Home

ହଳଦୀ ଫେସ୍‌ ପ୍ୟାକ୍‌

ହଳଦୀ ଆମ ସ୍ବାସ୍ଥ୍ୟ ଓ ସ୍କିନ୍‌ ଦୁଇଟି ପାଇଁ ବହୁ ଅଧିକ ଜରୁରୀ। ଏହାକୁ ଖାଇବା ଏବଂ ଫେସ୍‌ପ୍ୟାକ୍‌ ରୂପେ ବ୍ୟବହାର କରିବା ଦ୍ୱାରା ତ୍ୱଚା ସଫା, ଦାଗହୀନ ତ୍ୱଚା ଆପଣ ପାଇ ପାରିବେ। ଏହା ବ୍ୟତୀତ ହଳଦୀ ଫେସ୍‌ପ୍ୟାକ୍‌ ଲଗାଇବା…

ଜଙ୍ଗଲ ନଷ୍ଟରେ ରେକର୍ଡ କରୁଛି ଆମାଜନ

ବ୍ରାସିଲିଆ,୧୨ା୭: ବର୍ତ୍ତମାନ ସମୟରେ ଆମାଜନ ଜଙ୍ଗଲକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହା ପଛର କାରଣ ହେଉଛି ଜଙ୍ଗଲ ନଷ୍ଟ ହେବାର ରେକର୍ଡ ସ୍ତର ବୃଦ୍ଧି। ବ୍ରାଜିଲର ନ୍ୟାଶନାଲ ସ୍ପେସ ରିସର୍ଚ୍ଚ ଏଜେନ୍ସି (INPE) ଅନୁଯାୟୀ, ଜଙ୍ଗଲ ନଷ୍ଟ ହେବା ଏତେ…

ରେନି ସିଜନରେ ଡ୍ରେସ୍‌

ବର୍ଷା ଋତୁ ଆରମ୍ଭ ହୋଇଗଲାଣି। ଏଥିରେ ଯଦି ଆପଣ କୌଣସି ଡ୍ରେସ୍‌ ପିନ୍ଧୁଛନ୍ତି ଦେଖିଚାହିଁ ପିନ୍ଧିବାକୁ ପଡ଼ିଥାଏ। କାରଣ ଏହି ସିଜନ୍‌ରେ ଯଦି ଡ୍ରେସ୍‌ ଓଦା ହୋଇଗଲା ତେବେ ଶୁଖିବା ପାଇଁ ଅଧିକ ସମୟ ଲାଗେ । ଥରେ ଯଦି ଡ୍ରେସ୍‌…

ମନି ମ୍ୟାନେଜ୍‌ମେଣ୍ଟ

ଯଦି ଆପଣ ପ୍ରପର୍ଟି କିଣିବା ଲାଗି ଲୋନ୍‌ ନେବାକୁ ଯୋଜନା କରୁଥାନ୍ତି, ତେବେ ତା’ ପୂର୍ବରୁ କେତେକ କଥା ପ୍ରତି ଧ୍ୟାନଦେବା ନିହାତି ଜରୁରୀ। ଆସନ୍ତୁ ,ଜାଣିବା ଏ ସମ୍ପର୍କରେ….. ଯଦି ଆପଣ ନୂଆ ଫ୍ଲାଟ୍‌ କିମ୍ବା ଘର କିଣିବାକୁ ଯୋଜନା…

ରୁଷିଆକୁ ୧୦୦ ଡ୍ରୋନ୍‌ ଯୋଗାଇବ ଇରାନ

ତେହରାନ,୧୨ା୭:ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହି ସମୟରେ ଇରାନ ରୁଷିଆକୁ ଡ୍ରୋନ୍‌ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ରୁଷିଆ ଏହି ଡ୍ରୋନ୍‌ଗୁଡ଼ିକୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ବ୍ୟବହାର କରିବ। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ୟୁକ୍ରେନ ଯୁଦ୍ଧ…

କୋହଲି ଆହତ, ପ୍ରଥମ ଦିନିକିଆରେ ଖେଳିବା ଆଶା କ୍ଷୀଣ

ଲଣ୍ଡନ,୧୨।୭: ଖରାପ ଫର୍ମରେ ଥିବା ବିରାଟ କୋହଲି ଆହତ ହୋଇଛନ୍ତି। ଆଜି ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ସେ ଖେଳିବା ଆଶା କମ୍‌ ବୋଲି ଜଣାପଡିଛି। ଇଂଲଣ୍ଡ ବିପକ୍ଷ ୩ୟ ଅନ୍ତର୍ଜାତୀୟ ଟି୨୦ ସମୟରେ ସେ ତଳିପେଟ ଓ ଜଙ୍ଘ ମଧ୍ୟସ୍ଥ…

ଦ୍ରୌପଦୀଙ୍କ ସପକ୍ଷରେ ଯିବା ଅର୍ଥ ନୁହେଁ ଭାଜପାକୁ ସମର୍ଥନ କରିବା: ସଞ୍ଜୟ

ମୁମ୍ବାଇ,୧୨ ।୭: ଶିବସେନାରେ ତୁତୁ ମେମେ ଜାରି ରହିଛି । ଗୋଟିଏ ପଟେ ଦଳର ୪୦ ବିଧାୟକ ପ୍ରଥମେ ଅଲଗା ହୋଇଯାଇଥିବା ବେଳେ ଏବେ ଶିବସେନା ଏମ୍‌ପିମାନେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉଦ୍ଧବ ଠାକରେଙ୍କ ଉପରେ ଚାପ ପକାଉଛନ୍ତି । ଏମାନେ…

ଲଗାଣ ବର୍ଷା, ଦୁଇ ନଦୀର ଜଳସ୍ତର ବଢୁଛି

ମାଲକାନଗିରି,୧୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମୋଟୁ ସୀମାନ୍ତରେ ଥିବା ସାବାରୁ ଓ ସିଲରୁ ନଦୀରେ ଜଳସ୍ତର ବଢୁଛି। ଫଳରେ ଆନ୍ଧ୍ର ଓ ଛତିଶଗଡ଼କୁ ସଂଯୋଗ…

ଏମ୍ସରେ ଲାଲୁଙ୍କୁ ଭଗବତ ଗୀତା ପାଠ କରିବାକୁ ମିଳୁନି ଅନୁମତି, ପୁଅ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୨।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କୁ ଶ୍ରୀମଦ ଭଗବତ ଗୀତା ପାଠ କରିବାକୁ ଅନୁମତି ଦିଆଯାଉ ନ ଥିବା ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ମଙ୍ଗଳବାର…

ଶ୍ରୀଲଙ୍କାରେ ପରିବା ଦର ଆକାଶଛୁଆଁ: ୨ଶହ କିଲୋ ପିଆଜ,୨୨୦ ଆଳୁ-୪୯୦ମୂଳା

କଲମ୍ବୋ,୧୨।୭: ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ଗତ କିଛି ମାସରୁ ବହୁତ ଖରାପ ରହିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦେଶରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଲାଗିରହିଛି। ଜନତାଙ୍କ ବିରୋଧ ପ୍ରଦର୍ଶନ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେ ଇସ୍ତଫା…

ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କଲା ନାସା

ନ୍ୟୁୟର୍କ,୧୨।୭: ଆମେରିକାର ସ୍ପେସ ଏଜେନ୍ସି ନାସା ପକ୍ଷରୁ ଗାଲାକ୍ସି ବା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କରାଯାଇଛି। ଦୁନିଆର ସର୍ବବୃହତ ତଥା ଶକ୍ତିଶାଳୀ ମହାକାଶ ଟେଲିସ୍କୋପ ‘ଜେମ୍ସ ୱେବ ଟେଲିସ୍କୋପ’ ଦ୍ୱାରା ଏହି ଚିତ୍ର ଉତ୍ତୋଳନ କରାଯାଇଛି। ଏହି ଚିତ୍ରରେ…

ଶେଷରେ ମୁଣ୍ଡ ନୁଆଁଇବେ ଉଦ୍ଧବ ଠାକ୍‌ରେ!

ମୁମ୍ବାଇ,୧୨।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆପାତତଃ ରାଜି ହୋଇଛନ୍ତି। ଦଳର ଏମ୍‌ପିଙ୍କ ସହ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏନେଇ ଶିବସେନା ପକ୍ଷରୁ କୌଣସି ଆନୁଷ୍ଠାନିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri