Home

ଘରେ ଗୋଟିଏ ରେଖାରେ ତିନୋଟି କବାଟ ରହିବା ଶୁଭଙ୍କର ନୁହେଁ, ଜାଣନ୍ତୁ ବାସ୍ତୁ…

* ଧନ ଓ ସମୃଦ୍ଧିର ଦେବତା କୁବେର ହେଲେ ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ବା ଟ୍ରେଜେରିକୁ ଏହି ଦିଗରେ ରଖିଲେ ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ। * ସେହିପରି ଘରେ ରାହୁ…

ନିଜ ଘରେ ଇଂଲଣ୍ଡକୁ ପରାଜିତ କରିବା ପରେ ଏପରି କହିଲେ ରୋହିତ ଶର୍ମା

ବର୍ମିଂହାମ,୧୦।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ୪୯ ରନ୍‌ରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଫଳରେ ୨-୦ରେ ଅଗ୍ରଣୀ ରହି ସିରିଜକୁ ଆଗୁଆ ଜିତି ନେଇଛି ଦଳ। ଘରୋଇ ଟିମ୍‌କୁ ଘରୋଇ ମଇଦାନରେ ପରାଜିତ…

ମା’ ହେବାକୁ ଚାହୁଁନାହାନ୍ତି ରାମ ଚରଣଙ୍କ ସ୍ତ୍ରୀ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ବିତିଲାଣି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଆର୍‌ଆର୍‌ଆର୍‌ ଅଭିନେତା ରାମ ଚରଣଙ୍କ ସ୍ତ୍ରୀ ଉପାସନା କାମିନେନୀ। ପୂର୍ବରୁ ଏନେଇ ଅନେକ ଥର ପଚରାଯାଇଥିଲେ ହେଁ ସେ ଚୁପ୍‌ ରହିଥିଲେ। ହେଲେ ନିକଟରେ ଏକ ସାକ୍ଷାତକାରରେ ଉପାସନା…

ଶ୍ରୀଲଙ୍କା ଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ ମୋଦିଙ୍କୁ: ଟିଏମସି ବିଧାୟକ

କୋଲକାତା,୧୦ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ବେଳକୁ ବେଳ ଖରାପ ହେବାରେ ଲାଗିଛି । ଏବେ ପରିସ୍ଥିତି ଏପରି ହୋଇଛି ଯେ ଶେଷକୁ ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ ହେବାକୁ ପଡିଛି ଆଉ ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି…

ବିବାହ ବନ୍ଧନରେ ଆବଦ୍ଧ ହେଲେ ପାୟଲ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଲକ୍‌ଅପ୍‌ ତଥା ବିଗ୍‌ବସ୍‌ର ପ୍ରତିଯୋଗୀ ଥିବା ପାୟଲ ରୋହତଗୀ। ଦୀର୍ଘ ଦିନର ପ୍ରେମିକ ସଂଗ୍ରାମ ସିଂହଙ୍କ ହାତ ଧରିଛନ୍ତି ସେ। ସୋସିଆଲ ମିଡିଆରେ ବିବାହର ଏକ ଫଟୋ ଶେୟାର କରି ପାୟଲ ସମସ୍ତଙ୍କ ସହ…

ଇତିହାସ ରଚିବା ଲକ୍ଷ୍ୟରେ ଓହ୍ଲାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ୩ୟ ଟି୨୦

ନୂଆଦିଲ୍ଲୀ,୧୦।୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ତଥା ଶେଷ ଟି-୨୦ ମ୍ୟାଚ ରବିବାର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟ ସହ ସିରିଜ କ୍ଲିନ ସୁଇପ କରିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦…

ପ୍ରଶଂସକଙ୍କ ପାଇଁ ୟୁଟ୍ୟୁବ୍‌ର ଗୌରବ ତନିଜା ଗିରଫ

ନୂଆଦିଲ୍ଲୀ,୧୦।୭: ପ୍ରଶଂସକଙ୍କ ଲାଗି ୟୁଟ୍ୟୁବର ଗୌରବ ତନିଜା ଗିରଫ। ଫ୍ଲାଇଂ ବିଷ୍ଟ ନାମରେ ୟୁଟ୍ୟୁବ୍‌ ବ୍ଲଗିଂ ଚ୍ୟାନେଲ ଚଲାଉଥିବା ଗୌରବଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ସେ ଜନ୍ମଦିନ ପାଳନ କରିବାକୁ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ନୋଏଡ଼ାସ୍ଥିତ ସେକ୍ଟର-୫୧ ମେଟ୍ରୋ ଷ୍ଟେଶନକୁ…

ପ୍ରଥମେ ପଳାୟନ, ଏବେ ଇସ୍ତଫା ଦେବାକୁ ରାଜି ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୦।୭: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଏବଂ ଅଚଳାବସ୍ଥା ଜାରି ରହିଛି। ପ୍ରଥମେ ପଳାୟନ ପରେ ଏବେ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଗୋଟାବାୟା ରାଜପାକ୍ସେ। ଆସନ୍ତା ୧୩…

ଭାରତ ସହ ଅନ୍ୟ ୪ ଦେଶର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ଜେଲେନସ୍କି

କିଭ୍‌,୧୦।୭: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ସମେତ ୫ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ସେ ବରଖାସ୍ତ କରିଛନ୍ତି। ଶନିବାର ୟୁକ୍ରେନ ରାଷ୍ଟ୍ରପତିଙ୍କ ୱେବସାଇଟରୁ ଏନେଇ ସୂଚନା ମିଳିଛି। କୌଣସି କାରଣ ନ ଦର୍ଶାଇ ଜର୍ମାନୀ,…

ଖୁବଶୀଘ୍ର ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୧୦ ।୭: ଅମରନାଥ ଗୁମ୍ଫା ନିକଟରେ ହୋଇଥିବା ବାଦଲ ଫଟା ବର୍ଷାରେ ଏବେ ପର୍ଯ୍ୟନ୍ତ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୬୫ ଜଣଙ୍କ ଚିକିତ୍ସା ଚାଲିଛି । ୪୧ ଜଣ ଏବେବି ନିଖୋଜ ଥିବା କୁହାଯାଉଛି । ତୃତୀୟ…

ଦେବଦୂତ ପାଲଟିଲେ ସେନା, ପାଣି କାଦୁଅରୁ ୫ ଜଣ ଜୀବନ୍ତ ଉଦ୍ଧାର

ଜମ୍ମୁ/ଶ୍ରୀନଗର,୧୦ ।୭: ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହେବା ଫଳରେ ପାହାଡରୁ ଅତଡା ଖସି ତୀର୍ଥ ଯାତ୍ରୀଙ୍କ ତମ୍ବୁକୁ ଭସାଇ ନେଇଥିଲା । ଫଳରେ ମାଟି କାଦୁଅରେ ଅନେକ ଲୋକ ପୋତିହୋଇ ପଡିଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳ…

ହିନ୍ଦୁ ଦେବୀଦେବତାଙ୍କଠାରେ ଭକ୍ତି ଥିବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେବା ଉଚିତ, କହିଲେ ହାଇକୋର୍ଟ…

ଚେନ୍ନାଇ, ୯।୭ :ହିନ୍ଦୁ ଦେବୀଦେବତାଙ୍କଠାରେ ଭକ୍ତି ଥିବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। ବିଚାରପତି ପି.ଏନ୍‌. ପ୍ରକାଶ ଏବଂ ଆର୍‌.ହେମଲତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri