Home

୧୩ ସୁନାଖଣି ବିକିବ କେନ୍ଦ୍ର

ନୂଆଦିଲ୍ଲୀ,୧୫ା୮: କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପ୍ରଦେଶରେ ଥିବା ୧୩ଟି ସୁନାଖଣି ବିକ୍ରି କରିବା ପାଇଁ ମସୁଧା ଚଳାଇଛନ୍ତି। ଗତ ବର୍ଷ ମାଇନିଂ ଆକ୍ଟ, ୨୦୧୫ରେ ସଂଶୋଧନ ଅଣାଯିବା ପରେ ଏବେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)…

ଜଳ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଜରୁରୀ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସମ୍ପ୍ରତି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ରେ ୪/୫ ଟି ଜିଲା ଜଳାର୍ଣ୍ଣବ ହେବା ସହ ଜନଜୀବନ ଗଭୀର ଭାବରେ ପ୍ରଭାବିତ ହୋଇଛି। ସେହିଭଳି ଓଡ଼ିଶାରେ ମଧ୍ୟ ବନ୍ୟା ଆସିଛି। ତେଣୁ…

‘ଜେଡିୟୁ-ଆର୍‌ଜେଡି ମେଣ୍ଟର ପ୍ରଭାବ ରହିବନି’

ନୂଆଦିଲ୍ଲୀ,୧୫ା୮: ବିହାରରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)କୁ ନେଇ ନବଗଠିତ ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ ବୋଲି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) କହିଛନ୍ତି। ପାଟନାର…

ଫଡ୍‌ନବିସଙ୍କୁ ଗୃହ, ଅର୍ଥ

ମୁମ୍ବାଇ,୧୫।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ତାଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଗୃହ, ଅର୍ଥ ଏବଂ ଯୋଜନା ବିଭାଗ ମିଳିଥିବାବେଳେ ମୁଖ୍ୟମନ୍ତ୍ରୀ ନିଜ ହାତରେ ସହରାଞ୍ଚଳ ବିକାଶ ବିଭାଗ ରଖିଛନ୍ତି। ମହାରାଷ୍ଟ୍ରରେ ଶିବସେନାର ଗୋଟିଏ…

ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫ା୮(ବ୍ୟୁରୋ): ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ମାନ୍ୟତା ପାଇଛନ୍ତି। ‘ଇଣ୍ଡିଆ ଟୁଡେ’ ପତ୍ରିକା ପକ୍ଷରୁ କରାଯାଇଥିବା ‘ମୁଡ୍‌ ଅଫ୍‌ ଦି ନେଶନ’ ସର୍ଭେରେ ନବୀନଙ୍କ ପ୍ରଦର୍ଶନ ଉପରେ ଓଡ଼ିଶାର ୭୮%…

ଜିଓର ନୂତନ ସୁବିଧା ସାଙ୍ଗକୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୧୫।୮: ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଜିଓର ୩ସ୍ବତନ୍ତ୍ର ଅଭିଯାନ ସହ ସ୍ବାଧୀନତା ଦିବସ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଭାରତୀୟଙ୍କୁ ଜିଓ ଡିଜିଟାଲ ଜୀବନର ନୂତନ ଲାଭ ପ୍ରଦାନ କରିବ। ବିଶେଷକରି ‘ହର୍‌ ଘର୍‌ ତ୍ରିରଙ୍ଗା, ହର୍‌…

ଆଜିଠୁ ଗଡ଼ିବ ଅହିଂସା ରଥ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳିଛି ସାରା ଭାରତ। ସୋମବାର ଦେଶ ପାଳନ କରିବ ୭୬ତମ ସ୍ବାଧୀନତା ଦିବସ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ୟୁନିଟ୍‌-୩ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ…

ଦେଶଭକ୍ତିର ଅନନ୍ୟ ଉଦାହାରଣ: କାର୍‌କୁ ତ୍ରିରଙ୍ଗା ଥିମ ଦେବା ପାଇଁ ଖର୍ଚ୍ଚ କଲେ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୫ା୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରତ୍ୟେକ ଭାରତୀୟ ଦେଶପ୍ରେମର ରଙ୍ଗରେ ବୁଡି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଯୋଗଦେଇ ଦେଶବାସୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି। ଗୁଜରାଟ ସୁରଟର…

ପୂର୍ବତଟ ରେଳପଥ ପକ୍ଷରୁ ବିଭାଜନ ବିଭୀଷିକା ସ୍ମରଣ ଦିବସ

ଭୁବନେଶ୍ୱର,୧୫।୮: ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ ଚଳିତ ବର୍ଷ ଅଗଷ୍ଟ ୧୪ରେ ଦେଶ ବିଭାଜନ ସମୟର ବିଭୀଷିକାକୁ ସ୍ମରଣ ଦିବସ ଭାବେ ପାଳନ କରୁଛି। ଏପରିକି ନରେନ୍ଦ୍ର ମୋଦି ଗତ…

ରାଜ୍ୟବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୮(ବ୍ୟୁରୋ): ସୋମବାର ସମଗ୍ର ଦେଶରେ ୭୬ ତମ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।   ୭୬ତମ #ସ୍ୱାଧୀନତାଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ପ୍ରତିଟି ଭାରତୀୟଙ୍କ ପାଇଁ…

ପିଏନ୍‌ବି ପକ୍ଷରୁ ତ୍ରିରଙ୍ଗା ବଣ୍ଟନ

ଭୁବନେଶ୍ୱର,୧୫।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶବାସୀ ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ରାଜ୍ୟପାଳ…

୨୨,୪୫୨କୋଟିର ପିଏଫ୍‌ଆଇ ନିବେଶ

ନୂଆଦିଲ୍ଲୀ,୧୫।୮ ଗତ କିଛି ମାସର ଅସ୍ଥିରତା ଓ ଭାରତ ସରକାରଙ୍କ ଦୃଢ ପଦକ୍ଷେପ ଯୋଗୁ ବିଦେଶୀ ପୋର୍ଟଫୋଲିଓ ନିବେଶକ (ପିଏଫଆଇ)ରେ ଆଶାତୀତ ବୃଦ୍ଧି ଦେଖାଦେଇଛି। ଏପରିକି ଅଗଷ୍ଟ ମାସର ଗତ ୨ସପ୍ତାହରେ ଭାରତୀୟ ଶେୟାର ବଜାରରେ ବେଶ ଉତ୍ସାହ ଦେଖାଯାଇଛି। ସେହିଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?