Home

କୋରାପୁଟରେ ସର୍ବାଧିକ ୬୦୭.୨ ମିଲିଲିଟର ବର୍ଷା ରେକର୍ଡ

କୋରାପୁଟ,୧୨ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୦୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୨୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ପଟ୍ଟାଙ୍ଗି ବ୍ଲକରେ ସର୍ବନିମ୍ନ ୭ ମିମି…

୫ ଦିନର ସନ୍ତାନକୁ ବିକ୍ରି କରି ନିଜର ସଉକ୍‌ ପୂରା କରିବାକୁ ଚାହୁଁଥିଲେ ମହିଳା, କାରଣ ଜାଣିଲେ…

ଦୁନିଆରେ ଯଦି କେଉଁ ସମ୍ପର୍କକୁ ସବୁଠୁ ନିକଟତର କୁହାଯାଏ ତେବେ ତାହା ହେଉଛି ମା-ପିଲାର ସମ୍ପର୍କ। ଗୋଟିଏ ପିଲା ପାଇଁ ତା’ ମା’ର ସ୍ନେହ ସବୁଠୁ ନିଶ୍ଚଳ। ମାତ୍ର ରୁଷିଆର ଜଣେ ମା’ ଏହି ସମ୍ପର୍କରେ ଦାଗ ଲଗାଇଛନ୍ତି। ନିଜର ସଉକ୍‌…

୩୫୦ କୋଟିର ହେରୋଇନ ଜବତ…

ଅହମଦାବାଦ, ୧୨।୭ : ଗୁଜୁରାଟର ଆତଙ୍କବାଦ ବିରୋଧୀ ସ୍କ୍ବାଡ (ଏଟିଏସ)କୁ ଏକ ବଡ଼ ସଫଳତା ମିଳିଛି। କୁଚ ଜିଲାର ମୁନ୍ଦ୍ରା ବନ୍ଦର ନିକଟରେ ଥିବା ଏକ କଣ୍ଟେରନରରୁ ପ୍ରାୟ ୭୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ…

ୟୁକ୍ରେନ୍‌ ଉପରେ ଏବେ ନାଗରିକତା ବୋମା ପକାଇଲା ରୁଷିଆ…

ମସ୍କୋ/କ୍ୱିଭ, ୧୨।୭ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ ଏବେ ୟୁକ୍ରେନ୍‌ ଉପରେ ନାଗରିକତା ବୋମା ପକାଇଛନ୍ତି। ୟୁକ୍ରେନ୍‌ର ସମସ୍ତ ଲୋକଙ୍କୁ ରୁଷିଆ ନାଗରିକତା ପ୍ରଦାନ ଲାଗି ପୁଟିନ୍‌ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ଲାଗି…

ହୀରାକୁଦ ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୧୨ା୭: ହୀରାକୁଦ ଜଳଭଣ୍ଡାରରୁ ମାଛ ଧରୁଥିବାବେଳେ ଡଙ୍ଗାରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଲଖନପୁର ଥାନା ଅଧୀନ ବଲଣ୍ଡା ଗ୍ରାମର ପ୍ରଫୁଲ୍ଲ ମାଝି(୩୬)। ଖବରପାଇ ଲଖନପୁର ଥାନା ପୋଲିସ ମୃତଦେହ ଜବତ କରି ଝାରସୁଗୁଡ଼ା…

୧୦କିଲୋମିଟର ରୋଡ ଶୋ’ କରି ବୈଦନାଥ ଧାମରେ ପହଞ୍ଚିଲେ ମୋଦି

ରାଞ୍ଚି,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତ କରିଛନ୍ତି। ଦେଓଘର ପହଞ୍ଚିବା ପରେ ସେଠାରେ ପ୍ରଧାନମନ୍ତ୍ରୀ ମୋଦି ବିମାନବନ୍ଦର ଓ ଅନ୍ୟ ବିକାଶମୂଳକ ଯୋଜନାଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ୧୬ହଜାର ୮ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।…

ଓ୍ବାର୍କ ଫ୍ରମ୍‌ ହୋମ୍‌କୁ ଆଇନଗତ ସ୍ବୀକୃତି…

ଆମେଷ୍ଟରଡ଼ାମ୍‌,୧୨।୭ : ନେଦରଲାଣ୍ଡରେ ରହୁଥିବା ଭାରତୀୟ ଏବେ ବେଶ୍‌ ଖୁସି। ସେମାନେ ବର୍ତ୍ତମାନ ଘରେ ରହି କାମ କରିପାରିବେ। ଏଠାରେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଆଇନଗତ ଅଧିକାରରେ ଅନ୍ତର୍ଭୁକ୍ତ ହୋଇଛି। ଏହାକୁ ଡଚ ସଂସଦ ଅନୁମୋଦନ କରିଛି, ଯାହା ଖୁବ ଶୀଘ୍ର…

ନୂଆପଲ୍ଲୀରେ ଭୂସ୍ଖଳନ, ପୋତି ହୋଇଗଲା ୫ ବାଇକ୍‌

ଆର୍‌.ଉଦୟଗିରି,୧୨ା୭(ଡି.ଏନ୍‌.ଏ.): କିଛିଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ଗଜପତି ଜିଲା ନୂଆଗଡ଼ ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି ଅତଡ଼ା ଧସିବା ସହ ବର୍ଷା ଜଳ ଗ୍ରାମ ମଧ୍ୟକୁ ଚାଲିଆସିଥିବା ଦେଖାଯାଇଛି। ତେବେ…

ପୁଣି ଆତଙ୍କ ଘନେଇଲା, ୪ ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ, ୧୨।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ବ୍ରେକ୍‌ଅପ୍‌ ପରେ ବୋଲ୍ଡ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ର୍ରୀ ସୁସ୍ମିତା ସେନ୍‌ ଇଣ୍ଡଷ୍ଟ୍ରିରେ ନିଜର ସୁନ୍ଦର ଚେହେରା ଏବଂ ବୋଲ୍ଡନେସ୍‌କୁ ନେଇ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ସୁସ୍ମିତା ପ୍ରଫେଶନାଲ ଲାଇଫ୍‌ଠାରୁ ଆରମ୍ଭ କରି ପର୍ସନାଲ ଲାଇଫ୍‌ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ସୁସ୍ମିତା ପ୍ରେମ ସମ୍ପର୍କକୁ ନେଇ…

ଟୋଲ୍‌ପ୍ଲାଜା କର୍ମଚାରୀଙ୍କ ସହ ଝଗଡା କଲେ ‘ଦ ଗ୍ରେଟ୍‌ ଖଲି’

ନୂଆଦିଲ୍ଲୀ,୧୨।୭: ଡବ୍ଲ୍ୟୁଡବ୍ଲ୍ୟୁଇର ପୂର୍ବତନ ଚାମ୍ପିଅନ୍‌ ‘ଦି ଗ୍ରେଟ ଖଲି’ ଅର୍ଥାତ ଦଲିପ ସିଂ ରାଣା ବିବାଦରେ ଛନ୍ଦି ହୋଇପଡିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଟୋଲ୍‌ପ୍ଲାଜା କର୍ମଚାରୀଙ୍କ ସହ ଝଗଡା କରୁଥିବା ଦେଖିବାକୁ…

ଘରେ ଯଦି ମହମବତି ଜାଳିବା…

ଆପଣ ଜାଣନ୍ତି କି ମହମବତି ଛୋଟ ଜିନିଷଟିଏ ହେଲେ ବି ଏହାର କେତେକ ଗୁଣ ରହିଛି, ଯଦ୍ଦ୍ବାରା ଆପଣଙ୍କ ଜୀବନରେ ବଡ଼ ସମସ୍ୟାକୁ ଖୁବ୍‌ ସହଜରେ ସମାଧାନ ହୋଇପାରିବ। ଫେଙ୍ଗ୍‌ଶ୍ୱେ ଅନୁସାରେ ଘରକୁ ଯଦି କୌଣସି ସମସ୍ୟା ଆସୁଥାଏ ତେବେ ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri