୍ରାମା ଶେଷ ହୋଇନାହିଁ। ମହାରାଷ୍ଟ୍ର ବିଧାନସଭାର ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ଭାଗବତ ୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଶିନ୍ଦେଙ୍କ ଗୋଷ୍ଠୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri