ରୋମାଣ୍ଟିକ୍ ପୋଜ୍ରେ ପ୍ରିୟଙ୍କା-ନିକ୍
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା-ସ୍ବାମୀ ନିକ୍ ଜୋନାସ୍ ତାଙ୍କ ଇନ୍ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ଏହି କପଲ ଏକ ହ୍ରଦ ମଧ୍ୟରେ ରୋମାଣ୍ଟିକ୍ ପୋଜ ଦେଉଥିବାର ନଜର ଆସିଛନ୍ତି। ପ୍ରିୟଙ୍କାଙ୍କ ସହ ବିତାଇଥିବା ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ…
ମା’ ହେବାକୁ ଯାଉଛନ୍ତି କଟ୍ରିନା !
ବମ୍ବେ: ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍ର ଗଳିକନ୍ଦିରେ ହେବାକୁ ଲାଗିଛି। ସୋନମ କପୁର ଏବଂ ଆଲିଆ ଭଟ୍ଟଙ୍କ ପରେ ସେ ଖୁବ୍ଶୀଘ୍ର ପ୍ରଶଂସକଙ୍କ ସହ ଖୁସିଖବର ବାଣ୍ଟିପାରନ୍ତି। ୨୦୨୧ ଡିସେମ୍ବର ୯ରେ…
ହିମାଚଳପ୍ରଦେଶ-ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପର୍ଯ୍ୟବେକ୍ଷକ ନିଯୁକ୍ତ
ନୂଆଦିଲ୍ଲୀ,୧୨।୭: ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଗୁଜରାଟର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ…
ଅନୁକମ୍ପାମୂଳକ ନିଯୁକ୍ତି ନୀତିରେ ପରିବର୍ତ୍ତନ, ଚିକିତ୍ସା ପାଇଁ ଅବସର ନେଇଥିବା କର୍ମଚାରୀଙ୍କ ପରିଜନଙ୍କୁ ନିଯୁକ୍ତି…
ନୂଆଦିଲ୍ଲୀ, ୧୨।୭ : ଅନୁକମ୍ପାମୂଳକ ନିଯୁକ୍ତିକୁ ନେଇ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନୀତିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସେବା ସମୟରେ ମୃତ୍ୟୁ ଘଟୁଥିବା ଏବଂ ମେଡିକାଲ ଆଧାରରେ ଚିକିତ୍ସା ପାଇଁ ଅବସର ନେଉଥିବା କର୍ମଚାରୀଙ୍କ ପରିଜନମାନେ ମଧ୍ୟ ଅନୁକମ୍ପାମୂଳକ…
ତିସ୍ତାଙ୍କୁ ସୁପ୍ରିମ୍କୋର୍ଟଙ୍କ ଟିପ୍ପଣୀର ବିରୋଧ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ, ୧୯୦ ଅବସରପ୍ରାପ୍ତ ବିଚାରପତିଙ୍କ ମତ…
ନୂଆଦିଲ୍ଲୀ, ୧୨।୭ : ଗୁଜୁରାଟ ଦଙ୍ଗା ସମ୍ପର୍କରେ ମିଥ୍ୟା ପ୍ରମାଣ ତିଆରି କରାଯାଇ ଗିରଫ କରାଯାଇଥିବା ଅଭିଯୋଗରେ ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ସେଟାଲଭାଡଙ୍କୁ ଉଦ୍ଧାର କରିବାକୁ ଆସିଥିବା ନାଗରିକ ସମାଜର କିଛି ଲୋକଙ୍କ ବିରୋଧରେ ୧୯୦ ଜଣ ପୂର୍ବତନ ବିଚାରପତି ଏବଂ…
ତହସିଲଦାରଙ୍କ ବଦଳି ଦାବିରେ ବିକ୍ଷୋଭ
ଗଞ୍ଜାମ,୧୨ା୭(ଡି.ଏନ୍.ଏ.): ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ପାଇଁ ଅଡୁଆ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ତ୍ରିବେଣୀ ମଠ ଛକଠାରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ରହିଆସୁଥିବା କନ୍ଧ ଶତପଥୀଙ୍କ ଘର ଭାଙ୍ଗିବାକୁ…
ବ୍ଲେଡ୍ରେ ପ୍ରସ୍ତୁତ ଡ୍ରେସ୍ ପିନ୍ଧିଲେ ଉର୍ଫି: କହିଲେ-ପାଖକୁ ଆସିଲେ…
ବମ୍ବେ: ଅଜବଗଜବ ଫ୍ୟାଶନକୁ ନେଇ ଖବର ଶିରୋନାମାରେ ରହୁଥିବା ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ। କେତେବେଳେ ଶିକୁଳି ତ କେତେବେଳେ ସେପ୍ଟିପିନ୍ରୁ ଡ୍ରେସ୍ ତିଆରି କରି ପିନ୍ଧିଥିବା ଉର୍ଫି ଆଉ ଏକ ଆଉଟଫିଟ୍ ପିନ୍ଧି ଫଟୋ ଛାଡ଼ିଛନ୍ତି। ଏଥର ସେ ବ୍ଲେଡ୍ରେ…
ଗୋଆରେ ଅପରେଶନ ଲୋଟସ୍ ଫେଲ୍, କଂଗ୍ରେସ ମୁହଁ ଖୋଲିଲା…
ପଣଜୀ, ୧୨।୭ : ଗୋଆରେ କଂଗ୍ରେସ ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଭାଜପାର ଅପରେଶନ ଲୋଟସ ଫେଲ୍ ହୋଇଥିବା କଂଗ୍ରେସ କହିଛି। କଂଗ୍ରେସ ଦଳ ଏହାର ବିଧାୟକଙ୍କ ଅସନ୍ତୋଷ ଦୂର କରିବାରେ ପ୍ରାୟ ସଫଳ ହୋଇଥିବ ଜଣାପଡିଛି। ବାସ୍ତବରେ ବିଦ୍ରୋହର ଖବର…
ଧୋଇଗଲା ଆପ୍ରୋଚ ରୋଡ୍, ଯୋଗାଯୋଗ ବିଚ୍ଛିନ୍ନ
ଜୁନାଗଡ଼,୧୨ା୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଓ ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଥିବା ହାଲେର ଜୋରରେ ଆଜି ପାଣି ବଢ଼ିଛି।ତେବେ ନୂତନ ପୋଲ କାମ ଅଧାପନ୍ତରିଆ ଅବସ୍ଥାରେ ରହିଥିବାରୁ ନିକଟରେ କରାଯାଇଥିବା ଆପ୍ରୋଚ ରାସ୍ତାରେ ବଢ଼ି ପାଣି ଯୋଗୁ ଘାଇ ସୃଷ୍ଟି ହୋଇଛି।…
ଫ୍ରିଜ୍ରେ ଥିବା ମାଛ-ମାଂସରେ ୩୦ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ କରୋନା ଭୂତାଣୁ, ସର୍ଭେ ରିପୋର୍ଟ…
ଓ୍ବାଶିଂଟନ, ୧୨।୭ : କରୋନା ମହାମାରୀ ସଂକ୍ରମଣକକୁ ବିସ୍ତାର କରୁଥିବା ସାର୍ସ-କୋଭ୍-୨ ଭୂତାଣୁ ସମ୍ବନ୍ଧରେ ଏକ ଅଧ୍ୟୟନରେ ଏକ ବଡ଼ ଦାବି କରାଯାଇଛି। ଆମେରିକୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଭୂତାଣୁ ଫ୍ରିଜରେ ରଖାଯାଇଥିବା ମାଂସ ଏବଂ ମାଛରେ ୩୦ ଦିନ…
ଜୁଲାଇ ୧୬ରେ ଭାଜପାର ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂ, ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ହୋଇପାରେ ଘୋଷଣା
ନୂଆଦିଲ୍ଲୀ,୧୨ ।୭: ଜୁଲାଇ ୧୬ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂ ହେବାକୁ ଯାଉଛି । ଏହି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ଆହୁରି ବି କୁହାଯାଉଛି କି ଏଥିରେ ଏନଡିଏ…
ଇସ୍ତଫା ପତ୍ରରେ ହସ୍ତାକ୍ଷର କଲେ ରାଷ୍ଟ୍ରପତି
କଲମ୍ବୋ,୧୨।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ଜନତାଙ୍କ ବିରୋଧ ପ୍ରଦର୍ଶନ ପରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ନିଜ ପଦରୁ ଇସ୍ତଫା ଦେବେ ବୋଲି ସୋମବାର ଘୋଷଣା କରିଥିଲେ। ଇତିମଧ୍ୟରେ ଗୋଟବାୟା ମଙ୍ଗଳବାର…
Archives


