Posted inଜାତୀୟ

କୁନି ପିଲାଙ୍କୁ ତ୍ରିରଙ୍ଗା ବାଣ୍ଟିଲେ ମୋଦିଙ୍କ ମା’

ଅହମ୍ମଦାବାଦ,୧୩ା୮: ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌। ଶନିବାର ଗୁଜରାଟର ଅହମ୍ମଦାବାଦର ଗାନ୍ଧିନଗରସ୍ଥିତ ତାଙ୍କ ବାସଭବନ ନିକଟରେ କିଛି ସ୍କୁଲ ପିଲାଙ୍କୁ ଜାତୀୟ ପତାକା ବାଣ୍ଟିଛନ୍ତି। ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତିନି ଦିନିଆ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି। ଶନିବାର ରାଜଧାନୀର ଶିଶୁ ବିଶ୍ୱବିଦ୍ୟାଳୟରେ ସେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପତାକା ଉତ୍ତୋଳନ କରିଥିଲେ। ଏହି ଅଭିଯାନରେ ହୀରାବେନ୍‌ ସାମିଲ ହୋଇ ତାଙ୍କ ବାସଭବନରେ ପିଲାମାନଙ୍କୁ ଜାତୀୟ ପତାକା ବାଣ୍ଟିବା ସହ ଉଡ଼ାଇଥିଲେ।

ସୂଚନାନୁଯାୟୀ, ‘ଅମୃତ ମହୋତ୍ସବ’ ଅବସରରେ ଅଗଷ୍ଟ ୧୩ରୁ୧୫ ଯାଏ ଦେଶର ପ୍ରତି ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ଏହି କଥାକୁ ମଧ୍ୟ ତାଙ୍କ ମା’ ପାଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସେନା ଛାଡି ଯାଇଥିବା ଅସ୍ତ୍ରଶସ୍ତ୍ରକୁ ବିକ୍ରି କରୁଛି ତାଲିବାନ

ଶ୍ରୀନଗର,୨୪ ।୧: ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବା ପରେ ସେଠାରେ ଥିବା ଆମେରିକା ସେନାଙ୍କର ହୋଇଥିଲା ଘର ବାହୁଡା । ହେଲେ ଆମେରିକା ସେନା...

ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରାୟ ; ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କର

ନୂଆଦିଲ୍ଲୀ,୫ା୧୧(ସ୍ବ.ପ୍ର.): ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମ୍‌କୋର୍ଟରେ ଚାଲିଥିବା ସଂସ୍କାର ମାମଲାର ମଧ୍ୟବର୍ତ୍ତିକାଳୀନ ରାୟ ସୋମବାର ପ୍ରକାଶ...

ହାରୁଛି କରୋନା, ସୁସ୍ଥତା ହାର ୯୮.୧୫ ପ୍ରତିଶତ…

ନୂଆଦିଲ୍ଲୀ,୨୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୪ ହଜାର ୬୨୩ ରେ ପହଞ୍ଚିଛି। ଏହି...

ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା

କୋଲକତା,୨୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଝଟ୍‌କା ଲାଗିଛି। କଲିକତା ହାଇକୋର୍ଟ ରାଜ୍ୟ ସରକାରଙ୍କ ‘ଦୁଆରେ ରାଶନ’ ଯୋଜନାକୁ ବେଆଇନ ଘୋଷଣା କରିଛନ୍ତି।...

ପୁଣି ଆସାମରେ ଭୂକମ୍ପ ଝଟ୍‌କା

ଗୁଆହାଟି,୧୦।୫: ଆସାମରେ ପୁଣି ଥରେ ଭୂକମ୍ପ ଝଟ୍‌କା ଲାଗିଛି। ଏଥର ନାଗାଓଁରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଥିଲା।...

ଗମନାଗମନ ସ୍ବାଧୀନତା ସାମ୍ବିଧାନିକ ଅଧିକାର, ଏହା ପ୍ରଭାବିତ ହେବା ଅନୁଚିତ…

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନାଗରିକଙ୍କ ଗମନାଗମନ ସ୍ବାଧୀନତା ସାମ୍ବିଧାନିକ ଅଧିକାର। ଏହା ପ୍ରଭାବିତ ହେବେ ଅନୁଚିତ। ବିଚାରପତି ନଜମି ୱାଜିରୀଙ୍କ ନେତୃତ୍ୱରେ ଗଠିତ...

କରୋନାରେ ମୃତ ଭାଜପା ବିଧାୟକଙ୍କ ପୁଅଙ୍କ ଦୁଃଖ: କହିଲେ, ଧନ୍ୟ ୟୁପି ସରକାର, ଧନ୍ୟ ମୋଦି

ଲକ୍ଷ୍ନୌ,୨୯।୪: ଉତ୍ତର ପ୍ରଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଅନେକ ଲୋକ ଏଥିରେ ପ୍ରାଣ ମଧ୍ୟ ହରାଉଛନ୍ତି। ରାଜ୍ୟର...

ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ମୋଦିଙ୍କ ଆହ୍ବାନ: ପରିବାରକୁ ସୀମିତ ରଖିବା ହିଁ ଦେଶଭକ୍ତି

ନୂଆଦିଲ୍ଲୀ, ୧୫।୮: ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ଆହ୍ବାନ...

Advertisement
Archives

Model This Week